Siddharth Shukla ଙ୍କର 7 ସବୁଠୁ ବଡ ଶତୃ, ଏମିତି କି 2 ନମ୍ବର Actress କହି ଦେଇଥିଲେ କି “ଇଏ ମରୁଥିଲେ ବି ମୁଁ ପାଣି ଟିକେ ବି ଦେବିନି”

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ ଗୁରୁବାର ଦିନ ଟିଭି ଇଣ୍ଡଷ୍ଟ୍ରୀ ର ବଡ଼ ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଙ୍କ ଦେହାନ୍ତ ହାର୍ଟ ଆ-ଟା-କ ଯୋଗୁଁ ହୋଇଛି । ମାତ୍ର ୪୦ ବର୍ଷ ବୟସ ରେ ତାଙ୍କର ନି-ଧ-ନ ହୋଇଛି । ତାଙ୍କ ମୃ-ତ୍ୟୁ ଖବର କୁ ବିଶ୍ୱାସ କରିବା ତାଙ୍କ ଫାନ୍ସ ମାନଙ୍କ ପାଇଁ କଠିନ ହୋଇଯାଇଛି । ଅନ୍ୟ ପକ୍ଷରେ ସିଦ୍ଧାର୍ଥ ଙ୍କ ପରିବାର ଓ ତାଙ୍କ ଗାର୍ଲଫ୍ରେଣ୍ଡ ସେହେନାଜ ମଧ୍ୟ ବର୍ତ୍ତମାନ ଅନାୟତ୍ତ ଅବସ୍ଥାରେ ଅଛନ୍ତି ।

ବର୍ତ୍ତମାନ ସମୟରେ ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଙ୍କ ବ୍ୟକ୍ତିଗତ ଜୀବନ କୁ ନେଇ ଖୁବ ଚର୍ଚ୍ଚା ଚାଲିଛି । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ବ୍ୟକ୍ତିଗତ ଜୀବନରେ ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଙ୍କ ୭ ଜଣ ବଡ଼ ଶତ୍ରୁ ଙ୍କ ସମ୍ବନ୍ଧରେ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ଆସିମ ରିୟାଜ- ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ଆସିମ ରିୟାଜ । ସିଦ୍ଧାର୍ଥ ବିଗ୍ ବସ୍ ସିଜନ ୧୩ ର ବିଜେତା ହୋଇଥିବା ବେଳେ ଆସିମ ରନର୍ସଅପ ହୋଇଥିଲେ । ଏହି ସୋ ରେ ଉଭୟ ଙ୍କ ମଧ୍ୟରେ ବହୁତ ଝ-ଗ-ଡ଼ା ହୋଇଥିଲା । ଉଭୟ ପରସ୍ପର ଙ୍କ ସହିତ କଥାବାର୍ତ୍ତା ମଧ୍ୟ ହେଉ ନଥିଲେ । ଯଦିଓ ଆସିମ ସିଦ୍ଧାର୍ଥ ଙ୍କ ନି-ଧ-ନ ରେ ଶୋ-କ ପ୍ରକାଶ କରି ଲେଖିଛନ୍ତି ଯେ, ଭାଇ ଆମେ ସ୍ୱର୍ଗ ରେ ଦେଖାହେବା ।

୨. ରଶ୍ମି ଦେଶାଇ- ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ରଶ୍ମି ଦେଶାଇ । ରଶ୍ମି ଏବଂ ସିଦ୍ଧାର୍ଥ ସିରିଆଲ ‘ଦିଲ ସେ ଦିଲ ତକ’ ରେ ଅଭିନୟ କରିଥିଲେ ଏବଂ ସୁ-ଟିଂ ସେଟ ରେ ପରସ୍ପର ଙ୍କ ସଂପର୍କ ଖରାପ ହୋଇଯାଇଥିଲା । ବିଗ୍ ଵସ୍ ସୋ ରେ ମଧ୍ୟ ଉଭୟ ଙ୍କ ପରସ୍ପର ଙ୍କ ଶତ୍ରୁ ପାଲଟି ଯାଇଥିଲେ । ରାଗରେ ଆସି ବିଗ ବସ ସୋ ରେ ରଶ୍ମି ସିଦ୍ଧାର୍ଥ ଙ୍କୁ କହିଥିଲେ କି ଇଏ ମରୁଥିଲେ ବି ମୁଁ ପାଣି ଟିକେ ବି ଦେବିନି ।

୩. ଅର୍ହାନ ଖାଁ- ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ଅର୍ହାନ ଖାଁ । ସେ ରଶ୍ମି ଦେଶାଇ ଙ୍କ ଏକ୍ସ ବଏଫ୍ରେଣ୍ଡ ଅଟନ୍ତି । ସିଦ୍ଧାର୍ଥ ଓ ଅର୍ହାନ ଙ୍କୁ ବିଗ୍ ବସ୍ ରେ ପ୍ରାୟ ସମୟ ଝ-ଗ-ଡ଼ା କରୁଥିବାର ଦେଖିବାକୁ ମିଳିଥାଏ ।

୪. ଏଯାଜ ଖାଁ- ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ଏଯାଜ ଖାଁ । ବିଗ୍ ବସ୍ ସିଜନ ୧୪ ରେ ସିଦ୍ଧାର୍ଥ ଚ୍ୟାଲେଞ୍ଜର୍ ଭାବେ ଆସିଥିଲେ । ଏହି ସିଜନ ର ପ୍ରତିଯୋଗୀ ଏଯାଜ ଖାଁ ଙ୍କ ସହିତ ସିଦ୍ଧାର୍ଥ ଙ୍କ ଚର୍ଚ୍ଚିତ ଝ-ଗ-ଡ଼ା ହୋଇଥିଲା ।

୫. ହିନ୍ଦୁସ୍ତାନୀ ଭାଉ- ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ହିନ୍ଦୁସ୍ତାନୀ ଭାଉ । ସିଦ୍ଧାର୍ଥ ଓ ହିନ୍ଦୁସ୍ତାନୀ ଭାଉ ଙ୍କ ମଧ୍ୟରେ ପ୍ରାୟ ସମୟ ବିଗ୍ ବସ୍ ସୋ ରେ ଝ-ଗ-ଡ଼ା ହୋଇଥିବାର ଦେଖିବାକୁ ମିଳିଛି ।

୬. ଶିତଲ ଖଣ୍ଡାଲ- ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ଶିତଲ ଖଣ୍ଡାଲ । ଶିତଲ ଏବଂ ସିଦ୍ଧାର୍ଥ ଟିଭି ର ଗୋଟିଏ ଧାରାବାହିକ ‘ବାଲିକା ବଧୁ’ ରେ କାମ କରିଥିଲେ । ଶିତଲ ସିଦ୍ଧାର୍ଥ ଙ୍କ ଉପରେ ଏହା ଆ-ରୋ-ପ ଲଗାଇ ଥିଲେ ଯେ, ସିଦ୍ଧାର୍ଥ ସୁ-ଟିଂ ସେଟ ରେ ଡବଲ ମିନିଙ୍ଗ ଜୋକ୍ସ ମା-ର-ନ୍ତି । ଏହା ପର ଠାରୁ ଉଭୟ ଙ୍କ ସମ୍ପର୍କ ଖରାପ ହୋଇ ଯାଇଥିଲା ।

୭. ତୋରଲ ରାସପୁତ୍ରା- ଏହି ଲିଷ୍ଟ ର ସପ୍ତମ ସ୍ଥାନରେ ଅଛନ୍ତି ତୋରଲ ରାସପୁତ୍ରା । ତୋରଲ ଓ ସିଦ୍ଧାର୍ଥ ଉଭୟ ‘ବାଲିକା ବଧୁ’ ଧାରାବାହିକ ରେ ମୁଖ୍ୟ ଭୂମିକା ରେ ଅଭିନୟ କରିଥିଲେ । ଉଭୟ ଙ୍କ ମଧ୍ୟରେ ସମ୍ପର୍କ ଭଲ ଥିଲା । କିନ୍ତୁ ହନିମୁନ ସି-କ୍ୱେ-ନ୍ସ ର ସୁ-ଟିଂ ପରେ ଉଭୟ ଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା ଏବଂ ପରସ୍ପର ଙ୍କ ମଧ୍ୟରେ କଥାବାର୍ତ୍ତା ମଧ୍ୟ ବନ୍ଦ ହୋଇଯାଇଥିଲା ।

Leave a Reply

Your email address will not be published. Required fields are marked *