Vastu Shastra- ଆଜି ରାତିରେ କାଗଜରେ ଏହି 3 ଟି ଅକ୍ଷର ଲେଖି ଚୁପଚାପ୍ ଘରର ଏହି ସ୍ଥାନରେ ରଖିଦିଅନ୍ତୁ, ପୁଣି ଦେଖନ୍ତୁ ଚମତ୍କାର, ଯାହା ମାଗିବେ ତାହା ପାଇବେ

ବନ୍ଧୁଗଣ ଭଗବାନ ହନୁମାନଙ୍କ ପୂଜାକୁ ବହୁତ ଶକ୍ତିଶାଳୀ ମନା ଯାଇଥାଏ । ତଥା ତାଙ୍କ ନାମରେ କରାଯାଇଥିବା ସମସ୍ତ ଉପାୟ ତୁରନ୍ତ ପ୍ରଭାବ ଦେଖାଇଥାଏ । ଏହା ଏଥିପାଇଁ କାରଣ ଭଗବାନ ହନୁମାନ ଜଣେ ଅମର ଦେବତା ଅଟନ୍ତି । ନିଜେ ଭଗବାନ ରାମ ହନୁମାନଙ୍କୁ ଅମରତାରେ ବରଦାନ ଦେଇଥିଲେ ଓ କହିଥିଲେ କଳିଯୁଗରେ ତୁମେ ଜଣେ ଏପରି ଦେବତା ହେବ ଯାହାର ପୂଜା ଦ୍ଵାରା ବ୍ୟକ୍ତି ଜୀବନରେ ଥିବା ସମସ୍ତ କଷ୍ଟ ଦୂର ହୋଇଯିବ । ସେଥିପାଇଁ ବନ୍ଧୁଗଣ ଏହି କଳିଯୁଗରେ ଭଗବାନ ହନୁମାନଙ୍କ ପୂଜା ବହୁତ ପ୍ରଭାବଶାଳି ଅଟେ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଶକ୍ତିଶାଳୀ ଉପାୟ ବିଷୟରେ କହିବୁ ଯାହାକୁ ଯଦି ଆପଣ ମଙ୍ଗଳବାର ଦିନ କରିଦେବେ, ତା ହେଲେ ଦୁନିଆର କୌଣସି ଶକ୍ତି ଆପଣଙ୍କୁ ଧନୀ ହେବାକୁ ରୋକିପାରିବ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।


ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାନ୍ତି । ଏଥିପାଇଁ ମଣିଷ ଦିନ ରାତି ବହୁତ କଷ୍ଟ କରିଥାନ୍ତି । ହେଲେ ବନ୍ଧୁଗଣ ମଣିଷ ବହୁତ କଷ୍ଟ କରି ମଧ୍ୟ ତା ପାଖରେ ଟଙ୍କା ରହିନଥାଏ । ଏହାର ବହୁତ ଗୁଡିଏ କାରଣ ରହିଥାଏ । ଏମିତି ମଧ୍ୟ କିଛି ମଣିଷ ଅଛନ୍ତି ଯେଉଁମାନେ ବହୁତ କମ କଷ୍ଟରେ ଅଧିକ ଟଙ୍କା ଅର୍ଜନ କରିଥାନ୍ତି ।

ଏମାନେ ଏପରି କିଛି ଉପାୟ କରିଥାନ୍ତି ଯାହା ବିଷୟରେ ସେମାନେ କେବେହେଲେ କୌଣସି ଲୋକକୁ କହିନଥାନ୍ତି । ଏହି ଉପାୟକୁ କରି ସେମାନେ ବହୁତ ଶୀଘ୍ର ଧନୀ ହୋଇଥାନ୍ତି । ଆମେ ଆଜି ଆପଣ ମାନଙ୍କୁ ମଧ୍ୟ ଏହି ଉପାୟ ବିଷୟରେ କହିବାକୁ ଯାଉଛୁ  ବନ୍ଧୁଗଣ ଏହି ଉପାୟ ପାଇଁ ଆପଣ ଏକ ଧଳା କାଗଜ ନିଅନ୍ତୁ । ଏହା ପରେ ଆପଣ କିଛି ତେଲ ଓ ସିନ୍ଦୁରକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ଏହା ପରେ ଆପଣ ସେହି କାଗଜରେ ନିଜ ତର୍ଜନୀ ଆଙ୍ଗୁଠି ଦ୍ଵାରା ଏକ ସ୍ଵସ୍ତିକ ଚିହ୍ନ ବନେଇ ଦିଅନ୍ତୁ ।

ଏହା ପରେ ସେହି କାଗଜରେ ଅନ୍ୟ ପଟରେ ୭୮୬ ଲେଖିଦେବେ ଓ ଏକ ମନ୍ତ୍ରକୁ ୧୧ ଥର ଜପ କରିବେ । ତାହା ହେଉଛି, ହନୁ ହନୁମନ୍ତେ ରୁଦ୍ରତ୍ମକାୟ ହଁ ଫଟ୍ ସ୍ଵାହା । ବନ୍ଧୁଗଣ ଏହି ଉପାୟକୁ ଆପଣ ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ କରିବେ । ଯଦି ଆପଣଙ୍କ ଘରେ ହନୁମାନଙ୍କ ମୂର୍ତ୍ତି ଥିବ ତା ହେଲେ ତାଙ୍କ ଚରଣ ତଳେ ରଖିଦେବେ, ନଚେତ ଆପଣ କୌଣସି ହନୁମାନଙ୍କ ମନ୍ଦିରକୁ ମଧ୍ୟ ଯାଇ ଏହାକୁ ରଖିପାରିବେ ।

ହେଲେ ବନ୍ଧୁଗଣ ଧ୍ୟାନ ରଖିବେ ଯେପରି ଆପଣଙ୍କୁ ଏହି ଉପାୟ କରିବା ସମୟରେ କେହି ନ ଦେଖିବେ । ଏହି ଉପାୟକୁ କରିବା ପରେ ହନୁମାନଙ୍କୁ ନିଜ ଇଛା ବିଷୟରେ କହିବେ ଓ ତାର ପରଦିନ ସେହି କାଗଜକୁ କୌଣସି ନଦୀରେ ସମର୍ପଣ କରିଦେବେ । ବନ୍ଧୁଗଣ ଏହି ଉପାୟକୁ କରିବା ପରେ ଆପଣଙ୍କ ସମସ୍ତ ସମସ୍ଯା ଦୂର ହୋଇଯିବ ଓ ଆପଣଙ୍କ ସମସ୍ତ ଇଛା ପୂରଣ ହେବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *