ଶ୍ରୀ ରାମ ବନିବେ Pravas ତ Bollywood ର ଏହି ଫେମସ ହିରୋଇନ ହେବେ ମାତା ସୀତା, ନାଁ ଶୁଣିଲେ ଆପଣ ମଧ୍ୟ ଚମକି ପଡିବେ

ହିନ୍ଦୀ ସିନେମାର ଜଣେ ଉଦୀୟମାନ ତାରକା କ୍ରିତି ସେନନ ପ୍ରାୟତଃ ଚ୍ରାଚ୍ଚାରେ ରୁହନ୍ତି । ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ମନାକରେ କାର୍ଯ୍ୟ କରି ଖୁବ ନାମ କମାଉଛନ୍ତି । ଆଗକୁ ତାଙ୍କର ଅନେକ ଫିଲ୍ମ ରିଲିଜ ହେବାକୁ ଯାଉଛି ଓ ସେ ସେସବୁର ସୁ-ଟି-ଙ୍ଗରେ ଏବେ ବ୍ୟସ୍ତ ରହୁଛନ୍ତି ।

ତାଙ୍କର ଆସନ୍ତା ଫିଲ୍ମ “ମିମି” ର ଟ୍ରେଲର ଆସନ୍ତା ଜୁଲାଇ ୩୦ ତାରିଖରେ ରିଲିଜ ହେବାକୁ ଯାଉଛି । ଏବେ ଫିଲ୍ମ “ଆଦିପୁରୁଷ” ରେ ମଧ୍ୟ ତାଙ୍କ ନାମ ଯୋଡି ହୋଇଛି । ଶୁଣା ଯାଉଛି କି ଏହି ଫିଲମରେ କ୍ରିତି ମାତା ସୀତାଙ୍କ ଭୂମିକାରେ ଅଭିନୟ କରିବେ । ନିକଟରେ ଏକ ସାକ୍ଷାତକାରରେ କ୍ରିତି ସେନନ ଏହି ଫିଲ୍ମକୁ ନେଇ ବୟାନ ଦେଇ କହିଛନ୍ତି ଯେ, ଫିଲ୍ମ “ଆଦିପୁରୁଷ” ରେ ଦେବୀ ସୀତାଙ୍କ ଚରିତ୍ରରେ ଅଭିନୟ କରିବା ସହ ଏଥି ପ୍ରତି ତାଙ୍କ ଦାୟିତ୍ଵ ମଧ୍ୟ ସେ ଭଲ ଭାବେ ବୁଝି ପାରୁଛନ୍ତି ଓ ତାଙ୍କ ଟିମ ମଧ୍ୟ ଏହି କଥାକୁ ଭଲ ଭାବେ ଜାଣେ ।

ଜଣାଇ ରଖୁଛୁ ଯେ, ଏହି ଫିଲ୍ମ ହିନ୍ଦୁ ମହାକାବ୍ୟ ରାମାୟଣ ଉପରେ ଆଧାରିତ ଓ ପ୍ରସିଦ୍ଧ ନିର୍ଦେଶକ ଓମ ରାବତ ଫିଲ୍ମର ନିର୍ଦେଶନା କରିବେ । ଫିଲ୍ମରେ ବାହୁବଳି ସୁପରଷ୍ଟାର ପ୍ରଭାସ ରାମଙ୍କ ଚରିତ୍ରରେ ଓ ବଲିଉଡ ଅଭିନେତା ସେଫ ଅଲ୍ଲି ଖାଁ ରାବଣ ଚରିତ୍ରରେ ଅଭିନୟ କରିବେ । ଏହି ଫିଲ୍ମର ନିର୍ମାଣ ଭୂଷଣ କୁମାରଙ୍କ ଟି-ସିରିଜ ବ୍ୟାନରରେ ହେବ । ନିକଟରେ ନିଜର ଏକ ସାକ୍ଷାତକାରରେ କ୍ରିତି ସେନନ ଫିଲ୍ମ “ଆଦିପୁରୁଷ” ଓ ନିଜ ଦେବୀ ସୀତାଙ୍କ ଭୂମିକା ବିଷୟରେ କଥା ହୋଇଥିଲେ ।

ଏହି ସମୟରେ କ୍ରିତି କହିଥିଲେ, “ନିଶ୍ଚୟ ଭାବେ ଆମକୁ ଏକ ସୀମା ମଧ୍ୟରେ ରହିବାକୁ ହେବ ଓ ଆମେ ଯେଉଁ ଭୂମିକା ତୁଲାଇବୁ ତାର ଦାୟିତ୍ଵ ଗୁଡିକୁ ଅନୁଭବ କରିବାକୁ ହେବ । ସୌଭାଗ୍ୟ ବଶତଃ ମୁଁ ଜଣେ ଅତ୍ୟୁତ୍ତମ ନିର୍ଦେଶକଙ୍କ ହାତରେ ଅଛି, ଯିଏ ଏହି ବିଷୟ ଓ ର୍ହର ସମସ୍ତ ଚରିତ୍ର ଉପରେ ଖୁବ ଜ୍ଞାନ ହାସଲ କରିଛନ୍ତି ।” ଦୀର୍ଘ ସମୟ ଧରି ଏହି ଫିଲ୍ମ ଚର୍ଚ୍ଚାରେ ରହିଥିବା ବେଳେ, ଚଳିତ ବର୍ଷ ଆରମ୍ଭରେ ହିଁ ଏହି ଫିଲ୍ମର ସୁ-ଟି-ଙ୍ଗ ଆରମଭ ହୋଇଛି ।

ସୂଚନା ଅନୁଯାୟୀ କ୍ରିତି ଏ ପର୍ଯ୍ୟନ୍ତ ଏହି ଫିଲ୍ମର ଅନେକ ଭାଗ ସୁ-ଟି-ଙ୍ଗ କରି ସାରିଲେଣି । ବର୍ତ୍ତମାନ ଯାଏ ଫିଲ୍ମର ଅନେକ ପୋଷ୍ଟର ମଧ୍ୟ ରିଲିଜ ହୋଇ ସାରିଲାଣି ଓ ଏହା ଅଗଷ୍ଟ ୨୦୨୨ ରେ ରିଲିଜ ହେବ ବୋଲି ଶୁଣିବାକୁ ମିଳୁଛି । ଏହା ଏକ ବଡ ବଜେଟର ଫିଲ୍ମ ଅଟେ । ଗତ କିଛି ଦିନ ତଳେ କ୍ରିତି ସୋ-ସି-ଆ-ଲ ମି-ଡି-ଆରେ ତାଙ୍କ ପ୍ରଶଂସକଙ୍କ ସହ ବାର୍ତ୍ତାଳାପ କରୁଥିବା ବେଳେ ଜଣେ ପ୍ରଶଂସକ ତାଙ୍କ ଆଗାମୀ ଫିଲ୍ମ “ମିମି” କୁ ନେଇ ପ୍ରଶ୍ନ କରିଥିଲେ । କିନ୍ତୁ ଏହା ବିଷୟରେ କିଛି କହିବାକୁ ଚାହୁଁ ନାହାନ୍ତି କିନ୍ତୁ ଏହା ଶୀଘ୍ର ରିଲିଜ ହେବ ବୋଲି କହିଥିଲେ ।

ସେହିପରି ଖିଲାଡ଼ି ଅକ୍ଷୟ କୁମାରଙ୍କ ସହ ତାଙ୍କ ଆଗାମୀ “ଫିଲ୍ମ ବଚ୍ଚନ ପାଣ୍ଡେ” କୁ ନେଇ ସେ କହିଥିଲେ କି, “ଏହା ଏକ ଧମାକାଦାର ଫିଲ୍ମ ଅଟେ ଓ ମୋତେ ଏପରି ଫିଲ୍ମ କରିବା ପସନ୍ଦ ଅଟେ ।”କ୍ରିତି ସେନନ, ମାତା ସୀତାଙ୍କ ଭୂମିକାକୁ  ଯଥାର୍ଥତା ପ୍ରଦାନ କରି ପାରିବେ କି ନାହିଁ ବୋଲି ଆପଣଙ୍କ ମତ କଣ ଆମକୁ ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ ଓ ଏହି ଲେଖାଟି ଭଲ ଲାଗିଥିଲେ ନିଶ୍ଚୟ ଲାଇକ ଓ ସେୟାର କରନ୍ତୁ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *