‘ଆଇ ଆମ ସରି ବାପା-ମମ୍ମି, ସିପୁନ ମତେ ବହୁତ ହଇରାଣ କରୁଛି’: ସୁଇସାଇଡ୍ ନୋଟ୍ ଲେଖି ଫ୍ୟାନରେ ଝୁଲି ପଡିଲା ଝିଅ, ମୃତ୍ୟୁ ପୂର୍ବରୁ ଲେଖିଗଲା…

ନମସ୍କାର ବନ୍ଧୁଗଣ ତେବେ ଏକ ଚିଠି ବର୍ତ୍ତମାନ ନଜରରେ ଆସିଛି ଯେଉଁଥିରେ ଲେଖା ଯାଇଛି- ଆଇ ଆମ୍ ସରି,ବାପା ମମ୍ମି । ମୁଁ ତମ ମାନଙ୍କୁ ବହୁତ ମି-ଛ କହିଛି, କିନ୍ତୁ ମତେ ତମେ ମାନେ କ୍ଷମା କରିଦେବ । ଜୀବନରେ ଗୋଟେ ଭଲ ଝିଅ ହୋଇ ପାରିଲିନି ମୁଁ । ସେ ସିପୁନ୍ ମୋତେ ବହୁତ ହଇରାଣ କଲା, ବ୍ଲା-କ୍-ମେ-ଲ ବି କଲା କାଳେ ତମ ମାନଙ୍କର କିଛି ଅସୁବିଧା ହେବ ମୁଁ ସୁ-ଇ-ସା-ଇ-ଡ୍ କରିବାକୁ ଠିକ୍ ମନେ କଲି ।

ଯେତେ କ-ଷ୍ଟ ଦେଇଛୁ ଆମେ ଭାଇ, ଭଉଣୀ ତମେ ମାନେ ବହୁତ ସହିଛ । ସୋ ମୋତେ କ୍ଷମା କରି ଦେବ ।’ ତେବେ ଗତ ୯ ତାରିଖରେ କଟକ ଜିଲ୍ଲା ସାଲେପୁର ଥାନା ସୁନାଖଣ୍ଡି ଗାଁର ପ୍ରହଲ୍ଲାଦ ବେହେରାଙ୍କ  ଝିଅ ବିଦ୍ୟୁତପ୍ରଭା ବେହେରା (ଛଦ୍ମନାମ)ଙ୍କ ଆ-ତ୍ମ-ହ-ତ୍ୟା ଘ-ଟ-ଣାର ନୂଆ ମୋ-ଡ଼ । ଆ-ତ୍ମ-ହ-ତ୍ୟା-ର ଦିନକ ପରେ ଅର୍ଥାତ୍ ଗତ ୧୦ ତାରିଖରେ ଝିଅ ରହୁଥିବା ରୁମ୍ ସଫା କଲା ବେଳେ ସୋଫା ତଳୁ ପରିବାର ଲୋକେ ଝିଅର ଏକ ସୁ-ଇ-ସା-ଇ-ଡି-ଆ-ଲ୍ ନୋଟ୍ ପାଇଥିଲେ ।

ସେଥିରେ ମୃ-ତ-କ ଲେଖିଥିଲେ ଯେ,”ତାଙ୍କ ମୃତ୍ୟୁ ପାଇଁ ସିଦ୍ଧାର୍ଥ ରାଉତ ଓରଫ୍ ସିପୁନ୍ ହିଁ ଦା-ୟୀ । ଏହା ପରେ ପରିବାର ଲୋକେ ସୁ-ଇ-ସା-ଇ-ଡି-ଆ-ଲ୍ ନୋଟ୍ ସହ ଏକ ଲିଖିତ ଏ-ତ-ଲା ସାଲେପୁର ଥା-ନା-ରେ ଦେଇଥିଲେ । ଏଥିରେ ଲେଖାଥିଲା ଯେ, “‘ଆଇ ଆମ୍ ସରି,ବାପା ମମ୍ମି । ମୁଁ ତମ ମାନଙ୍କୁ ବହୁତ ମି-ଛ କହିଛି, କିନ୍ତୁ ମତେ ତମେ ମାନେ କ୍ଷମା କରିଦେବ । ଜୀବନରେ ଗୋଟେ ଭଲ ଝିଅ ହୋଇ ପାରିଲିନି ମୁଁ ।

ସେ ସିପୁନ୍ ମୋତେ ବହୁତ ହ-ଇ-ରା-ଣ କଲା,ବ୍ଲା-କ୍ମେ-ଲ ବି କଲା କାଳେ ତମ ମାନଙ୍କର କିଛି ଅସୁବିଧା ହବ ମୁଁ ସୁ-ଇ-ସା-ଇ-ଡ୍ କରିବାକୁ ଠିକ୍ ମନେ କଲି । ଯେତେ କଷ୍ଟ ଦେଇଛୁ ଆମେ ଭାଇ, ଭଉଣୀ ତମେ ମାନେ ବହୁତ ସ-ହି-ଛ । ସୋ ମୋତେ କ୍ଷମା କରିଦେବ । ସିପୁନ୍ ତା ମା’, ବାପା, ଭାଈ, ଭାଉଜ ସମସ୍ତେ ସବୁ କଥା ଜାଣନ୍ତି ବଟ୍ କିଛି ବୁଝିଲେନି । ସୋ ମୁଁ ଏତିକି ଚାହୁଁଛି ଯେ,ମୋ ମ-ରି-ବା ପାଇଁ ଯିଏ ସବୁ ଦା-ୟୀ ତାକୁ କ-ଠି-ନ ଦ-ଣ୍ଡ ମିଳୁ” । ଏହା ଲେଖି ସାରି ସେ ନିଜ ଘରେ ଥିବା ସିଲିଂ ଫ୍ୟାନରେ ର-ଶି ଲାଗାଇ ଆ-ତ୍ମ-ହ-ତ୍ୟା କରିଥିଲେ ।

ତେବେ ପରିବାର ଲୋକେ ସାଲେପୁର ଥାନାରେ ଏ-ତ-ଲା ଦେଇଥିଲେ ମଧ୍ୟ ସାଲେପୁର ପୋଲିସ କୈାଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା । ବରଂ ମୃ-ତ-କ-ଙ୍କ ପରିବାର ଲୋକଙ୍କୁ ସାଲେପୁର ଥାନା ଅଧିକାରୀ ଧ-ମ-କ ଦେଇଥିବା ଅ-ଭି-ଯୋ-ଗ କରିଛନ୍ତି ପରିବାର ଲୋକେ । ଘଟଣା ସାଲେପୁର ଏସଡିପିଓ ପ୍ରଶାନ୍ତ ମାଝୀଙ୍କ ଦୃଷ୍ଟିକୁ ଆସିବା ପରେ ହିଁ କେ-ସ୍ ନମ୍ବର ୩୧୯/୨୦୨୧ ରେ ମା-ମ-ଲା କରି ୩୦୬,୩୪ ଆଇପିସି ଧା-ରା ଲଗାଇଥିଲା ପୋଲିସ ।

ଏତିକି କାମ ସାରି ଝା-ଡିଝୁ-ଡି ହୋଇ ବସି ଯାଇଛି ସାଲେପୁର ପୋଲିସ । ଏପଟେ ସିପୁନଙ୍କୁ ଏ ଘଟଣା ବା-ବ-ଦରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ଘରେ ତାଲା ପଡିଥିଲା ଓ ଫୋନ୍ ସୁଇଚ୍ ଅଫ୍ ଥିଲା ।   ତେବେ ସୂଚନାଯୋଗ୍ୟ ଯେ ବିଦ୍ୟୁତପ୍ରଭା ଏକ ଫାର୍ମା କଲେଜର ବି. ଫାର୍ମାସିଷ୍ଟରେ ଟପ୍ପର ଓ ମେଧାବୀ ଛାତ୍ରୀ ଥିଲେ । ତାଙ୍କୁ କେଉଁ କାରଣରୁ ସିପୁନ୍ ବ୍ଲା-କ-ମେ-ଲିଂ କଲା ତାହା ସ୍ପଷ୍ଟ ହୋଇପାରି ନାହିଁ । ତେବେ ପୋଲିସର କାର୍ଯ୍ୟ ଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ୱ ଉଠିଛି ।

Leave a Reply

Your email address will not be published. Required fields are marked *