ଝିଅଟି ସହିତ ଜଙ୍ଗଲି ଘୁଷୁରି ଟି ଯାହା କଲା ନା…ଦେଖିଲେ ହସି ହସି ଗଡିବେ ଆପଣ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ପ୍ରାୟ ସମସ୍ତ ଲୋକ ସୋ-ସି-ଆ-ଲ ମି-ଡି-ଆ ସହ ଜଡିତ ହୋଇ ରହୁଛନ୍ତି । ସୋ-ସି-ଆ-ଲ ମି-ଡି-ଆ-ର ବ୍ୟବହାରରେ ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଥିବା କିଛି ଆଶ୍ଚର୍ଯ୍ୟ ଜନକ ଘଟଣାର ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ଯାହା ବିଷୟରେ ଜାଣିଲେ ଆପଣ ମାନଙ୍କର ହୋସ ଉଡିଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭା-ଇ-ରା-ଲ ଭିଡିଓ ବିଷୟରେ । ୧. ୪ ଜୁଲାଇ ୨୦୨୧ରେ ଆମେରିକାର ଆରେଜୋନାରେ ସ୍ଥିତ ଏକ ଷ୍ଟାଡିୟମରେ ବେସ ବଲ ମ୍ୟାଚ ଚାଲିଥିଲା । ମ୍ୟାଚ ସମୟରେ ଆରେଜୋନା ଡାଇମଣ୍ଡବ୍ୟାକର ଜଣେ ଖେଳାଳି ହୁମରନ ଲଗାଇଲେ । ବଲ ଫ୍ୟାନ୍ସ ମାନଙ୍କ ଆଡକୁ ଚାଲିଗଲା ।

ଜଣେ ଫ୍ୟାନ ଗୋଟେ ହାତରେ ବି-ୟ-ର ଧରିଥିଲା ଓ ଅନ୍ୟ ହାତରେ ନିଜ ଛୁଆକୁ ଧରିଥିଲା । ସେହି ସମୟରେ ଫ୍ୟାନ ଜଣକ ଛୁଆକୁ କିଛି ସମୟ ପାଇଁ ଛା-ଡି ଦେଲା ଓ ବଲ ଧରି ପୁଣି ଛୁଆକୁ ଧରିଦେଲା । ଏହା ସହିତ ଫ୍ୟାନଟି ବି-ୟ-ର-କୁ ବି ତଳେ ପକାଇ ନଥିଲା । ଏହି ଘ-ଟ-ଣା-ର ଭିଡିଓଟି ବହୁତ ଭା-ଇ-ରା-ଲ ହେଉଛି ।

୨. ବନ୍ଧୁଗଣ ଆପଣ ମାନେ ସମସ୍ତେ ବିଜ୍ଞାପନ କରିବାର ଅନେକ ନୂଆ ନୂଆ ଉପାୟ ଦେଖିଥିବେ । ହେଲେ ଜାନୁୟାରୀ ୨୦୨୦ରେ ବିବିସି କମ୍ପାନୀ ନିଜ ପୋଗ୍ରାମ ଡ୍ରାକୁଲା ପାଇଁ ଏକ ଭିନ୍ନ ପ୍ରକାରର ବିଜ୍ଞାପନ କରିଲା । ଏହାର ବିଜ୍ଞାପନ ପାଇଁ ବିବିସି ଡ୍ରାକୁଲାର ଏକ ବିଲବୋର୍ଡ ଲଗାଇଥିଲା ଏହି ବୋର୍ଡକୁ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ ।

ଆପଣ ମାନେ ତ ଏହା ଜାଣି ଥିବେ ଯେ, ଡ୍ରାକୁଲା ରାତିରେ ବାହାରି ଥାଏ ଠିକ ଏଭଳି କିଛି ଥିଲା ଏହି ବିଲବୋର୍ଡ । ବିଲବୋର୍ଡଟି ଦିନ ସମୟରେ ସାଧାରଣ ଦେଖା ଯାଉଥିଲା ହେଲେ ରାତିରେ ଡ୍ରାକୁଲାର ଏକ ପ୍ରତି ଛବି ଏହି ବୋର୍ଡରେ ନଜର ଆସୁଥିଲା ।

୩. ୬ ଜୁଲାଇ ୨୦୨୧ରେ ଓଡିଶାର ଚନ୍ଦ୍ରଶେଖରପୁରରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଥିଲା । ଏହି ସ୍ଥାନରେ ଦୁଇଜଣ ଲେଡିସ ଏଟିଏମରୁ ଟଙ୍କା ବାହାର କରୁଥିଲେ । ଟଙ୍କା ଉଠାଇବା ସମୟରେ ଏହି ଦୁଇଜଣ ଏଟିଏମ ଗେଟ ଖୋଲି ଦେଇଥିଲେ ସେହି ସମୟରେ ତାଙ୍କ ପଛରେ ଏକ ଚୋ-ର ଛ-କି ରହିଥିଲା । ହଠାତ ଚୋ-ର-ଟି ମହିଳାଙ୍କ ହାତରୁ ୪୦ ହଜାର ଟଙ୍କା ନେଇ ସେହି ସ୍ଥାନରୁ ଫେ-ରା-ର ହୋଇଗଲା । ଏହି ଘଟଣାର ଭିଡିଓଟି ସୋ-ସି-ଆ-ଲ ମି-ଡି-ଆ ରେ ବହୁତ ଭା-ଇ-ରା-ଲ ହେଉଛି ।

୪. ବନ୍ଧୁଗଣ ଜଙ୍ଗଲି ଘୁଷୁରି ସାଧାରଣ ଘୁଷୁରି ଠାରୁ ବହୁତ ଅଧିକ ଘା-ତ-କ ଓ ଆ-କ୍ରା-ମ-କ ହୋଇଥାନ୍ତି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଘଟଣାର ଭିଡିଓ ବହୁତ ଭା-ଇ-ରା-ଲ ହେଉଛି । ଏହି ଭିଡିଓଟି ହେଉଛି ଆମେରିକାର ହବାଇର । ଏହି ଜଙ୍ଗଲକୁ ଦୁଇଜଣ ଝିଅ ବୁଲିବା ପାଇଁ ଆସିଥିବା ବେଳେ ଗୋଟେ ଜଙ୍ଗଲି ଘୁଷୁରି ସେହି ସ୍ଥାନରେ ହଠାତ ଆସି ଯାଇଥିଲା ଯାହା ଫଳରେ ଜଣେ ଯୁବତୀ ଭୟରେ ଗଛ ଉପରେ ଚ-ଢି ଯାଇଥିଲେ ।

Leave a Reply

Your email address will not be published. Required fields are marked *