ଏତେ ବର୍ଷ ପରେ ବହୁତ ବଦଳି ଯାଇଛନ୍ତି ‘ଏକ ହଜାରୋଂ ମେ ମେରି ବେହେନା ହେ’ ର ଏହି ଦୁଇ Acress, ଆଜି ଦେଖା ଯାଉଛନ୍ତି ବହୁତ ସୁନ୍ଦର ଆଉ ଷ୍ଟାଇଲିସ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲ ଗୁଡିକୁ ନିଶ୍ଚୟ ଦେଖିଥିବେ । ଏହି ସିରିଏଲ ଗୁଡିକ ମଧ୍ୟରେ କେତେକ ସିରିଏଲକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଛନ୍ତି ଯାହା ଫଳରେ ଏହି ସମସ୍ତ ସିରିଏଲ ଫେମସ ହୋଇଥିଲା । ଏହିପରି ଏକ ସିରିଏଲ ଥିଲା ‘ଏକ ହଜାରୋ ମେ ମେରି ବେହେନା ହେ’ । ବନ୍ଧୁଗଣ ଏହି ସିରିଏଲଟିକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ । କାରଣ ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରିଥିଲେ ।

ଏହି ସିରିଏଲଟି ଦୁଇଜଣ ଭଉଣୀଙ୍କ ଉପରେ ଆଧାରିତ ଥିଲା । ଯାହା ଦର୍ଶକ ମାନଙ୍କ ମନକୁ ଜିତି ପାରିଥିଲା । ଏହି ସିରିଏଲରେ ମାନବୀ ଓ ଜୀବିକାଙ୍କର ଭୂମିକା ପଦର୍ଶନ କରିଥିବା ଦୁଇଜଣ ଅଭିନେତ୍ରୀଙ୍କୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ ।

ହେଲେ ଆଜିକୁ ଏହି ସିରିଏଲଟି ସାରିବାର ୭ ବର୍ଷ ହୋଇସାରିଛି । ହେଲେ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ଆଜି ଏହି ଦୁଇଜଣ ଅଭିନେତ୍ରୀ କିପରି ନଜର ଆସୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଦୁଇଜଣ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


କ୍ରିଷ୍ଟଲ ଡିସୌଜା- ବନ୍ଧୁଗଣ ଏହି ସିରିଏଲରେ ଜୀବିକାର ଭୂମିକା ପଦର୍ଶନ କରିଥିବା ଅଭିନେତ୍ରୀଙ୍କ ନାମ ହେଉଛି କ୍ରିଷ୍ଟଲ ଡିସୌଜା । ତାଙ୍କର ଜନ୍ମ ୧ ମାର୍ଚ ୧୯୯୦ ମସିହାରେ ମୁମ୍ବାଇରେ ହୋଇଥିଲା । ସେ ନିଜର ସମସ୍ତ ପାଠ ପଢା ମୁମ୍ବାଇରେ ପୂର୍ଣ୍ଣ କରିଥିଲେ । ଏହା ପରେ ସେ ନିଜ ଅଭିନୟ କାରିୟରର ଆରମ୍ଭ ୨୦୦୭ ଆସିଥିବା ସିରିଏଲ ‘କହିଁ ନା କହିଁ ସେ’ରୁ କରିଥିଲେ । ଏହି ସିରିଏଲରେ ସେ ବହୁତ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ମନୋରଞ୍ଜନ କରିଥିଲେ ।

ଏହାପରେ ସେ ୨୦୧୧ରେ ‘ଏକ ହଜାରୋ ମେ ମେରି ବେହେନା ହେ’ ସିରିଏଲରେ ମୁଖ୍ୟ ଅଭିନେତ୍ରୀର ଭୂମିକାରେ ନଜର ଆସିଥିଲେ । ଏହା ପରେ ସେ ଅନ୍ୟ ଦୁଇଟି ସିରିଏଲରେ ଅଭିନୟ କରି ଟିଭି ଇଣ୍ଡଷ୍ଟ୍ରିରେ ଫେମସ ହୋଇଥିଲେ । ଆଜିକୁ ଏହି ସିରିଏଲ ସରିବାର ୭ ବର୍ଷ ହୋଇ ସାରିଛି ଯାହା ଫଳରେ କ୍ରିଷ୍ଟଲ ବହୁତ ଅଧିକ ବଦଳି ଯାଇଛନ୍ତି । ତାଙ୍କୁ ବର୍ତ୍ତମାନ ୩୦ ବର୍ଷ ବୟସ ହୋଇସାରିଛି ଓ ସେ ପୂର୍ବ ଅପେକ୍ଷା ବହୁତ ଅଧିକ ସୁନ୍ଦର ଓ ଆକର୍ଷିତ ନଜର ଆସୁଛନ୍ତି ।

ନିୟା ଶର୍ମା- ଏହି ସିରିଏଲରେ ମାନବୀର ଭୂମିକା ପଦର୍ଶନ କରିଥିବା ଅଭିନେତ୍ରୀଙ୍କ ନାମ ହେଉଛି ନିୟା ଶର୍ମା । ନିୟାଙ୍କ ଜନ୍ମ ୧୭ ସେପ୍ଟେମ୍ବର ୧୯୯୦ ମସିହାରେ ରାଜଧାନୀ ଦିଲ୍ଲୀରେ ହୋଇଥିଲା । ସେ ନିଜର ପାଠ ପଢା ଦିଲ୍ଲୀରେ ପୂରଣ କରିଥିଲେ । ଏହା ପରେ ସେ ନିଜର ଅଭିନୟ କାରିୟରର ଆରମ୍ଭ ୨୦୧୦ରେ ଆସିଥିବା ସିରିଏଲ ‘କାଲୀ ଏକ ଅଗ୍ନି ପରୀକ୍ଷା’ରୁ କରିଥିଲେ । ଏହି ସିରିଏଲରେ ଦର୍ଶକ ମାନେ ତାଙ୍କ ଭୂମିକାକୁ ବହୁତ ଅଧିକ ପସନ୍ଦ କରିଥିଲେ ।

ଏହା ପରେ ୨୦୧୧ ମସିହାରେ ସେ ‘ଏକ ହଜାରୋ ମେ ମେରି ବେହେନା ହେ’ ସିରିଏଲରେ ମୁଖ୍ୟ ଅଭିନେତ୍ରୀର ଅଭିନୟ କରିଥିଲେ ଓ ବହୁତ ଲୋକପ୍ରିୟତା ହାସଲ କରିଥିଲେ । ଏହି ସିରିଏଲ ପରେ ସେ ‘ଜମାଇ ରାଜା ଓ ନାଗିନ ୪’ ପରିକା ସିରିଏଲ କରି ଫେମସ ହୋଇଥିଲେ । ନିୟା ମଧ୍ୟ ଆଜି ବହୁତ ଅଧିକ ବଦଳି ଯାଇଛନ୍ତି । ତାଙ୍କୁ ବର୍ତ୍ତମାନ ୨୯ ବର୍ଷ ବୟସ ହୋଇସାରିଛି ଓ ସେ ବର୍ତ୍ତମାନ ବହୁତ ଅଧିକ ସୁନ୍ଦର ଓ ସେକ୍ସି ନଜର ଆସୁଛନ୍ତି ।

ତେବେ ଏହି ଦୁଇ ଜଣ ଆକ୍ଟ୍ରେସ ଙ୍କ ଅଭିନୟ ଆପଣଙ୍କୁ କିପରି ଲାଗେ ଆମକୁ କମେନ୍ଟ କରି ଜଣାଇବେ ଓ ଆଗକୁ ଟିଭି ଦୁନିଆର ସବୁ ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *