ସମସ୍ତେ ଭୁଲିଯାଇଥିବା ଏହି ହିରୋଇନ ଥିଲେ ସଲମାନଙ୍କ ପ୍ରଥମ ପ୍ରେମ, ଆଜି ହେଇଯାଇଛି ଏମିତି ଅବସ୍ଥା

ବଲୀଉଡର ଦବଙ୍ଗ ଖାନ ଓ ସୁଲ୍ତାନ ନାମରେ ପରିଚିତ ସଲମାନ ଖାନ ଆଜି ଫିଲ୍ମ ଜଗତର ଏକ ଜଣାଶୁଣା ନାମ ଅଟନ୍ତି । ସଲମାନ ଖାନ ଆଜି ବଲୀଉଡ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଟନ୍ତି । କେବଳ ତାଙ୍କ ନାମରେ ହିଁ ଫିଲ୍ମ ବକ୍ସ ଅଫିସରେ ହିଟ ହୋଇଯାଏ । ଦର୍ଶକମାନେ ତାଙ୍କର ଫିଲ୍ମକୁ ବହୁତ ପସନ୍ଦ ବି କରନ୍ତି । କହିବାକୁ ଗଲେ ସଲମାନ ଖାନ ବହୁତ ଫିଲ୍ମରେ କାମ କରିଛନ୍ତି ଓ ସେ ଇଣ୍ଡଷ୍ଟ୍ରିର ପ୍ରାୟତଃ ଅଭିନେତ୍ରୀଙ୍କ ସହ କାମ କରିସାରିଛନ୍ତି ।

Image courtesy: Google

ଏସବୁ ମଧ୍ୟରେ ସଲମାନ ଖାନଙ୍କ ନାମ କେତେକ ଅଭିନେତ୍ରୀଙ୍କ ସହ ମଧ୍ୟ ଯୋଡା ଯାଇଛି । କିନ୍ତୁ ଆଜି ଆମେ ଆପଣଙ୍କୁ ତାଙ୍କର ପ୍ରଥମ ପ୍ରେମିକାଙ୍କ ବିଷୟରେ କିଛି କହିବାକୁ ଯାଉଛୁ । ସଲମାନ ଖାନଙ୍କ ପ୍ରଥମ ପ୍ରେମିକାଙ୍କ ନାମ ଶାହୀନ ବାନୋ ଅଟେ । ଯଦି ବର୍ତ୍ତମାନ ସମୟର କଥା କହିବା ତେବେ ଶାହୀନ ବାନୋ ବହୁତ ବଦଳି ଯାଇଛନ୍ତି । ଯଦି ଆପଣ ତାଙ୍କର ବର୍ତ୍ତମାନର ଫଟୋ ଦେଖିବେ ତେବେ ତାଙ୍କୁ ଚିହ୍ନି ପାରିବେ ନାହିଁ । କାରଣ ଯେଉଁ ସମୟରେ ଶାହୀନ ବାନୋ ଓ ସଲମାନ ଖାନଙ୍କ ଅଫେୟାର ଚାଲିଥିଲା ତେବେ ସେହି ସମୟରେ ଶାହୀନ ବାନୋ ବହୁତ ୟଙ୍ଗ ଥିଲେ ।

Image courtesy: Google

ଶାହୀନ ବାନୋ ନିଜର କ୍ୟାରିୟର ର ଆରମ୍ଭ ଫିଲ୍ମ ‘ଆଈ ମିଲନ କି ରାତ’ରୁ କରିଥିଲେ । କିନ୍ତୁ ଏହି ଫିଲ୍ମ ବକ୍ସ ଅଫିସରେ ଫ୍ଲପ ପ୍ରମାଣିତ ହେଲା । ଯାହା ପର ଠାରୁ ଶାହୀନ ବାନୋ ଇଣ୍ଡଷ୍ଟ୍ରିରୁ ଗାୟବ ହୋଇଗଲେ । କହିବାକୁ ଗଲେ ଶାହୀନ ବାନୋଙ୍କ ଅଭିନୟକୁ ଦର୍ଶକମାନେ ଅଧିକ ପସନ୍ଦ କରୁ ନ ଥିଲେ କିନ୍ତୁ ସେହି ସମୟରେ ସଲମାନ ଖାନଙ୍କ ସହିତ ତାଙ୍କର ଅଫେୟର ବହୁତ ଚର୍ଚାର ବିଷୟ ହୋଇଥିଲା । କହିବାକୁ ଗଲେ ସଲମାନ ଖାନ ଓ ଶାହୀନ ବାନୋ ଗୋଟିଏ ହିଁ କଲେଜରେ ପଢୁଥିଲେ ଓ ଦୁଇ ଜଣ ଭଲ ବନ୍ଧୁ ବି ଥିଲେ ଓ ପରସ୍ପରକୁ ଭଲ ବି ପାଉଥିଲେ ।

Image courtesy: Google

କିନ୍ତୁ କିଛି ଦିନ ପରେ ପାରିବାରିକ କାରଣ ଯୋଗୁ ଦୁଇ ଜଣଙ୍କ ବ୍ରେକଅପ ହୋଇଗଲା ଓ ଏହା ପରେ ଶାହୀନ ବାନୋଙ୍କ ପରିବାର ଲୋକମାନେ ତାଙ୍କର ବିବାହ ଅନ୍ୟ ଏକ ସ୍ଥାନରେ କରିଦେଲେ । ଅନ୍ୟ ପଟେ ସଲମାନ ଖାନ ନିଜର ଫିଲ୍ମି କ୍ୟାରିୟରକୁ ନେଇ ବ୍ୟସ୍ତ ହୋଇଗଲେ । ଆଜି ଏତେ ବର୍ଷ ପରେ ଯେଉଁଠି ସଲମାନ ଖାନ ଯବାନ ଓ ହ୍ୟାଣ୍ଡସମ ନଜର ଆସୁଛନ୍ତି ତେବେ ଅନ୍ୟ ପଟେ ତାଙ୍କର ପ୍ରଥମ ଗର୍ଲଫ୍ରେନ୍ଡ ଶାହୀନ ବାନୋ ବହୁତ ମୋଟି ଓ ବୁଢୀ ହୋଇ ଯାଇଛନ୍ତି । ଯାହାଙ୍କୁ ସଲମାନ ଖାନ ବି ଚିହ୍ନି ପାରିବେ ନାହିଁ । ମନୋରଞ୍ଜନ ଦୁନିଆର ସବୁ ଖବର ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *