ସକାଳୁ ଖାଲି ପେଟରେ କଣ ଖାଇଲେ ଗ୍ଯାସ ସମସ୍ଯା ଶୀଘ୍ର ଭଲ ହୋଇଯାଏ ? ଏହା ସହ ଆହୁରି କିଛି ପ୍ରଶ୍ନ ଓ ଉତ୍ତର

ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ । ତେବେ ଚାଲନ୍ତୁ ସେହିପରି କିଛି ଆପଣ ମାନଙ୍କ ନିକଟରେ ଜଣା ଓ ଅଜଣାର କଥା ଆଲୋଚନା କରିବା । ଯାହା ଦ୍ଵାରା ଆପଣ ଏହାକୁ ଯାଣି ଅନ୍ୟ ସହ ଆଲୋଚନା କରି ତାଙ୍କୁ ମଧ୍ୟ ଜ୍ଞାନ ବାଣ୍ଟି ପାରିବେ । ବର୍ତ୍ତମାନ ସମୟରେ ଜଣେ ବ୍ୟକ୍ତିଙ୍କ ପାଖରେ ଯେତେ ମଧ୍ୟ କୌଶଳ ବିଦ୍ୟା ରହିଥାଉ ।

ସେହି ବ୍ୟକ୍ତି ବିଶେଷକୁ ଜେନରାଲ ନଲେଜ ବା ସାଧାରଣ ଜ୍ଞାନର ମଧ୍ୟ ଆବଶ୍ୟକତା ରହିଥାଏ । କାରଣ ସାଧାରଣ ଜ୍ଞାନ ଜାଣିବା ଦ୍ଵାରା ଏହା ନୀତି ଦିନିଆ ଜୀବନ ଠାରୁ ଆରମ୍ଭ କରି ଚାକିରି କରିବା ସମୟରେ ମଧ୍ୟ ଦରକାରୀ ହୋଇଥାଏ । ତେବେ ଚାଲନ୍ତୁ କିଛି ଜ୍ଞାନପୂର୍ଣ୍ଣ ସାଧାରଣ ଜ୍ଞାନ ବିଷୟରେ ଆଲୋଚନା କରିବା ।

1- କେଉଁ ଦେଶରେ ଅଳିଆ ଆବର୍ଜନାରୁ ବିଜୁଳି ସୃଷ୍ଟି କରାଯାଇଥାଏ ?

ଉତ୍ତର- ସିଙ୍ଗାପୁର ।

2- ବିଶ୍ଵର ପ୍ରଥମ ଦେଶ କିଏ ଯିଏ କି ବହି ଛାପିଥିଲା ?

ଉତ୍ତର- ଚୀନ ।

3- ଅଲମ୍ପିକ ଖେଳର ଆୟୋଜନ କେତେ ବର୍ଷରେ କରା ଯାଇଥାଏ ?

ଉତ୍ତର- 4 ବର୍ଷ ।

4- ପକ୍ଷୀ ମାନଙ୍କର ରାଜା କାହାକୁ କୁହାଯାଏ ?

ଉତ୍ତର- ଚିଲ ।

5- ବିଶ୍ଵର ସବୁଠରୁ ଅଧିକ ଶିକ୍ଷିତ ଲୋକ କେଉଁ ଦେଶରେ ଅଛନ୍ତି ?

ଉତ୍ତର- କାନାଡା ।

6- ଫ୍ରିଜର ପାଣି ପିଇଲେ କେଉଁ ରୋଗ ହୁଏ ?

ଉତ୍ତର- କୋଷ୍ଠକାଠିନ୍ଯ ।

7- ଏମିତି କେଉଁ ଜୀବ ଅଛି ଯିଏ କି ସୂର୍ଯ୍ୟଙ୍କୁ ଦେଖିପାରେ ନାହିଁ ?

ଉତ୍ତର- ଘୁଷୁରି ।

8- ଏମିତି କେଉଁ ଦେଶ ଅଛି ଯେଉଁ ଠାରେ ଗୋଟିଏ ବି ଗଛ ନାହିଁ ?

ଉତ୍ତର- କତ୍ତର ।

9- ଭାରତରେ କାହାକୁ ଦଣ୍ଡ ଦିଆଯାଇ ପାରିବ ନାହିଁ ?

ଉତ୍ତର- ରାଷ୍ଟ୍ରପତି ।

10- ଗୋଟିଏ ସିଂହର ଗର୍ଜନ କେତେ ଦୂରକୁ ସୁନା ଯାଇଥାଏ ?

ଉତ୍ତର- 8 କିମି ।

11- କେଉଁ ଦେଶରେ କେବଳ ନାଲି ରଙ୍ଗର କୁକୁର ଦେଖା ଯାଆନ୍ତି ?

ଉତ୍ତର- ସୁଇଜରଲ୍ୟାଣ୍ଡ ।

12- ଚିତାବାଘ ର ଜୀବନ କାଳ କେତେ ବର୍ଷ ହୋଇଥାଏ ?

ଉତ୍ତର- 15 ବର୍ଷ ।

13- ଗାନ୍ଧୀଜୀ କେତେ ପାଠ ପଢିଥିଲେ ?

ଉତ୍ତର- LAW ।

14- ଗାନ୍ଧୀଜୀଙ୍କ ଆଗରୁ ଭାରତୀୟ ନୋଟରେ ଆହାର ଚିତ୍ର ଛପା ଯାଉଥିଲା ?

ଉତ୍ତର- ଅଶୋକ ସ୍ତମ୍ବ ।

15- କ୍ଷୀର ସହ କଣ ଖାଇଲେ ମଣିଷ ମରି ଯାଇଥାଏ ?

ଉତ୍ତର- ମାଛ ।

16- ଲିଚୁ ଖାଇଲେ କେଉଁ ରୋଗ ଠିକ ହୋଇଥାଏ ?

ଉତ୍ତର- ହାର୍ଟ ଆଟାକ ।

17- ସକାଳୁ ଖାଲି ପେଟରେ କଣ ଖାଇଲେ ଗ୍ଯାସ ସମସ୍ଯା ଶୀଘ୍ର ଭଲ ହୋଇଯାଏ ?

ଉତ୍ତର- ମାଣ୍ଡିଆ ଗୁଣ୍ଡ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *