ବାଇକରେ ଷ୍ଟଣ୍ଟ ଦେଖାଉଥିଲେ ଯୁବକ, ଆଉ ତା’ ପରେ ହେଲା କିଛି ଏମିତି କି…ଏବେ ସୋସିଆଲ ମିଡିଆରେ ନିଆଁ ପରି ହେଉଛି ଭାଇରାଲ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅନେକ ଲୋକ ବାଇକ ରେ ବିଭିନ୍ନ ପ୍ରକାର ଷ୍ଟଣ୍ଟ ଦେଖାଉଛନ୍ତି । ଏହି ଷ୍ଟଣ୍ଟ ଦେଖାଉଥିବା ସମୟ ରେ ଯଦି ଏହା ଭଲ ହୋଇଥାଏ ତେବେ ବହୁତ ଲୋକ ଏହାର ପ୍ରଶଂସା କରିଥାନ୍ତି ।

କିନ୍ତୁ ଅନେକ ସମୟ ରେ ଦେଖାଯାଇଥାଏ ଯେ ବାଇକ ରେ ଷ୍ଟଣ୍ଟ ଦେଖାଉଥିବା ସମୟ ରେ ଅନେକ ଲୋକ ନିଜର ଭାରସାମ୍ୟ ହରାଇ କରି ତଳେ ପଡି ଆ-ହ-ତ ହୋଇଥାଆନ୍ତି । ଠିକ ସେହି ପରି ଏକ ଦୁ-ର୍ଘ-ଟ-ଣା ଘଟିଛି କାମାକ୍ଷାନଗର ଅଞ୍ଚଳରେ । କାମାକ୍ଷାନଗର ଠାରେ ଜଣେ ଯୁବକ ନିଜ ବାଇକ ରେ ଷ୍ଟଣ୍ଟ ଦେଖାଉଥିବା ସମୟ ରେ ବାଇକ ନିଜର ଭାରସାମ୍ୟ ହରାଇ ବାଇକ ରୁ ପଡି ଗଭୀର ଆ-ହ-ତ ହୋଇଥିଲେ ।

ଜଣେ ଯୁବକ ନିଜର ହିରୋ ହୋଣ୍ଡା ସ୍ପେଣ୍ଡର ପ୍ଲସ ଗାଡି ରେ ଷ୍ଟଣ୍ଟ କରୁଥିବା ସମୟ ରେ ଏହିପରି ଦୁ-ର୍ଘ-ଟ-ଣା ଘ-ଟି-ଥି-ଲା । ଯୁବକ ଜଣଙ୍କ ଷ୍ଟଣ୍ଟ କରୁଥିବା ସମୟ ରେ ଅନେକ ଲୋକ ଏହାର ଭିଡିଓ କରୁଥିଲେ । ସେଥିମଧ୍ୟରୁ କେହି ଜଣେ ଏହି ଭିଡିଓ କୁ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥିଲେ ।

ବର୍ତ୍ତମାନ ଏହି ଭିଡିଓ ଟି ବହୁତ ଭାଇରାଲ ହେବାକୁ ଲାଗିଛି । ଭିଡିଓ ଟି ରେ ଦେଖାଯାଉଛି ଯେ ଯୁବକ ଜଣଙ୍କ ପ୍ରଥମେ ନିଜ ବାଇକ ସିଟ ଉପରେ ଛିଡା ହୋଇକରି କିଛି ବାଟ ଯିବା ପରେ ପୁଣି ବସିବାକୁ ତଳକୁ ଆସିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଏହି ତଳକୁ ଆସିବା ସମୟ ରେ ସେ ନିଜର ଭାରସାମ୍ୟ ହରାଇ ତଳେ ପଡିଯାଇଥିଲେ ।

ତଳେ ପଡିଯିବା ପରେ ସେ ବହୁତ ଆ-ହ-ତ ହୋଇଥିଲେ । ତାଙ୍କ ର ପ୍ୟାଣ୍ଟ ଓ ସାର୍ଟ ଚିରି ଯାଇଥିଲା । ତାଙ୍କ ମୁହଁ ରୁ ଓ ଅନ୍ୟ କେତେକ ସ୍ଥାନ ରୁ ର-କ୍ତ ମଧ୍ୟ ବାହାରୁଥିଲା । ତାଙ୍କ ବାମ ହାତ ରୁ ସମ୍ପୂର୍ଣ୍ଣ ଭାବରେ ଚର୍ମ ଛାଡି ଯାଇଥିଲା । ସେଠାରେ ଉପସ୍ଥିତ ଥିବା ଲୋକ ମାନେ ତାଙ୍କ ପାଖରେ ପହଞ୍ଚି କରି ତାଙ୍କୁ ଡାକ୍ତରଖାନା ନେଇଥିଲେ ।

ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *