ଦେଖନ୍ତୁ exclusive ରିପୋର୍ଟ : ପ୍ରଥମ ଦେଖାରେ କାହା ପାଇଁ ଭୋ ଭୋ ହୋଇ କାନ୍ଦିଲେ ସୁନ୍ଦରୀ ଅର୍ଚ୍ଚନା…

ବନ୍ଧୁଗଣ, ସୂଚନା ଅନୁଯାୟୀ ଅର୍ଚ୍ଚନା ଙ୍କୁ ନେଇ ବର୍ତ୍ତମାନ ନାନା ପ୍ରକାରର କଥା ସୋ-ସି-ଆ-ଲ ମି-ଡି-ଆ ରେ ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ କିଛି ବିଶେଷ କଥା । କିଛି ମହିଳା ଅର୍ଚ୍ଚନା ଙ୍କ ବିଷୟରେ ଲେଖିଛନ୍ତି ଯେ ସେ ଧନ୍ଦା କରୁଥିଲା, ତୁମେ ସେ ଧନ୍ଦାରେ ସାମିଲ ଥିଲ । ସେ ବେଶ୍ୟା ଥିଲା, ତୁମେ ବି ତା’ ଗରାଖ ଥିଲ, ସେ ଟଙ୍କା ପାଇଁ ଭୋକିଲା ଥିଲା, ତୁମେ ଶରୀର ପାଇଁ ଭୋକିଲା ଥିଲ, ଆଉ ତୁମେ ସାଧାରଣ ଜନତାଙ୍କୁ ଲୁଟୁଥିଲ ମାତ୍ର ସେ ତୁମକୁ ଲୁଟୁଥିଲା, ତୁମେ ଲୋକଙ୍କୁ ଭୁଆଁ ବୁଲାଉ ଥିଲ ।

ମାତ୍ର ସେ ତୁମକୁ  ଭୁଆଁ ବୁଲାଉ ଥିଲ, ସେ ଯଦି ଚରିତ୍ରହୀନା ଥିଲା ତୁମ୍ଭେ ମାନେ ମଧ୍ୟ ଚରିତ୍ର ହିନ ଥିଲ, ମାତ୍ର ଫରକ ଏତିକି ଯେ ସେ ତାଙ୍କ ସ୍ଵାମୀ ଙ୍କୁ ଧୋକ୍କା ଦେଇ ନାହାଁନ୍ତି କିନ୍ତୁ ତୁମ୍ଭେ ତୁମ ସ୍ତ୍ରୀ ଙ୍କୁ ଧୋକ୍କା ଦେଊଥିଲ, ସେ ଦୋଷୀ ପାପିନୀ ହୋଇପାରେ ମାତ୍ର ତୁମ୍ଭେ ମଧ୍ୟ କିଛି କମ ନଥିଲ । ତେବେ ସୋ-ସି-ଆ-ଲ ମି-ଡି-ଆ ରେ ଏହିଭଳି ଦୁଇପଦ ଲେଖା ବର୍ତ୍ତମାନ ଏହି ମୋବାଇଲ ରୁ ସେହି ମୋବାଇଲ କୁ ଘୂରି ବୁଲୁଛି ।

ଏବଂ ଏହା ଖୁବ ଜୋରରେ ଭା-ଇ-ରା-ଲ ହେବାରେ ଲାଗିଛି ଏବଂ ଏଠାରେ କଥା ଉଠୁଛି ଯେ କାଲି ଯେତେବେଳେ ଭିଡିଓ କନଫ୍ରେସିଂ ରେ ଅର୍ଚ୍ଚନା ଙ୍କୁ ହାଜର କରାଗଲା ଏବଂ ସରକାରୀ ଓକିଲ ଙ୍କ ଅକାଟ୍ୟ ଯୁକ୍ତି ଆଗରେ ତାଙ୍କୁ ଲାଗିଲା କି ସେ ଜାମିନ ପାଇବେ ନାହିଁ, ସେତେବେଳେ ସେ ଭୋ ଭୋ ହୋଇ କାନ୍ଦି ଉଠିଲେ । ଶୁଣାଣି ସମୟରେ ଭି-ଡି-ଓ କନଫ୍ରେସିଙ୍ଗରେ ଉପସ୍ଥିତ ଥିବା ଅର୍ଚ୍ଚନା ବେସ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଥିଲା ।

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଜେଲ କୁ ଆସିବା ଦିନଠାରୁ ବହୁ ସମୟରେ ଗୁମସୁମ ହୋଇ ରହୁଛନ୍ତି । ଭଲରେ ଖିଆପିଆ ମଧ୍ୟ କରୁ ନାହାଁନ୍ତି । ଏହା ସହିତ ତାଙ୍କ ଚେହେରାରେ କିଛିଟା ଆବୌନ୍ନତି ଘଟିଛି । କିଛି ମହିଳା ଅନ୍ତେବାସୀ ତାଙ୍କୁ ସମର୍ଥନ କରି ତାଙ୍କ ମନୋବଳ ବଢାଇବା ନିମନ୍ତେ ଚେଷ୍ଟା କରିବା ସମୟରେ ଆଉ କିଛି ଅନ୍ତେବାସୀ ତାଙ୍କୁ ଘୃଣା କରୁଛନ୍ତି ।

ସେ ଅନ୍ତେବାସୀ ମାନଙ୍କ ସହିତ ସହଜରେ ମିଶି ପାରୁ ନାହାଁନ୍ତି ତେଣୁ ବହୁ ସମୟରେ ତାଙ୍କୁ ଏକୁଟିଆ ତଳକୁ ମୁହଁକରି ବସି ରହୁଥିବା ଦେଖିବାକୁ ମିଳିଛି । ତେବେ ଏହିସବୁ ନିମନ୍ତେ କେବଳ ଅର୍ଚ୍ଚନା କ’ଣ ଦୋଷୀ ? ବନ୍ଧୁଗଣ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *