କଣ କହିଲା ଝିଅଟି ଦେଖନ୍ତୁ ରାତିରେ, ଭାଇରାଲ ହେଲା Video

ବର୍ତ୍ତମାନର ଏହି ଡିଜିଟାଲ ଦୁନିଆରେ ସମସ୍ତ ଲୋକ ଇଣ୍ଟର୍ନେଟ ଓ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି । ବନ୍ଧୁଗଣ ଆଜିକାଲି ଦୁନିଆରେ ଘଟୁଥିବା ସମସ୍ତ ଘଟଣା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଲୋକମାନେ ଏହି ସବୁ ଘଟଣା ବିଷୟରେ ଯେକୌଣସି ସ୍ଥାନରେ ରହି ଜାଣି ପାରୁଛନ୍ତି ।

ଏହା ସହିତ ଲୋକମାନେ ସୋସିଆଲ ମିଡିଆର ବ୍ୟବହାରରେ ନିଜର ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି । ବର୍ତ୍ତମାନର ସମୟରେ ଅନେକ ଯୁବ ପିଢୀ ଫେମସ ହେବା ପାଇଁ ରିଲ୍ସ ଭିଡିଓ ସୋସିଆଲ ମିଡିଆରେ ସେୟାର କରୁଛନ୍ତି ।ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଜଣେ ସମ୍ବଲପୁର ଝିଅ କହୁଛି-‘ସବୁ ନିଜ ନିଜ ଲାଇକ ବିଷୟରେ କହୁଛନ୍ତି । କିଏ କହୁଛି ଯେତିକି ସୁନ୍ଦରୀ ଝିଅ ଅଛନ୍ତି ସବୁ ସମ୍ବଲପୁର ଝିଅଙ୍କ ତଳେ’ ।

ଆଗକୁ ଝିଅ କହିଛି-‘କିଏ କହୁଛି ଯେତିକି ସୁନ୍ଦରୀ ଝିଅ ଅଛନ୍ତି ବଲାଙ୍ଗୀର ଝିଅଙ୍କ ତଳେ । କିଏ କହୁଛି ଯେତିକି ସୁନ୍ଦରୀ ଝିଅ ଅଛନ୍ତି ସବୁ ଝାରସୁଗୁଡା ତଳେ । ତମେ ସବୁ ତ ତମ ଲାଇକ ବିଷୟରେ କହିଲ ହେଲେ ଏଇଟା ଜାଣିଛ ଆମ ଠାରୁ ସୁନ୍ଦର ପିଲା ମାନେ ବି ଅଛନ୍ତି । ଆମ ଠାରୁ ୧୦ ଗୁଣା ସୁନ୍ଦର ପିଲା ମାନେ ବି ଅଛନ୍ତି । ଖାଲି ସମ୍ବଲପୁରରେ ଝିଅ ମାନେ ସୁନ୍ଦର ନୁହେଁ ପିଲା ମାନେ ବି ସୁନ୍ଦର ଅଛନ୍ତି’ ।

ଆଗକୁ ଝିଅ କହିଛି-‘ମୁ ସବୁ ସମ୍ବଲପୁର ପିଲା ମାନଙ୍କ ଲାଗି କହୁଛି ଯେତିକି ସୁନ୍ଦରିଆ ପିଲା ସବୁ ଆମ ସମ୍ବଲପୁର ତଳେ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଜଣେ ସମ୍ବଲପୁରିଆ ଝିଅ ସମ୍ବଲପୁର ଟୋକା ମାନଙ୍କ ସୁନ୍ଦରତା ଉପରେ ପ୍ରଶଂସା କରିଛି । ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ଭାଇରାଲ ହେଉଛି ଓ ଲୋକମାନେ ଏହି ଭିଡିଓଟିକୁ ବେସ ପସନ୍ଦ ମଧ୍ୟ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *