ଏହି ଝିଅଟି ଯାହା କହୁଛି ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ, ଯଦି ଆପଣ ବି କାହାକୁ ପ୍ରେମ କରୁଛନ୍ତି ତ ଏହି Video କୁ ଥରେ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ଏହି ଦୁନିଆରେ ଥିବା ପ୍ରତ୍ୟକ ମଣିଷ ନିଜ ଜୀବନରେ କେବେ ନା କେବେ ନିଶ୍ଚୟ କାହାକୁ ପ୍ରେମ କରିଥିବେ । ପ୍ରେମ ହେଉଛି ଏକ ଏପରି ସମ୍ପର୍କ ଯାହା ଦୁଇ ମଣିଷଙ୍କୁ ଯୋଡି ରଖିଥାଏ । ଅନେଲ ଲୋକ ପ୍ରେମରେ ପଡି ବରବାଦ ହୋଇଯାନ୍ତି କାରଣ ସେମାନଙ୍କୁ ଧୋ-କା ମିଳିଥାଏ ତ ଅନେକ ଲୋକ ନିଜ ପ୍ରେମକୁ ପାଇ ନିଜ ଜୀବନରେ ବହୁତ ଖୁସିରେ ରୁହନ୍ତି । ବର୍ତ୍ତମାନର ସମୟରେ ସମସ୍ତ ଲୋକ ସୋ-ସି-ଆ-ଲ ମି-ଡି-ଆ-ର ବ୍ୟବହାର ବହୁତ କରୁଛନ୍ତି ।

ପ୍ରେମ ସହ ଜଡିତ ଅନେକ ଭିଡିଓ ଓ ଫଟୋ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଛି ଏବଂ ଲୋକମାନେ ଏହି ସବୁ ଭିଡିଓ ଗୁଡିକୁ ବେସ ଅଧିକ ପସନ୍ଦ ମଧ୍ୟ କରୁଛନ୍ତି । କିନ୍ତୁ ବନ୍ଧୁଗଣ ଗତ କିଛି ସମୟ ହେବ ପ୍ରେମ ସହ ଜଡିତ ଏକ ଏପରି ଭିଡିଓ ଭା-ଇ-ରା-ଲ ହେଉଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ବନ୍ଧୁଗଣ ଯଦି ଆପଣ କାହାକୁ ପ୍ରେମ କରୁଛନ୍ତି ବା ଆଗକୁ ପ୍ରେମ କରିବାକୁ ଚାହୁଁ ଛନ୍ତି ତା ହେଲେ ଆପଣ ମାନଙ୍କୁ ଏହି ଭା-ଇ-ରା-ଲ ଭିଡିଓ ବିଷୟରେ ଜାଣିବା ନିହାତି ଆବଶ୍ୟକ । ନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭା-ଇ-ରା-ଲ ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଭା-ଇ-ରା-ଲ ହେଉଥିବା ଏହି ଭିଡିଓରେ ଜଣେ ମହିଳା ପ୍ରେମ ସହ ଜଡିତ ଏକ ବଡ କଥା କହୁଛନ୍ତି ।

ମହିଳାଙ୍କର କଥା ଶୁଣିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହେବେ ଓ ନିଜ ଜୀବନରେ ବହୁତ କିଛି ଶିଖିବେ । ମହିଳା ଜଣକ ଏହି ଭିଡିଓରେ କହୁଛନ୍ତି-‘ଯେଉଁ ମାନେ ପ୍ରେମରେ ଧୋ-କା ଖାଇବା ପରେ ନିଜ ଜୀବନ ହାରି ଦେଉଛନ୍ତି ସେମାନଙ୍କ ପାଇଁ ମୁ କେବଳ ଗୋଟିଏ କଥା କହିବାକୁ ଚାହୁଁଛି’ ।

ଆଗକୁ ମହିଳା କହିଛନ୍ତି- ‘ତମେ ଯଦି ବଞ୍ଚିଥିବା ବେଳେ ସେ ତମର ହୋଇପାରିଲା ନାହିଁ କି ତମେ ବଞ୍ଚିଥିବା ଅବସ୍ଥାରେ ସେ ତମକୁ ଭଲ ପାଇଲା ନାହିଁ କି ବୁଝି ପାରିଲା ନାହିଁ ତ ତମେ ମ-ରି-ଲା ପରେ କଣ ସେ ତମକୁ ଭଲ ପାଇବ । ଏଇଟା କେବେବି ସମ୍ଭବ ନୁହେଁ ତେଣୁ ଭଲ ପାଇ କାହା ପାଇଁ ବି ନିଜ ଜୀବନ ହାରିବେ ନାହିଁ କାରଣ ତମ ବାପା ମା ତମ ସହିତ ଅଛନ୍ତି । ନିଜ ବାପା ମାଙ୍କ ସହ ଖୁସିରେ ରୁହ’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ମହିଳାଙ୍କ କଥା କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *