ପୋ-ଲି-ସ କୁ ଝିଅଟିର ଅଜବ ଧ-ମ-କ, କହିଲା “କପଡା ଖୋଲିବି ଦେଖିବ କଣ ଅଛି ମୋର”, ଦେଖନ୍ତୁ ଭିଡିଓ

ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଭା-ଇ-ରା-ଲ ହେଉଛି ।

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋସିଆଲ ମିଡିଆ ଦ୍ଵାରା ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଜାଣି ପାରୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ।

ଏହି ଭିଡିଓକୁ ଦେଖି ଲୋକ ମାନେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ବନ୍ଧୁଗଣ ଏହି ଭିଡିଓରେ ଏକ ଝିଅ ନିଜ ଡ୍ରେସ ଖୋ-ଲି-ବା-ର ଧ-ମ-କ ଦେଉଥିବାର ନଜର ଆସୁଛି । ଆଜି ଆମେ ଆପଣ ମାନଙ୍କୁ ଏହି ଆଶ୍ଚର୍ଯ୍ୟ ଜନକ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।


ବନ୍ଧୁଗଣ ସୋସିଆଲ ମିଡିଆରେ ଭା-ଇ-ରା-ଲ ହେଉଥିବା ଏହି ଭିଡିଓଟିରେ ଏକ ମହିଳା ନିଜ ଡ୍ରେସ ଖୋ-ଲି-ବା-ର ଧ-ମ-କ ଦେଉଛନ୍ତି । ଭିଡିଓରେ ମହିଳା ଜଣକ କହୁଛନ୍ତି ଯେ-‘ ସବୁ ପୁରୁଷ ମାନେ ମୋର ଇଜ୍ଜତ ତଳେ ପକେଇ ଦେଇଛ । ଦେଖିବା ମୁ ମୋର ଡ୍ରେସ ଖୋଲିବି ଏବେ ଦେଖିବ କି । କେବଳ ଦୁଇ ମିନିଟ ଲାଗିବ ଡ୍ରେସ ଖୋଲିବା ପାଇଁ । ମାଟି ମାର ସମ୍ମାନ କରୁ ନାହଁ ତମେ ମାନେ । ଦେଖିବା ଖୋଲିବି ଏବେ ମୋ ଡ୍ରେସ । ମୁ ଭିତରେ ବି କିଛି ପିନ୍ଧି ନାହିଁ’ ।

ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ମିଡିଆ ରିପୋର୍ଟସ ଅନୁସାରେ, ମହିଳା ଜଣକ ଗାଡି ଚଲାଉଥିବା ସମୟରେ ଅନ୍ୟ ଏକ ବ୍ୟକ୍ତିଙ୍କ ଗାଡିକୁ ପି-ଟି ଦେଇଥିଲେ । ଏହାପରେ ବ୍ୟକ୍ତି ଜଣକ ମହିଳାଙ୍କ ସହ କଥା ହେବା ପାଇଁ ଚେଷ୍ଟା କରିଥିଲେ । କିଛି ସମୟରେ ପରେ ସେହି ସ୍ଥାନକୁ ପୋ-ଲି-ସ ଆସିଯାଇଥିଲେ । ପୋ-ଲି-ସ ଆସିବା ପରେ ମହିଳା ଜଣକ ବହୁତ କ୍ରୋଧରେ ଆସି ଭିଡିଓରେ ଏହି ସବୁ କଥା କହିଥିଲେ ।

ଭିଡିଓରେ ମହିଳାଙ୍କୁ ସମସ୍ତ ଲୋକ ବୁଝାଇବା ପାଇଁ ଚେଷ୍ଟା କରୁଥିବା ବେଳେ ମହିଳା ଜଣକ ବାରମ୍ବାର ନିଜ ଡ୍ରେସ ଓ-ଲ-ହା-ଇ-ବା ପାଇଁ କହୁଥିଲେ । ସେହି ସମୟରେ ସେ ପୋ-ଲି-ସ-କୁ ନିଜ ପାଇଁ ପ୍ରୋ-ଟେ-କ୍ସ-ନ ମଧ୍ୟ ମାଗିଥିଲେ । ବନ୍ଧୁଗଣ ଏହି ଘଟଣାଟି କେଉଁ ସ୍ଥାନର ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । ହେଲେ ଏହି ମହିଳା ଜଣକଙ୍କର କଥାକୁ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *