ବାପା ଖୋଲିଲେ ଗୁମର, କଣ ପାଇଁ ଝରଫୁଲ ବ୍ୟବହାର କରୁଥିଲେ ବାପାଙ୍କ ସିମ କାର୍ଡ

ଝରାଫୁଲ ଙ୍କ ମୃତୟୁ କୁ ନେଇ ବର୍ତ୍ତମାନ ସମୟ ରେ ଚର୍ଚ୍ଚା ଜୋର ଧରିଛି । କେବେ ଝରାଫୁଲ ଙ୍କ ମୃତୟୁ ଉପରୁ ପରଦା ଉଠିବ ତାହାକୁ ନେଇ ବର୍ତ୍ତମାନ ସମସ୍ତେ ପ୍ରଶ୍ନ କରୁଛନ୍ତି । ତାଙ୍କ ମୃତୟୁ କୁ ନେଇ ଥିବା ରହସ୍ୟ ସମ୍ପର୍କରେ କେହି ମଧ୍ୟ କିଛି ଖବର ପାଉ ନାହାନ୍ତି । ଏପରି ମୁହୂର୍ତ୍ତରେ ତାଙ୍କ ମୃତୟୁ ଉପରୁ ପରଦା କିପରି ଉଠିବ ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି । ତେବେ ଆସନ୍ତୁ ଏ ସମ୍ପର୍କରେ ଅଧିକ ଆଲୋଚନା କରିବା ।

ବନ୍ଧୁଗଣ ଭୁବନେଶ୍ୱର ରେ ରହି ପାଠ ପଢ଼ୁଥିବା ଝରାଫୁଲ ଙ୍କ ମୃତୟୁ ଖବର ବର୍ତ୍ତମାନ ସମୟ ରେ ବହୁତ ଚର୍ଚ୍ଚା ରେ ରହିଛି । ତାଙ୍କ ମୃତୟୁ କୁ ନେଇ ଅନେକ କିଛି ରହସ୍ୟ ରହିଛି । ଝରାଫୁଲ ଙ୍କ ମୃତୟୁ ର ଦିନ ଯେତିକି ଗଡୁଛି ସନ୍ଦେହ ସେତିକି ବଢୁଛି ।

ଝରାଫୁଲ ଙ୍କ ବାପା କହିଛନ୍ତି ଯେ ସେ ଝରାଫୁଲ ଓ ରାକେଶ ଙ୍କ ପ୍ରେମ ସମ୍ପର୍କ ବିଷୟରେ ସମସ୍ତ କଥା ଜାଣିଥିଲେ । ଏହା ଜାଣିବା ପରେ ସେ ଝିଅ ଫୋନ ରୁ ସିମ କାଢି ନେଇ ନିଜ ସିମ ପକାଇଥିଲେ । ଲକଡାଉନ ବେଳେ ଝରାଫୁଲ ଗାଁ କୁ ଆସିଥିଲେ ଏବଂ ସେହି ସମୟ ରେ ରାକେଶ ତାଙ୍କ ଗାଁ ରେ ପାଇପ କାମ କରୁଥିଲେ ଏହି ସମୟ ରେ ଦୁଇ ଜଣ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଝରାଫୁଲ ଙ୍କ ମୃତୟୁ ମାମଲାରେ ପୋଲିସ ମଧ୍ୟ ନିର୍ଣ୍ଣାୟକ ସ୍ଥାନ ରେ ପହଞ୍ଚି ପାରୁନାହିଁ । ଏଭଳି କିଛି ପ୍ରଶ୍ନ ରହୁଛି ଯାହା ପୋଲିସ କୁ ବାଟ ବଣା କରୁଛି । ଝରାଫୁଲ ଙ୍କ ମଋତ ଦେହ ରେ କୌଣସି ମଧ୍ୟ କ୍ଷତ ଚିନ୍ହ ନ ଥିଲା । ତା ହେଲେ ମୃତୟୁ ହେଲା କିପରି ? ସେଦିନ ଗେଷ୍ଟ ହାଉସ ରେ କଣ ଘଟିଥିଲା ? ଏହି ପରି କିଛି ପ୍ରଶ୍ନ ର ଉତ୍ତର ବର୍ତ୍ତମାନ ପର୍ଯ୍ୟନ୍ତ କେହି ଜାଣି ପାରୁନାହାନ୍ତି ।

ଏହି ପ୍ରଶ୍ନ ର ଉତ୍ତର କେବଳ ରାକେଶ ହିଁ ଦେଇପାରିବ । ଶେଷ ରେ ପୋଷ୍ଟମର୍ଟମ ଓ ଭିସେରା ରିପୋର୍ଟ ରୁ ହିଁ ଜଣା ପଡିବ ଝରାଫୁଲ ଙ୍କ ମୃତୟୁ ର ରହସ୍ୟ । ପ୍ରେମିକ ରାକେଶ ହିଁ ସବୁ ପ୍ରଶ୍ନ ର ଉତ୍ତର ଦେଇପାରିବ । ବର୍ତ୍ତମାନ ସମୟ ରେ ପୋଲିସ ରାକେଶ କୁ ରିମାଣ୍ଡରେ ନେଇ ସତ୍ୟ ଜାଣିବା ପାଇଁ କୋର୍ଟ ରେ ନିବେଦନ କରିଛନ୍ତି । କୋର୍ଟ ନିଷ୍ପତ୍ତି ଆସିବା ପରେ ହିଁ ସମସ୍ତ ସତ୍ୟ ର ପର୍ଦାଫାସ ହେବ ।

ଆସନ୍ତା କାଲି କୋର୍ଟ କରିବ ଏହି ବିଷୟ ରେ ଶୁଣାଣି ଏହା ସହିତ ରାକେଶ ର ପଲି ଗ୍ରାଫ ଟେଷ୍ଟ ମଧ୍ୟ କରାଯାଇ ପାରେ ବୋଲି ମଧ୍ୟ ସୂଚନା ମିଳିଛି । ଝରାଫୁଲ ଙ୍କ ବାପା ଦୋଷୀ କି କଠୋର ଦନଡ ଦେବା ପାଇଁ ସରକାର ଙ୍କୁ ଆକୁଳ ନିବେଦନ କରିଛନ୍ତି । ତେବେ ସମସ୍ତ ପ୍ରମାଣ କୁ ଅନୁସନ୍ଧାନ କରିବା ପରେ ହିଁ ସତ୍ୟ ଜଣା ପଡିବ ଓ ଦୋଷୀ କଠୋର ଦନଡ ପାଇବ ।

ଏହା ଉପରେ ଆପଣଙ୍କ ମତାମତ ଆମକୁ ନିଶ୍ଚିତ ଜନାନତୁ ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *