Interesting Gk- ଫାସୀ ଦଣ୍ଡ ଶୁଣାଇବା ପରେ ଜଜ୍ ପେନର ମୁନକୁ କାହିଁକି ଭାଙ୍ଗି ଦିଅନ୍ତି ? 100 ରୁ 99 ଲୋକ ଜାଣନ୍ତି ନାହିଁ

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣଙ୍କ ନିମନ୍ତେ ଲାଭକାରୀ ସାବ୍ୟସ୍ଥ ହେବ । ସାଧାରଣତଃ ଛାତ୍ରଛାତ୍ରୀ ମାନେ ଅନେକ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ ଜାଣି ନଥାନ୍ତି, ସେମାନଙ୍କୁ ଏହି ବିବରଣୀ ଟି ବହୁତ ସହାୟ ହେବ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- ବିଶ୍ଵର ଏହିଭଳି କେଉଁ ଦେଶ ଅଛି ଯେଉଁଠାରେ ଗୋଟିଏ ମଧ୍ୟ କ୍ଷେତ ନଥାଏ ?

ଉତ୍ତର;- ସିଙ୍ଗାପୁର ।

୨;- ଏଭଳି କେଉଁ ଜୀବ ଅଛି ଯାହାର ହୃଦୟ ତାହାର ମୁଣ୍ଡରେ ରହିଥାଏ ।

ଉତ୍ତର;- ଚିଙ୍ଗୁଡି ।

୩;- କେଉଁ ଗ୍ରହ ରେ ଗୋଟିଏ ଦିନ ଗୋଟିଏ ବର୍ଷ ସମାନ ହୋଇଥାଏ ?

ଉତ୍ତର;- ଶୁକ୍ର ଗ୍ରହ ।

୪;- କେଉଁ ପ୍ରାଣୀ ଓଲଟା ଚାଲିପରେ ନାହିଁ ?

ଉତ୍ତର;- କଙ୍ଗାରୁ ।

୫;- ଫାଶୀ ଦଣ୍ଡ ଶୁଣାଇବା ପରେ ଜର୍ଜ ପେନର ମୁନ କୁ କାହିଁକି ଭାଙ୍ଗି ଦେଇଥାନ୍ତି ?

ଉତ୍ତର;- ତେବେ ଫାଶୀ ର ଦଣ୍ଡ ଶୁଣାଇବା ପରେ ପେନର ମୁନ ଭାଙ୍ଗିବା ର ପ୍ରଥା ଆଜିଠାରୁ ନୁହେଁ ବରଂ ଇଂରେଜ ମାନଙ୍କ ଜମାନାରୁ ଚାଲି ଆସିଅଛି । ଏବଂ ମୁଁ ଭାଙ୍ଗିବାର ଦୁଇଟି କାରଣ ଅଛି ପ୍ରଥମ ହେଉଛି ଯେ ଦଣ୍ଡ ଶୁଣାଇବା ପରେ ନିଜେ ଚାହିଁମଧ୍ୟ ସେହି ନିଷ୍ପତ୍ତି କୁ ବଦଳାଇ ପାରିବେ ନାହିଁ ଅଥବା ସେହି ନିଷ୍ପତ୍ତି ରେ ପୁନ୍ନରବିଚାର କରିବାର ପ୍ରୟାସ କରିବେ ନାହିଁ । ଏବଂ ଦ୍ଵିତୀୟ କାରଣ ଏହା ହେଉଛି ଯେ ପୁନ୍ନର୍ବାର ସେହି କଲମ ଦ୍ଵାରା କାହାକୁ ଫାଶୀ ଦଣ୍ଡ ନ ମିଳୁ ନା ହିଁ କେହି ସେହି ପ୍ରକାରର ଅପରାଧ କରନ୍ତୁ ।

୬;- ସେ କିଏ ଯେ କି ସବୁବେଳେ ଅଲଗା ଅଲଗା ରହିଥାନ୍ତି ? ଉଭୟଙ୍କ ମଧ୍ୟରୁ ଯଦି ଗୋଟିଏ ହଜିଯାଏ ତେବେ ଅନ୍ୟଟି କେଉଁ କାମରେ ଆସିନଥାଏ ?

ଉତ୍ତର;- ତାଲା ଏବଂ ଚାବି ।

୭;- ଏଭଳି କେଉଁ ପ୍ରଶ୍ନ ଅଛି ଯାହାର ଉତ୍ତର ଆପଣ ହଁ ରେ ଦେଇ ପାରିବେ ନାହିଁ ?

ଉତ୍ତର;- ସେହି ପ୍ରଶ୍ନ ହେଉଛି କ’ଣ ଆପଣ ମରିଯାଇଛନ୍ତି ।

୮;- ଯିଏ ଲମ୍ବା ଲାଞ୍ଜ ଦ୍ଵାରା ବିନା ଡେଣାରେ ଆକାଶରେ ଉଡିଥାଏ ? କୁହନ୍ତୁ ସେ କିଏ ?

ଉତ୍ତର;- ଗୁଡି ।

୯;- ତାହା କଣ ଅଟେ ଯାହାକୁ ସବୁ ଲୋକ ରାତିରେ କରିବା ପସନ୍ଦ କରିଥାନ୍ତି ?

ଉତ୍ତର;- ନିଦ୍ରା ନେବା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *