ଭାଇରାଲ ହେଲା ଏହି ଯୁବତୀଙ୍କ ଭିଡ଼ିଓ, ଦେଖନ୍ତୁ ଆସିବ ମଜା ଆସିଯିବ, ଦେଖନ୍ତୁ Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ଏହା ସହ ଲୋକମାନେ ନିଜର ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି ।


ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ ନିର୍ବନ୍ଧ କାର୍ଯ୍ୟ ହୋଇଥାଏ । ନିର୍ବନ୍ଧ କାର୍ଯ୍ୟରେ ଉଭୟ ପୁଅ ଓ ଝିଅ ପରସ୍ପରକୁ ମୁଦି ପିନ୍ଧାଇ ଥାନ୍ତି ଆଉ ଝିଅ ନିଜ ଭାବି ସ୍ଵାମୀର ପାଦ ଛୁଇଁ ଥାଏ । ତେବେ ଭାଇରାଲ ହେଉଥିବା ଭିଡିଓଟି ମଧ୍ୟ କିଛି ଏଭଳି ଅଛି । ବନ୍ଧୁଗଣ ଏଠାରେ ପରିବାର ବର୍ଗଙ୍କ ସାମ୍ନାରେ ଉଭୟ ପୁଅ ଓ ଝିଅ ପରସ୍ପରକୁ ମୁଦି ପିନ୍ଧାଉ ଛନ୍ତି । ମୁଦି ପିନ୍ଧାଇବା ପରେ ଝିଅଟି ନିଜ ଭାବି ସ୍ଵାମୀନ୍କରତା ପାଦ ଛୁଇଁଛି ।

ହେଲେ ଏହା ପରେ ଯାହା ହୋଇଛି ତାହା ଜାଣିଲେ ଆପଣ ମାନଙ୍କ ହୋସ ଉଡିଯିବ । ବନ୍ଧୁଗଣ ଝିଅଟି ନିଜ ଭାବି ସ୍ଵାମୀର ପାଦ ଛୁଇଁବା ପରେ ସ୍ଵାମୀ ନିଜ ସ୍ତ୍ରୀର ପାଦ ଛୁଇଁଛି । ଏହା ପରେ ସେଠାରେ ଥିବା ପରିବାର ଲୋକେ ଏହି ଦୃଶ୍ୟ ଦେଖି ହସିଥିଲେ ଏମିତି କି ଝିଅ ମଧ୍ୟ ହସି ଥିଲା । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ବୋଧେ ପ୍ରଥମ ଥର ଏଭଳି କିଛି ଦୃଶ୍ୟ ଆମେ ମାନେ ଦେଖିବାକୁ ପାଇଛୁ । ତେବେ ବନ୍ଧୁଗଣ ଏହି ଘଟଣାଟି କେଉଁ ସ୍ଥାନରେ ଘଟିଛି ତାହାର ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ନାହିଁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *