ଓଡ଼ିଆ ସିରିଏଲ ହିରୋଇନ ଶ୍ରଦ୍ଧା (Priyanka Ratha) ରିଅଲ ଲାଇଫ ରେ ଦେଖା ଯାଆନ୍ତି ବହୁତ ହଟ ଆଉ ଷ୍ଟାଇଲିସ, ଦେଖନ୍ତୁ ଫଟୋ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ କୁଆଁରୀ ବୋହୁ ଧାରାବାହିକ ତ ନିଶ୍ଚିତ ଭାବରେ ଦେଖିଥିବେ । ଏହି ସିରିଆଲ ର ଲିଡ଼ ନାୟିକା ଶ୍ରଦ୍ଧା ଙ୍କୁ ମଧ୍ୟ ବେଶ ଭଲ ଭାବରେ ଜାଣିଥିବେ । ଶ୍ରଦ୍ଧା ଏହି ଧାରାବାହିକ ରେ ଜଣେ ଓଡ଼ିଆ ଘରର ଝିଅ ଭୂମିକା ରେ ଅଭିନୟ କରୁଥିବାର ନଜର ରେ ଆସିଥାନ୍ତି ।

ତେବେ ଏହି ଅଭିନେତ୍ରୀ ରିଅଲ ଲାଇଫ ରେ କିପରି ଦେଖା ଯାଆନ୍ତି ଏବଂ କଣ କରନ୍ତି ଏହା ଆପଣ ମାନେ ଜାଣିଛନ୍ତି କି? ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ଙ୍କ ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।  ବନ୍ଧୁଗଣ କୁଆଁରୀ ବୋହୁ ଧାରାବାହିକ ରେ ଶ୍ରଦ୍ଧା ନାମକ ମୁଖ୍ୟ ଭୂମିକା ରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ପ୍ରକୃତ ନାମ ହେଉଛି ପ୍ରିୟଙ୍କା ରଥ ।

ପ୍ରିୟଙ୍କା ଙ୍କୁ ବର୍ତ୍ତମାନ ସମୟରେ ୨୧ ବର୍ଷ ବୟସ ହୋଇଛି । ସେ ମାତ୍ର ୧୮ ବର୍ଷ ବୟସ ରେ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ କରିବା ଆରମ୍ଭ କରି ଦେଇଥିଲେ । ଏହି ଧାରାବାହିକ ରେ ଅଭିନୟ କରିବା ପୂର୍ବରୁ ସେ ଅନେକ ଆଲବମ୍ ରେ ମଧ୍ୟ ଅଭିନୟ କରି ସାରିଛନ୍ତି ।

ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଆସିବା ପୂର୍ବରୁ ତାଙ୍କର ଇଚ୍ଛା ଥିଲା ଯେ ସେ ଟଲିଉଡ଼ ଇଣ୍ଡଷ୍ଟ୍ରୀ ରେ କାମ କରିବେ । କାରଣ ସେ ଛୋଟବେଳୁ ଆନ୍ଧ୍ରା ରେ ପାଠ ପଢ଼ିଛନ୍ତି । ତାଙ୍କ ବାପା ଙ୍କ ସରକାରୀ ଚାକିରୀ ଆନ୍ଧ୍ରା ରେ ହୋଇ ଥିବାରୁ ସେ ଛୋଟବେଳୁ ସେଠାରେ ରହି ଆସିଛନ୍ତି ।

ଏହାପରେ ନିଜ ମାତାପିତା ଙ୍କ ପ୍ରେରଣା ରୁ ସେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ତାଙ୍କ ଦମଦାର ଅଭିନୟ ପ୍ରଦର୍ଶନ ଯୋଗୁଁ ତାଙ୍କୁ କୁଆଁରୀ ବୋହୁ ଧାରାବାହିକ ରେ ଲିଡ଼ ନାୟିକା ର ଭୂମିକା ମିଳିଥିଲା । ଏହି ଧାରାବାହିକ ରେ ତାଙ୍କର ଜବରଦସ୍ତ ଅଭିନୟ ଦେଖିବାକୁ ମିଳୁଛି ।

ତେବେ ବର୍ତ୍ତମାନ ପ୍ରିୟଙ୍କା ନିଜର ଇଞ୍ଜିନିୟରିଂ ପାଠ ପୂର୍ଣ୍ଣ କରି କୁଆଁରୀ ବୋହୁ ଧାରାବାହିକ ରେ ଅଭିନୟ କରୁଛନ୍ତି । ସେ ଆଶିଷ ନାମକ ଜଣେ ଅଭିନେତା ଙ୍କୁ ଭଲ ପାଉଛନ୍ତି ଏବଂ ତାଙ୍କୁ ଖୁବ ଶୀଘ୍ର ବିବାହ କରିବେ ବୋଲି ମଧ୍ୟ କହିଛନ୍ତି । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *