ବନ୍ଧୁଗଣ ଆମେ ମାନେ ସମସ୍ତେ ଟ୍ରକ ଡ୍ରାଇଭର ମାନଙ୍କ ବିଷୟରେ ବହୁତ କଥା ଶୁଣି ଥାଉ । ସେମାନେ ଏନଏଚ ଉପରେ ମଦ ପିଇ ଗାଡି ଚଲାନ୍ତି ଓ ବହୁତ ଦ୍ରୁତ ଗତିରେ ଗାଡି ଚଲାନ୍ତି ଯାହାଦ୍ୱାରା ଦୁ-ର୍ଘ-ଟ-ଣା ମଧ୍ୟ ହୋଇଥାଏ ।
ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଟ୍ରକ ଡ୍ରାଇଭରଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଏହି ଟ୍ରକ ଡ୍ରାଇଭର ଜଣକ ଏନଏଚ ଉପରେ ଯାଉଥିବା ବେଳେ ଏକ ଝିଅକୁ ହାବୁଡିଲେ । ହେଲେ ସେହି ଝିଅ ସହ ସେ ଏମିତି କିଛି କମ କରିଲେ ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।
ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ସାଧାରଣତଃ ଟ୍ରକ ଡ୍ରାଇଭର ମାନେ ଏନ ଏଚ ଉପରେ ବହୁତ ଦ୍ରୁ-ତ ଗତିରେ ଗାଡି ଚଳାଇ ଥାନ୍ତି । କାରଣ ସେମାନଙ୍କୁ ଶୀଘ୍ର ତାଙ୍କ ଜିନିଷକୁ ନେଇ ଠିକ ସ୍ଥାନରେ ପହଞ୍ଚିବାକୁ ପଡିଥାଏ ।
ହେଲେ ଟ୍ରକ ଡ୍ରାଇଭର ମାନେ କେବେ ଜାଣି ଶୁଣି ଆ-କ୍ସି-ଡେ-ଣ୍ଟ କରି ନଥାନ୍ତି । ଆମେ ମାନେ ଟ୍ରକ ଡ୍ରାଇଭରଙ୍କ ବିଷୟରେ ଅଧିକାଂଶ କଥା ଯାହା ବି ଶୁଣି ଥାଉ ତାହା ଗୁ-ଜ-ବ ହୋଇଥାଏ । ମିଡିଆ ରିପୋର୍ଟସ ଅନୁସାରେ, ୟୁପିର ଏକ ଟ୍ରକ ଡ୍ରାଇଭର ଦିଲ୍ଲୀ ଯାଉଥିଲେ । ରାସ୍ତାରେ ଯାଉଥିବା ବେଳେ ହଠାତ ତାଙ୍କୁ ଏକ ଚି-ତ୍କା-ର ଶୁଭିଥିଲା । ସେହି ସମୟରେ ସେ ନିଜ ଗାଡି ରଖି ଯେଉଁ ଜାଗରୁ ଚି-ତ୍କା-ର ଶୁଭିଥିଲା ସେହି ଜାଗାକୁ ଦୌଡିବାକୁ ଲାଗିଲେ ।
ସେହି ସ୍ଥାନକୁ ଗଲା ପରେ ସେ ଦେଖିଥିଲେ ଏକ ଝି-ଅ-କୁ ତିନି ଜଣ ଯୁ-ବ-କ ଦୁ-ଷ୍କ-ର୍ମ କରିବା ପାଇଁ ଚେଷ୍ଟା କରୁଛନ୍ତି । ସେହି ସମୟରେ ଡ୍ରାଇଭର ଜଣକ କଣ କରିବେ କିଛି ବୁଝି ପାରିଲେ ନାହିଁ । ସେହି ସମୟରେ ଡ୍ରାଇଭର ଜଣକ ନିଜ ଟ୍ରକରୁ ଏକ ଲୁ-ହା ପା-ଇ-ପିକୁ ନେଇ ସେହି ସ୍ଥାନକୁ ଯାଇଥିଲେ ଓ ଯୁବକ ମାନଙ୍କୁ ମା-ରି ଭ-ଗେ-ଇ ଥିଲେ ।ବନ୍ଧୁଗଣ ଟ୍ରକ ଡ୍ରାଇଭର ଜଣକ ସେହି ଯୁ-ବ-ତୀଙ୍କୁ ର-କ୍ଷା କରିଥିଲେ । ଯୁବତୀ ଜଣକ ଥିଲେ ଆଲିଗଡର ଯେତେବେଳେ ସେ ଟ୍ରକ ଡ୍ରାଇଭରଙ୍କ ଏହି କାମକୁ ଦେଖିଲେ ସେତେବେଳେ ସେ ବହୁତ ଅଧିକ ଖୁସି ହୋଇଯାଇଥିଲେ ।
ଏହାପରେ ବନ୍ଧୁଗଣ ଟ୍ରକ ଡ୍ରାଇଭର ଜଣକ ସେହି ଝିଅକୁ ତାର ଘରେ ଛାଡି ଥିଲେ । ଝିଅଟିର ମା ବାପା ନଥିଲେ ଓ ଟ୍ରକ ଡ୍ରାଇଭର ଜଣକ ମଧ୍ୟ ବିବାହ କରିନଥିଲେ । ତେଣୁ ଡ୍ରାଇଭର ଜଣକ ସେହି ଯୁବତୀଙ୍କୁ ଝିଅ କରିଥିଲେ । ଏହା ପରେ ଝିଅଟି ବାପା ବୋଲି ମାନି ସେହି ଡ୍ରାଇଭରର ଘରେ ରହିଲା । ବନ୍ଧୁଗଣ ସାମାନ୍ୟ ସାହାର୍ଯ୍ୟ ପାଇଁ ସେହି ଦୁଇଜଣଙ୍କ ମଧ୍ୟରେ ଏକ ପବିତ୍ର ସମ୍ପର୍କ ଗଢି ଉଠିଲା । ବର୍ତ୍ତମାନ ମଧ୍ୟ ଦୁନିଆରେ ମାନବିକତା ରହିଛି । ତେଣୁ ଆପଣ ମାନଙ୍କୁ ଏହି ଘ-ଟ-ଣା-ଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।