ରାତିରେ ଏମିତି କରନ୍ତୁ ଏହି ଗଛର ପ୍ରୟୋଗ, ପୁରୁଣା ରୁ ପୁରୁଣା କାଛୁ କୁଣ୍ଡିଆ ସବୁ ହେଇଯିବ ଗାୟବ

କାଛୁ କୁଣ୍ଡିଆ ଏକ ଏମିତି ରୋଗ ଯାହା ସହଜରେ ଭଲ ହୋଇ ନଥାଏ । ଯଦି ଗୋଟିଏ ଜାଗାରେ ଝାଳ ଏକାଠି ହୋଇ ଯାଉଛି ଓ ଆପଣ ତାହାକୁ ସଫା କରୁ ନାହାଁନ୍ତି ତ ସେହି କାରଣରୁ ମଧ୍ୟ କାଛୁ କୁଣ୍ଡିଆର ସାମନା ଆମକୁ କରିବାକୁ ପଡିଥାଏ । ଏହା ଆପଣଙ୍କ ବଡିରେ କେଉଁଠି ବି କେବେ ବି ହୋଇପାରେ । ଏହା ଏମିତି ଏକ ଇନଫେକ୍ସନ ଅଟେ ଯାହାକୁ ଛୁଇଁବା ଦ୍ଵାରା ଆହୁରି ବଢିଥାଏ ।

ତେବେ ଚାଲନ୍ତୁ ଜାଣିବା କିପରି ସହଜ ଉପାୟରେ ଆମେ ଏହା ଠାରୁ ମୁକ୍ତି ପାଇ ପାରିବା । ପ୍ରଥମେ ତ ଆପଣ ଅରଖ ଗଛର ଡାଳ ଆଣନ୍ତୁ । ଏହା ସହଜରେ ଆପଣଙ୍କୁ ମିଳିଯିବ । ଏହା ପରେ ଏହି ଡାଳକୁ ଭାଙ୍ଗି ଓ ପତ୍ରକୁ ଛିଣ୍ଡାଇ ସେଥିରୁ ଯେଉଁ କ୍ଷୀର ବାହାରିବ ତାହାକୁ ସଂଗ୍ରହ କରନ୍ତୁ । କ୍ଷୀର ବାହାର କରିବା ସମୟରେ ଧ୍ୟାନ ରଖିବେ ଯେପରି ଏହା ଆଖିରେ ନ ପଡେ ।

 

ଏହା ପରେ ଆପଣ ଏକ ଖାଲି ପ୍ଳେଟ ନିଅନ୍ତୁ ଓ ସେଥିରେ ଏକ ରୁ ଦେଢ ଚାମଚ ଲିମ୍ବ ତେଲ ନିଅନ୍ତୁ । ଏହା ଆପଣଙ୍କୁ ସହଜର ମାର୍କେଟରେ କିମ୍ବା ଅନଲାଇନ ମିଳିଯିବ । ଏଥିରେ ଆପଣ ଯେଉଁ ଅରଖ ର କ୍ଷୀର ବାହାର କରିଥିରେ 3-4 ବୁନ୍ଦା ଆଡ କରନ୍ତୁ । ଓ ଏହାକୁ ଭଲ ଭାବେ ମିକ୍ସ କରିବେ ।

କିପରି ଲଗାଇବେ

ଆପଣ ପ୍ରଥମେ କାଛୁ କୁଣ୍ଡିଆ ଜାଗାକୁ ଡେଟଲ ରେ ଭଲ ଭାବେ ଧୋଇ ନେବେ । ଏହା ପରେ ଆପଣ ଯେଉଁ ଅଏଲ କୁ ପ୍ରସ୍ତୁତ କରିଛନ୍ତି ତାହାକୁ ସେହି ଜାଗାରେ ଭଲ ଭାବେ ଲଗାଇ 30-40 ସେକେଣ୍ଡ ପର୍ଯ୍ୟନ୍ତ ମସାଜ କରିବେ । ଏହା ପରେ ତାହାକୁ 3-4 ଘଣ୍ଟା ପର୍ଯ୍ୟନ୍ତ ଲଗାଇ ଛାଡି ଦିଅନ୍ତୁ । ଏହା ପରେ ଆପଣ ଏହାକୁ ଧୋଇ ପାରନ୍ତି । ଏମିତି ହିଁ ଆପଣ ଏହାକୁ ସପ୍ତାହକୁ ୩ ଦିନ ଲଗାତାର ଲଗାଇବେ । ଦୁଇ ସପ୍ତାହ ମଧ୍ୟରେ ଆପଣଙ୍କୁ ଯେଉଁ ରେଜଲ୍ଟ ମିଳିବ ତାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହେଇଯିବେ । ଆପଣଙ୍କୁ ଆମର ଟିପ୍ସ ଭଲ ଲାଗିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ ଓ ଆଗକୁ ଏହିପରି କିଛି ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *