20 Odia Gk Questions & Answers: ପ୍ଲାଷ୍ଟିକ ମନି କାହାକ କୁହାଯାଏ ? କଣ ଆପଣ ଜାଣିଛନ୍ତି ?

ଆପଣ ନିଜର ଜୀବନରେ ଏମିତି ବହୁତ ପ୍ରଶ୍ନ ଶୁଣିଥିବେ ଯାହାକୁ ଶୁଣିବା ପରେ ସରଳ ଲାଗିଥାଏ କିନ୍ତୁ ତାଙ୍କର ଉତ୍ତର ଦେବା ବହୁତ କଠିନ ହୋଇଯାଏ ଆପଣଙ୍କ ପକ୍ଷରେ । ଆଜି ଆମେ ଆପଣଙ୍କ ପାଇଁ ସେହିଭଳି କିଛି ପ୍ରଶ୍ନ ନେଇ ଆସିଛୁ । ଯାହାକି ଆପଣଙ୍କ ବୁଦ୍ଧିର ପରୀକ୍ଷା କରିବ । ଏହା ସହିତ ଭବିଷ୍ୟତରେ ଆପଣଙ୍କ କାମରେ ବି ଆସିବ । ଆଜି ଆମେ କଥା ହେବା କିଛି ଭିନ୍ନ ପ୍ରକାରର ପ୍ରଶ୍ନ ଉତ୍ତର ବିଷୟରେ ଯାହା ଆଇଏଏସ ଓ ଆଇପିଏସ ଇଣ୍ଟରଭିୟୁରେ ପଚରା ଯାଇଛି । ତେବେ ଚାଳନ୍ତୁ ଜାଣିବା ।

ପ୍ରଶ୍ନ : ଚନ୍ଦ୍ର ପୃଷ୍ଠରେ ପାଣି ଅଛି ବୋଲି କେଉଁ ଦେଶ ପ୍ରଥମେ ଅନୁସନ୍ଧାନ କରିଥିଲା ?

ଉତ୍ତର : ଭାରତ

ପ୍ରଶ୍ନ : ଭାରତର କେଉଁ ନଦୀରୁ ହୀରା ମିଳିଥାଏ ?

ଉତ୍ତର : କ୍ରୀଷ୍ଣା ନଦୀ

ପ୍ରଶ୍ନ : ପୃଥିବୀରେ କେତୋଟି ମହାସାଗର ଅଛି ?

ଉତ୍ତର : ୫ ଟି

ପ୍ରଶ୍ନ : ପୃଥିବୀରେ କେତୋଟି ମହାଦେଶ ଅଛି ?

ଉତ୍ତର : ୭ ଟି

ପ୍ରଶ୍ନ : ହକି ଖେଳରେ ଗୋଟିଏ ଦଳରେ ମୋଟ କେତେ ଜଣ ଖେଳାଳି ଖେଳନ୍ତି ?

ଉତ୍ତର : ୧୧ ଟି

ପ୍ରଶ୍ନ : ନେପାଲର ସବୁଠୁ ଲୋକପ୍ରିୟ ଖେଳ କଣ ?

ଉତ୍ତର : ବେସବଳ

ପ୍ରଶ୍ନ : ଇଂରାଜୀର ସର୍ବାଧିକ ବିରୋଧ କିଏ କରିଥିଲେ ?

ଉତ୍ତର : ମୋଗଲ

ପ୍ରଶ୍ନ : କେଉଁ ଦେଶରେ ୫ ଟି ସୂର୍ଯ୍ୟ ନଜର ଆସିଥାଏ ?

ଉତ୍ତର : ଚୀନ

ପ୍ରଶ୍ନ : ଜନସଂଖ୍ୟା ଦ୍ରୁଷ୍ଟିରେ ଭାରତର ସବୁଠାରୁ ବଡ ସହର କିଏ ?

ଉତ୍ତର : ମୁମ୍ବାଇ

ପ୍ରଶ୍ନ : କ୍ଷେତ୍ରଫଳ ଅନୁସାରେ ବିଶ୍ଵର ସବୁଠୁ ଠାରୁ ବଡ ଦେଶ କିଏ ?

ଉତ୍ତର : ଋଷ

ପ୍ରଶ୍ନ : ପ୍ଲାଷ୍ଟିକ ମନି କାହାକୁ କୁହାଯାଏ ?

ଉତ୍ତର : କ୍ରେଡିଟ କାର୍ଡ

ପ୍ରଶ୍ନ : ଭଗବାନ ଶ୍ରୀ ରାମଚନ୍ଦ୍ର କେତେ ବର୍ଷ ପର୍ଯ୍ୟନ୍ତ ବନବାସ ଯାଇଥିଲେ ?

ଉତ୍ତର : ୧୪ ବର୍ଷ

ପ୍ରଶ୍ନ : ମହାଭାରତ ଯୁଦ୍ଧ କେତେ ଦିନ ପର୍ଯ୍ୟନ୍ତ ଚାଲିଥିଲା ?

ଉତ୍ତର : ୧୮ ଦିନ

ପ୍ରଶ୍ନ : ମହାଭାରତ ଅନୁସାରେ ଦୁର୍ଜ୍ୟୋଧନଙ୍କ ଭଉଣୀ କିଏ ?

ଉତ୍ତର : ଦୁଃସାଲା

ପ୍ରଶ୍ନ : କବାଡି ଖେଳର ଆରମ୍ଭ କେଉଁ ଦେଶରେ ହୋଇଥିଲା ?

ଉତ୍ତର : ଭାରତରେ

ପ୍ରଶ୍ନ : କବାଡି ଖେଳ କେଉଁ ଦେଶର ଜାତୀୟ ଖେଳ ଅଟେ ?

ଉତ୍ତର : ବାଂଲାଦେଶ

ପ୍ରଶ୍ନ : କର୍ଣ୍ଣଙ୍କ ପ୍ରଥମ ପତ୍ନୀନାକ ନାଁ କଣ ଥିଲା ?

ଉତ୍ତର : ବୃଷାଲି

ପ୍ରଶ୍ନ : କର୍ଣ୍ଣଙ୍କ କେତୋଟି ପୁତ୍ର ଥିଲେ ?

ଉତ୍ତର : ୯ ଟି

ପ୍ରଶ୍ନ : ଅଶ୍ଵଥାମାଙ୍କ ମାତାଙ୍କ ନାଁ କଣ ଥିଲା ?

ଉତ୍ତର : କୃପି

ପ୍ରଶ୍ନ : ଅଭିମନ୍ୟୁଙ୍କ ପୁତ୍ରଙ୍କ ନାଁ କଣ ଥିଲା ?

ଉତ୍ତର : ପରୀକ୍ଷିତ

Leave a Reply

Your email address will not be published. Required fields are marked *