Tarot Card Reading- କାହାର ବି ନାମ ଚିନ୍ତା କରି ତାଙ୍କ ନାମରେ ଏକ ନମ୍ବର ବାଛନ୍ତୁ, ଆଉ ଆପଣଙ୍କ ପାଇଁ ତାଙ୍କ ମନର କଥା ଆପଣ ଜାଣିନିଅନ୍ତୁ…

ଆପଣ ଯାହାଙ୍କ କଥା ଜାଣିବାକୁ ଚାହୁଁଛନ୍ତି । ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି । ତାଙ୍କ ମନରେ ଆପଣଙ୍କର କି ପ୍ରକାର ସମ୍ପର୍କ ରହିଛି । ତାଙ୍କ ମନରେ ଆପଣଙ୍କୁ ନେଇ ଚିନ୍ତାଧାରା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ତେବେ ଆପଣ 1, 2 ଓ 3 ନମ୍ବର ମଧ୍ୟରୁ ସେହି ବ୍ୟକ୍ତିଙ୍କୁ ଭାବି କୌଣସି ଗୋଟିଏ ନମ୍ବର ବାଛି ଦିଅନ୍ତୁ । ଆମେ ଆପଣଙ୍କୁ ତାଙ୍କ ମନରେ ବର୍ତ୍ତମାନ ଚାଲିଥିବା ଭାବନା ବିଷୟରେ କହିବୁ ।

1-ଏହି ବ୍ୟକ୍ତି ଜଣଙ୍କ ସବୁକିଛି ଭୁଲି ନୂଆ କରି ସମ୍ପର୍କ ଆରମ୍ଭ କରିବାକୁ ଚାହୁଁଛନ୍ତି । ସେ ଏହି ସମ୍ପର୍କରେ ପୁରା ସିରିଏସ ମୁଡ୍ ରେ ଅଛନ୍ତି । ଏହି ସମ୍ପର୍କରେ କିଛି ପରିବର୍ତ୍ତନ କରି ଭଲ ଭାବରେ ସବୁକିଛି ଆରମ୍ଭ କରିବେ ବୋଲି ଭାବିଛନ୍ତି । ତେଣୁ କରି ଏହି ବ୍ୟକ୍ତି ଆପଣଙ୍କୁ ଏବେ ଯାହା ବି କିଛି କହିବେ ।

ସବୁ କିଛି ଭଲରେ ଭାବିଚିନ୍ତି ଆପଣଙ୍କୁ କହିବାକୁ ଚାହୁଁଛନ୍ତି । ତେବେ ଏହା ଆପଣ ଦୁହିଙ୍କର ମ୍ୟାରେଜକୁ ନେଇ କିଛି କଥା ସେ କହି ପାରନ୍ତି । ନଚେତ କିଛି ଆପଣଙ୍କୁ କହିବେ, ହେଲେ ସେ ଭଲସେ ଭାବିକି ଆପଣଙ୍କୁ ସେହି କଥା କହିବାର ନିଷ୍ପତ୍ତି ନେଇ ସାରିଛନ୍ତି ।

2-ଏହି ବ୍ୟକ୍ତି ଜଣଙ୍କ ବର୍ତ୍ତମାନ ତାଙ୍କ ଜୀବନରେ ବହୁତ ଟେନସନରେ ଅଛନ୍ତି । ତାଙ୍କ ଲାଇଫରେ ବର୍ତ୍ତମାନ ଏଭଳି କିଛି ସ୍ଥିତି ଚାଲୁ ଅଛି । ସେଥିପାଇଁ ସେ ବହୁତ ଦୁଃଖୀ ହୋଇ ପଡିଛନ୍ତି । ଯାହାର କାରଣ ହୁଏତ ଆପଣ ବି ହୋଇପାରନ୍ତି । ତାଙ୍କ ସହ ଆପଣଙ୍କର ସମ୍ପର୍କ ଯାହା ବି ହେଉନା କାହିଁକି ?

ହେଲେ ସେହି ବ୍ୟକ୍ତି ଜାଣିଛନ୍ତି, ଯେ ଆପଣ କୌନସି ଚାପରେ ପଡି ଚାହିଁ ମଧ୍ୟ କିଛି କରିପାରୁ ନାହାନ୍ତି । ସେଥିପାଇଁ ସେ ଆପଣଙ୍କୁ ଦୋଷୀ ଭାବୁ ନାହାନ୍ତି । କାରଣ ଏଠାରେ ପ୍ରକୃତ ସମ୍ପର୍କ ରହିଛି । ହେଲେ କିଛି କାରଣ ବଶତଃ ଏହି ସମ୍ପର୍କ ଆଗକୁ ଗତି କରିପାରୁ ନାହିଁ ।

3-ଏହି ବ୍ୟକ୍ତି ଜଣଙ୍କ ବର୍ତ୍ତମାନ ସମୟରେ ବହୁତ ଖୁସି ଅଛନ୍ତି । ନିଜ ଉପରେ ତାଙ୍କର ବହୁତ ଭରଷା ରହିଛି । ସେ ଜାଣିଛନ୍ତି, ଆଗକୁ ତାଙ୍କ ସହ ଅଜହ ବି କିଛି ହେବ । ସବୁ କିଛି ଭଲ ହିଁ ତାଙ୍କ ଜୀବନରେ ହେବ । ଯଦିଓ କିଛି ଟା ମନରେ ଦୁଃଖ ରହିଛି । ତଥାପି ଭରଷା ରହିଛି, ଆଗକୁ ସବୁକିଛି ଭଲ ହେବ ।

ତେବେ ସେ ଆପଣଙ୍କ ବିଷୟରେ ଭାବୁଛନ୍ତି । ଆପଣ ନିଜର ଲକ୍ଷସ୍ତଳରେ ପହଞ୍ଚିବାକୁ ପରିଶ୍ରମ କରୁଛନ୍ତି । କଷ୍ଟ ଅଛି, ତଥାପି ଆପଣ ସେହି କାର୍ଯ୍ୟରେ ବହୁତ ଶୀଘ୍ର ସଫଳତା ପାଇବେ, ବୋଲି ଏହି ବ୍ୟକ୍ତି ଜଣଙ୍କର ଆପଣଙ୍କର ଉପରେ ସେହି ଟ୍ରଷ୍ଟ ରହିଅଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *