ଏମାନେ ହେଲେ Ollywood ର ଲୋକପ୍ରିୟ ହିରୋଇନ ମାନଙ୍କ ସୁନ୍ଦରୀ ଭଉଣୀ, ନମ୍ବର 2 ଙ୍କ ଭଉଣୀ ଲାଗନ୍ତି ତାଙ୍କ ଠାରୁ ବି ଅଧିକ ସୁନ୍ଦର

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ସବୁବେଳେ ନିଜ ଅଭିନୟ ଓ ନିଜ ସୁନ୍ଦରତା ପାଇଁ ଚର୍ଚାରେ ରୁହନ୍ତି ଏହି ଅଭିନେତ୍ରୀ ମାନେ । ହେଲେ ଆପଣ ମାନେ କଣ ଏହି ଅଭିନେତ୍ରୀ ମାନଙ୍କ ସୁନ୍ଦରୀ ଭଉଣୀ ମାନଙ୍କୁ ଦେଖିଛନ୍ତି । ଆଜି ଆମେ ଆପଣ ମାନଙ୍କୁ କିଛି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଅଭିନେତ୍ରୀଙ୍କ ଭଉଣୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ।

ଯାହା ବିଷୟରେ ବହୁତ କମ ଲୋକ ଜାଣି ଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବର୍ଷା ପ୍ରିୟଦର୍ଶନୀ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ଆପଣ ମାନେ ସମସ୍ତେ ବର୍ଷାଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ବର୍ଷ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ତେବେ ବର୍ଷାଙ୍କର ଦୁଇ ବଡ ଭଉଣୀ ଅଛନ୍ତି ଯେଉଁ ମାନଙ୍କୁ ଆପଣ ଏହି ଫଟୋରେ ଦେଖି ପାରୁ ଥିବେ ।

ଅର୍ଚ୍ଚିତା ସାହୁ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ଗତ କିଛି ମାସ ତଳେ ଅର୍ଚ୍ଚିତା ଓଡିଆ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତେବେ ବିବାହ ପରଠାରୁ ଅର୍ଚ୍ଚିତା ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ଅଛନ୍ତି । ତେବେ ବନ୍ଧୁଗଣ ଅର୍ଚ୍ଚିତାଙ୍କ ଏକ ବଡ ଭଉଣୀ ଅଛନ୍ତି ଯାହାଙ୍କର ନାମ ହେଉଛି ଅର୍ପିତା ସାହୁ ।

ରିୟା ଦେ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତ୍ରୀ ରିୟା ଦେ । ରିୟା ନିଜ ସୁନ୍ଦରତା ଓ ନିଜ ଫିଲ୍ମ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ତେବେ ରିୟାଙ୍କ ଭଉଣୀଙ୍କ ନାମ ହେଉଛି ଶିଲ୍ପା ଦେ ଯାହାଙ୍କୁ ଆପଣ ଏହି ଫଟୋରେ ଦେଖି ପାରୁଥିବେ ।

ଶିବାନୀ ସଙ୍ଗୀତା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତ୍ରୀ ଶିବାନୀ ସଙ୍ଗୀତା । ତେବେ ଆପଣ ମାନେ ତ ଶିବାନୀଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ସେ ଓଡିଆ ଇଣ୍ଡଷ୍ଟ୍ରିର କେତେକ ଦିଗଜ ଅଭିନେତାଙ୍କ ସହ କାମ କରି ସୁନାମ ଅର୍ଜନ କରିଛନ୍ତି । ତେବେ ଶିବାନୀଙ୍କର ଜଣେ ସାନ ଭଉଣୀ ଅଛନ୍ତି ଯାହାଙ୍କର ନାମ ହେଉଛି ଶୋହାନି ଶୀତଲ ।

Leave a Reply

Your email address will not be published. Required fields are marked *