ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ । ତେବେ ଚାଲନ୍ତୁ ସେହିପରି କିଛି ଆପଣ ମାନଙ୍କ ନିକଟରେ ଜଣା ଓ ଅଜଣାର କଥା ଆଲୋଚନା କରିବା । ଯାହା ଦ୍ଵାରା ଆପଣ ଏହାକୁ ଯାଣି ଅନ୍ୟ ସହ ଆଲୋଚନା କରି ତାଙ୍କୁ ମଧ୍ୟ ଜ୍ଞାନ ବାଣ୍ଟି ପାରିବେ । ବର୍ତ୍ତମାନ ସମୟରେ ଜଣେ ବ୍ୟକ୍ତିଙ୍କ ପାଖରେ ଯେତେ ମଧ୍ୟ କୌଶଳ ବିଦ୍ୟା ରହିଥାଉ ।
ସେହି ବ୍ୟକ୍ତି ବିଶେଷକୁ ଜେନରାଲ ନଲେଜ ବା ସାଧାରଣ ଜ୍ଞାନର ମଧ୍ୟ ଆବଶ୍ୟକତା ରହିଥାଏ । କାରଣ ସାଧାରଣ ଜ୍ଞାନ ଜାଣିବା ଦ୍ଵାରା ଏହା ନୀତି ଦିନିଆ ଜୀବନ ଠାରୁ ଆରମ୍ଭ କରି ଚାକିରି କରିବା ସମୟରେ ମଧ୍ୟ ଦରକାରୀ ହୋଇଥାଏ । ତେବେ ଚାଲନ୍ତୁ କିଛି ଜ୍ଞାନପୂର୍ଣ୍ଣ ସାଧାରଣ ଜ୍ଞାନ ବିଷୟରେ ଆଲୋଚନା କରିବା ।
1- କେଉଁ ଦେଶରେ ଅଳିଆ ଆବର୍ଜନାରୁ ବିଜୁଳି ସୃଷ୍ଟି କରାଯାଇଥାଏ ?
ଉତ୍ତର- ସିଙ୍ଗାପୁର ।
2- ବିଶ୍ଵର ପ୍ରଥମ ଦେଶ କିଏ ଯିଏ କି ବହି ଛାପିଥିଲା ?
ଉତ୍ତର- ଚୀନ ।
3- ଅଲମ୍ପିକ ଖେଳର ଆୟୋଜନ କେତେ ବର୍ଷରେ କରା ଯାଇଥାଏ ?
ଉତ୍ତର- 4 ବର୍ଷ ।
4- ପକ୍ଷୀ ମାନଙ୍କର ରାଜା କାହାକୁ କୁହାଯାଏ ?
ଉତ୍ତର- ଚିଲ ।
5- ବିଶ୍ଵର ସବୁଠରୁ ଅଧିକ ଶିକ୍ଷିତ ଲୋକ କେଉଁ ଦେଶରେ ଅଛନ୍ତି ?
ଉତ୍ତର- କାନାଡା ।
6- ଫ୍ରିଜର ପାଣି ପିଇଲେ କେଉଁ ରୋଗ ହୁଏ ?
ଉତ୍ତର- କୋଷ୍ଠକାଠିନ୍ଯ ।
7- ଏମିତି କେଉଁ ଜୀବ ଅଛି ଯିଏ କି ସୂର୍ଯ୍ୟଙ୍କୁ ଦେଖିପାରେ ନାହିଁ ?
ଉତ୍ତର- ଘୁଷୁରି ।
8- ଏମିତି କେଉଁ ଦେଶ ଅଛି ଯେଉଁ ଠାରେ ଗୋଟିଏ ବି ଗଛ ନାହିଁ ?
ଉତ୍ତର- କତ୍ତର ।
9- ଭାରତରେ କାହାକୁ ଦଣ୍ଡ ଦିଆଯାଇ ପାରିବ ନାହିଁ ?
ଉତ୍ତର- ରାଷ୍ଟ୍ରପତି ।
10- ଗୋଟିଏ ସିଂହର ଗର୍ଜନ କେତେ ଦୂରକୁ ସୁନା ଯାଇଥାଏ ?
ଉତ୍ତର- 8 କିମି ।
11- କେଉଁ ଦେଶରେ କେବଳ ନାଲି ରଙ୍ଗର କୁକୁର ଦେଖା ଯାଆନ୍ତି ?
ଉତ୍ତର- ସୁଇଜରଲ୍ୟାଣ୍ଡ ।
12- ଚିତାବାଘ ର ଜୀବନ କାଳ କେତେ ବର୍ଷ ହୋଇଥାଏ ?
ଉତ୍ତର- 15 ବର୍ଷ ।
13- ଗାନ୍ଧୀଜୀ କେତେ ପାଠ ପଢିଥିଲେ ?
ଉତ୍ତର- LAW ।
14- ଗାନ୍ଧୀଜୀଙ୍କ ଆଗରୁ ଭାରତୀୟ ନୋଟରେ ଆହାର ଚିତ୍ର ଛପା ଯାଉଥିଲା ?
ଉତ୍ତର- ଅଶୋକ ସ୍ତମ୍ବ ।
15- କ୍ଷୀର ସହ କଣ ଖାଇଲେ ମଣିଷ ମରି ଯାଇଥାଏ ?
ଉତ୍ତର- ମାଛ ।
16- ଲିଚୁ ଖାଇଲେ କେଉଁ ରୋଗ ଠିକ ହୋଇଥାଏ ?
ଉତ୍ତର- ହାର୍ଟ ଆଟାକ ।
17- ସକାଳୁ ଖାଲି ପେଟରେ କଣ ଖାଇଲେ ଗ୍ଯାସ ସମସ୍ଯା ଶୀଘ୍ର ଭଲ ହୋଇଯାଏ ?
ଉତ୍ତର- ମାଣ୍ଡିଆ ଗୁଣ୍ଡ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।