ଆମେରିକାରେ ଅନ୍ୟ ଏକ ଜାଗାରେ ରହିବାକୁ ଯାଇଥିବା ସୋଫିଆ ନିଜର ନୂଆ ଭିଲ୍ଲା ପାଇ କି ବହୁତ ଖୁସୀ ଥିଲେ । କେବଳ ଏତିକି ଦୁଃଖ ଥିଲା ଯେ ତାଙ୍କ ସାଙ୍ଗ ମାନଙ୍କ ଠାରୁ ସେ ଦୂରେଇ ଗଲେ । ସୋଫିଆକୁ ଯେତେବଳେ ନୂଆ ଭିଲ୍ଲା ମିଳିଲା ତାର ଇଚ୍ଛା ହେଲା କି ତାହାର ସାଙ୍ଗ ମାନଙ୍କୁ ଡାକି ଭିଲ୍ଲା ର ଫଟୋ ସୁଟ କରିବାକୁ । ଏଥିପାଇଁ ସେ ତା ମାଆଙ୍କୁ ଭିଲ୍ଲାର ଫଟୋ ନେବାକୁ କହିଲେ । ଶୋଫିଆର ମାଆ ତାଙ୍କ ଝିଅର ଫଟୋ ଉଠେଇବାକୁ ଲାଗିଲେ, ବଗିଚାର ଅଲଗା ଅଲଗା ଜାଗାରୁ ଯେଉଁଠି ସୁନ୍ଦର ଗଛ ସବୁ ଅଛି ।
ଭିଲ୍ଲା କୁ ପ୍ରଥମ ଥର ପାଇଁ ଆସିଥିଲେ ସୋଫିଆ ଙ୍କ ପରିବାର ଲୋକେ
ସୋଫିଆଙ୍କ ବାପା ମା ବହୁତ ଟଙ୍କା ରଖି ଗୋଟେ ସୁନ୍ଦର ଭିଲ୍ଲା କିଣି ଥିଲେ । ଏହି ଭିଲ୍ଲାରେ ଗୋଟେ ସୁଇମିଂ ପୁଲ୍ , ଦୁଇଟା ବାଥରୁମ ଓ ଗୋଟେ ୱାଇନ୍ ସେଲର ଥିଲା। ସେହି ସମୟରେ ସୋଫିଆର ପିତା ମାତାଙ୍କ ଦ୍ଵାରା ଗୋଟେ ଭୂଲ୍ ଯୋଗୁଁ ତାଙ୍କ ଘର ଛାଡ଼ିବାକୁ ପଡ଼ିଥିଲା । ସୋଫିଆ ଘର ବଦଳିବା ମୁଡ ରେ ନଥିଲେ କିନ୍ତୁ ତାଙ୍କ ମାତା ପିତାଙ୍କୁ ମିନିସୋଟା ର ମୌସମ ଭଲ ଲାଗୁନଥିଲା । ଟେକ୍ସାସ ର ପାଣିପାଗ ସୋଫିଆର ମାତା ପିତାଙ୍କୁ ଭଲ ଲାଗୁଥିଲା ତେଣୁ ସେ ଆସି ସେଠାରେ ରହିବାକୁ ଲାଗିଲେ ।
ସୋଫିଆ ନିଜ ନୂଆ ସାଙ୍ଗ ସହିତ ମିଳାମିଶା କରିବାକୁ ଭଲ ଲାଗୁ ନଥିଲା । ତାହାର ସେହି ପୁରୁଣା ସାଙ୍ଗଙ୍କ ସହିତ ଫୋନ୍ ରେ କଥା ହେଉଥିଲା । ତାହାର ମନ ହେଉଥିଲା କି ତାର ପୁରୁଣା ସାଙ୍ଗଙ୍କ ସହିତ ଦେଖା କରିବାକୁ କିନ୍ତୁ ମିନିସୋଟା ରୁ ଟେକ୍ସାସ ପ୍ରାୟ ୨୧୦୦ କିମି । ଏହାପରେ ଭିଲ୍ଲା ର ଯେଉଁ ରହସ୍ୟ ସାମନାକୁ ଆସିଲା ତା’ପରେ ଜଣାପଡ଼ିଲା କି ତା ଅସୁବିଧା ଠାରୁ ଏହି ପ୍ରୋବ୍ଲେମ୍ ବହୁତ୍ ବଡ଼ ।
ସୋଫିଆ ଭିଲ୍ଲାର ଫଟୋ ସାଙ୍ଗମାନଙ୍କୁ ପଠାଇଲା
ସୋଫିଆର ମାତା ପିତା ଜାଣିବାକୁ ପାଇଲେ କି ତାହାର ମନ ଜମା ଭଲ ରହୁନି ତେଣୁ ସେଥିପାଇଁ ସେମାନେ ସୋଫିଆର ସାଙ୍ଗମାନଙ୍କୁ ନିମନ୍ତ୍ରଣ ଦେଇ ଫ୍ଲାଇଟ ରେ ଡକେଇଲେ । ସୋଫିଆ ନିଜ ସାଙ୍ଗମାନଙ୍କୁ ସାମ୍ନାରେ ଦେଖି ଖୁସିରେ ପାଗଳ ହେଇଗଲା । କିନ୍ତୁ ତାହାର ଏହି ଖୁସି ଅଳ୍ପ ସମୟ ପାଇଁଁ ଥିଲା ।
ଭିଲ୍ଲାରେ ଗୋଟିଏ ବଡ ଗାର୍ଡେନ ଥିଲା ଯାହାକି ଗୋଟେ ଏକର ପର୍ଯ୍ୟନ୍ତ ଲମ୍ବିଥିଲା । ସେମାନେ ତାଙ୍କ ପଡୋଶୀଙ୍କ ଠାରୁ ଯାହା ଜାଣିବାକୁ ପାଇଲେ ତାହା ସେମାନଙ୍କର ହୋସ ଉଡ଼ାଇ ଦେଲା । ଗାର୍ଡେନର ଆର ପଟରେ ଏକ ରାସ୍ତା ଯାଇଥିଲା ଓ ସେହି ରାସ୍ତାଟି ଏମିତି ଏକ ଜାଗାରେ ପହଞ୍ଚି ଥିଲା କି ଯାହା ଭୟାନକ ଅଟେ ।
ଜେଲକୁ ଯାଉଥିଲା ଏହି ରାସ୍ତା
ଜଣେ ପଡୋଶୀଙ୍କ କହିବା ଅନୁସାରେ ଏହି ଗାର୍ଡେନର ରାସ୍ତାଟିରେ କେହି ଯିବା ଆସିବା କରୁନାହାନ୍ତି ଓ ଗାର୍ଡେନ ଟି ବଡ଼ବଡ଼ ଗଛରେ ଭର୍ତି ହୋଇଯାଇଛି । ପ୍ରକୃତରେ ସତ ଘଟଣା ଏହା ଥିଲା କି ଗାର୍ଡେନର ରାସ୍ତା ବନ୍ଦ ହୋଇନି ବରଂ ଏହି ରାସ୍ତା ଟି ଏକ ଜେଲ କୁ ଯାଉଛି । ଏହି ଜେଲ ରୁ ଏକ ଦୁର୍ଦାନ୍ତ ଅପରାଧୀ ଜେଲ ରୁ ଫେରାର ହୋଇଯାଇଥିଲା । ପୁଲିସ ତାକୁ ଖୋଜିବାରେ ଲାଗୁଥିଲା କିନ୍ତୁ ତାର କୌଣସି ଖବର ମିଳୁନଥିଲା ।
ପଡୋଶୀ ସୋଫିଆ ର ମାତାପିତାଙ୍କୁ କହିଲା ଯେ ଏକ ଅଜଣା ବ୍ୟକ୍ତି ତାଙ୍କ ଵିଲ୍ଲା ପାଖରେ ବୁଲୁଥିବାର ଦେଖିଥିଲେ ଓ ସେ ପାଚେରୀ ଡେଇଁ ପଶିବାକୁ ଚେଷ୍ଟା କରିଥିଲା କିନ୍ତୁ ସେ ଭୀଲ୍ଲା ଭିତରକୁ ପଶିଚି କି ନାହିଁ ତାହା ଜଣା ପଡିନାହିଁ । ସୋଫିଆର ମାତା ପିତା ତୁରନ୍ତ ପୋଲିସ୍ କୁ ଫୋନ କଲେ ଓ ଭିଲ୍ଲା ଭିତରକୁ ଚାଲିଗଲେ। ସେହି ସମୟରେ ସୋଫିଆ ର ଗୋଟିଏ ସାଙ୍ଗ ଫଟୋ ମେସେଜ କରିଥିଲା, ଯାହାକୁ ଶୋଫିଆ ତାକୁ ସେଣ୍ଡ କରିଥିଲା । ସେହି ଫଟୋକୁ ଦେଖିଲା ପରେ ସମସ୍ତଙ୍କ ହୋସ ଉଡ଼ିଗଲା ।
ସୋଫିଆ ଉଠାଇ ଥିବା ସେହି ଫଟୋରେ ଦୁଇ ଅପରଧୀଙ୍କୁ ଦେଖି ଭୟରେ ଥରିବାକୁ ଲାଗିଲେ । ଏହି ଦୁଇଜଣ ଯେ ଜେଲରୁ ଫେରାର ହୋଇଥିଲେ । ତୁରନ୍ତ ତାର ମାତାପିତା ପଡୋଶୀ ଙ୍କ ସହାୟତାରେ ପୁଲିସ କୁ ଖବର ଦେଇଦେଲେ । ପୁଲିସ ଜାଣିବାକୁ ପାଇଲା କି ଅପରାଧିମାନେ ସେହି ଭିଲ୍ଲା ରେ ଲୁଚିକରି ଅଛନ୍ତି । ସନ୍ଧ୍ୟା ହେବା ପୂର୍ବରୁ ପୁଲିସ ସେହି ଦୁଇ ଅପରାଧୀ ଙ୍କୁ ଧରିବାରେ ସକ୍ଷମ ହେଲେ । ଏହାପରେ ସୋଫିଆର ପରିବାର ଶାନ୍ତିରେ ରହିଲେ । ଯଦି ସୋଫିଆର ମାଆ ସେ ଫଟୋ ନ ଉଠାଇ ଥାନ୍ତେ ଯଦି ସୋଫିଆ ତା ସାଙ୍ଗକୁ ଫଟୋ ସେଣ୍ଡ୍ ନକରି ଥାନ୍ତେ ତାହେଲେ ଏହି ଦୁଇ ଅପରଧୀ କେବେ ବି ପୁଲିସ ହାତରେ ଧରା ପଡ଼ି ନ ଥାନ୍ତେ । ଏହିପରି ଦେଶ ବିଦେଶର ଅଧିକ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।