ଏମିତି ଝିଅକୁ ସାବଧାନ ! ଯିଏ ପୁଅଙ୍କ ସହିତ କରୁଛି ଏମିତି କାଣ୍ଡ, ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସାମ୍ନା କୁ ଆସିଛି ଠ-କେ-ଇ ଓ ବ୍ଲା-କ ମେ-ଲିଂ ର ନୂଆ ତରିକା । ହ୍ଵା-ଟ୍ସ-ଆ-ପ ରେ ଗୋଟିଏ ଭି-ଡି-ଓ କଲ କିଭଳି ଜଣେ ଶିକ୍ଷକ ଙ୍କୁ ବୋକା ବନେଇବାକୁ ଚେଷ୍ଟା କରିଥିଲା ଏବଂ ଠ-କ- ରେ ଫା-ସ- ରେ ବାନ୍ଧିବାକୁ ଚାହିଁଥିଲା ତେବେ ଏଭଳି ଘଟଣା ଆଗରୁ ମଧ୍ୟ ଘଟିଥିଲା ଏବଂ ବର୍ତ୍ତମାନ ଫୁଣି ଥରେ ଏହି ଘଟଣା ଘଟିଛି ତେବେ ଆପଣ ମାନେ ଏହି ଠ-କେ-ଇ ରୁ କିଭଳି ଭାବରେ ନିଜକୁ ବଞ୍ଚାଇବେ ସେହି ସମ୍ବନ୍ଧରେ ମଧ୍ୟ ଅବଗତ ରହିବା ଆବଶ୍ୟକ ।

ତେବେ ଆସନ୍ତୁ ଏହି ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିବରଣୀ କଣ ରହିଛି ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ କଟକ ର ଜଣେ ଯୁବକ ଙ୍କ ଫେ-ସ-ବୁ-କ- କୁ ରାତି ରେ ଏକ ଫ୍ରେ-ଣ୍ଡ ଋ-କ୍ୟୁ-ଏ-ସ୍ଟ ଆସିଥିଲା ଏବଂ ସେ ସେହି ନିବେଦନ କୁ ଆ-କ୍ସେ-ପ୍ଟ କରି ନେଇଥିଲେ ତାହା ପରେ ଆରମ୍ଭ ହୋଇଥିଲା ଚା-ଟିଂ । ତାପରେ ସେହି ଝିଅ ଜଣକ ଏହି ପୁଅ ର ସମସ୍ତ ଡା-ଟା ତଥା ଫୋନ ନମ୍ବର ନେଇ ହ୍ଵା-ଟ୍ସ-ଆ-ପ- ରେ ଏକ ଭି-ଡି-ଓ କଲ କରିଥିଲେ ।

ତେବେ ଭିଡିଓ କଲ ଉଠାଇବା ପରେ ସେ ଏହା ଦେଖିଲେ ଯେ, ଗୋଟିଏ ଝିଅ ଉ-ଲ-ଗ୍ନ ଅବସ୍ଥାରେ ଛି-ଡ଼ା ହୋଇଛି । ଏହା ପରେ ସେହି ଝିଅ ଟି ସେହି ଯୁବକ ର କିଛି ସ୍କ୍ରିନ ସ-ଟ ଏବଂ ସ୍କ୍ରିନ ରେ-କ-ର୍ଡ କରିଥିଲେ ଏବଂ ଭିଡିଓ ବନାଇ ତାଙ୍କ ହ୍ଵା-ଟ୍ସ-ଆ-ପ କୁ ସେ-ଣ୍ଡ କରିଥିଲା । ଏହାପରେ ସେ ଝିଅ ଟି ୩୦,୦୦୦ ଟଙ୍କା ମାଗିଥିଲା ଏବଂ କହିଲା ଯଦି ପଇସା ନଦେବ ତେବେ ଏହି ଭିଡିଓ କୁ ସୋ-ସି-ଆ-ଲ ମି-ଡି-ଆ- ରେ ସେ ଭା-ଇ-ରା-ଲ କରିଦେବେ ।

ତାପରେ ସେହି ବ୍ୟକ୍ତି ଥା-ନା- କୁ ଯୋଗାଯୋଗ କରିଥିଲେ ଏବଂ ତାଙ୍କୁ ଆ-ପ୍ଲି-କେ-ସନ ଦେବା ନିମନ୍ତେ କୁହାଗଲା । ଯାହା ସା-ଇ-ବ-ର ସେ-ଲ କୁ ପଠାଯିବ ଓ ଟ୍ରା-କିଂ କରାଯିବ ଏବଂ ଅ-ପ-ରା-ଧୀ କୁ ଧ-ରି-ବା-ର ପ୍ରୟାସ କରାଯିବ । ତେବେ ସେହି ଯୁବକ ଙ୍କ କହିବାନୁସାରେ ସାମ୍ନା ରୁ ଆସୁଥିବା ଭି-ଡି-ଓ କଲ କୁ ଯଦି ଆପଣ ଉଠାଇଛନ୍ତି ତେବେ ଯେଉଁ ବ୍ୟକ୍ତି ଆପଣଙ୍କୁ କଲ କରୁଛି ସେ ସ୍କ୍ରୀନ ରେ-କ-ର୍ଡ ଦ୍ୱାରା ଆପଣଙ୍କ ଚେହେରା କୁ କ୍ୟାପଚର କରୁଛି ଏବଂ ଏଭଳି ଅ-ଶ୍ଳୀ-ଳ ଭି-ଡି-ଓ ବନାଇ ବ୍ଲା-କ-ମେ-ଲ କରୁଛି ।

ତେଣୁ ଏଥିପ୍ରତି ପ୍ରଶାସନ ଏଭଳି ବ୍ୟବସ୍ଥା କରିବା ଆବଶ୍ୟକ ଯାହାଦ୍ୱାରା ଫେ-କ ଆ-କା-ଉ-ଣ୍ଟ ଦ୍ଵାରା ହେଉଥିବା ଠ-କା-ମୀ ସମ୍ପୂର୍ଣ୍ଣ ରୂପରେ ବନ୍ଦ ହୋଇଯିବ ଏବଂ ଏହା ସହିତ ଯଦି ଆପଣଙ୍କୁ ଏଭଳି କୌଣସି ଭି-ଡି-ଓ କଲ ଆସୁଛି ତେବେ ଆପଣ କଲ ଉଠାଇବା ପୂର୍ବରୁ ସର୍ବ ପ୍ରଥମେ ନିଜ କ୍ୟାମେରା ଆଗରେ ହାତ ରଖି ବନ୍ଦ କରି ଦିଅନ୍ତ ।

କଲ ଉଠାଇବା ପରେ ଯଦି ଆପଣ ଦେଖୁଛନ୍ତି ଯେ, ସାମ୍ନା ରେ ଥିବା ବ୍ୟକ୍ତି ଆପଣଙ୍କ ଚିହ୍ନା ପରିଚୟ ର ଅଟନ୍ତି ସେତେବେଳେ ହିଁ କ୍ୟାମେରା ରୁ ହାତ ଉଠାନ୍ତୁ । ଏହା ଦ୍ବାରା ଆପଣ ଏଭଳି ସା-ଇ-ବ-ର ଠ-କା-ମୀ ର ଶି-କା-ର ରୁ ବଞ୍ଚି ପାରିବେ । ତେଣୁ ଆପଣ ମାନେ ମଧ୍ୟ ଏଭଳି ସା-ଇ-ବ-ର ଠ-କା-ମୀ ପ୍ରତି ସାବଧାନ ଓ ସତର୍କ ରୁହନ୍ତୁ ।

Leave a Reply

Your email address will not be published. Required fields are marked *