20 Interesting Gk Questions: ଝିଅଟି ବର୍ଷକୁ ଥରେ ଓ ପୁରା ବର୍ଷ ବ୍ଯବହାର କରିଥାଏ ଓ ପରେ ଫୋପାଡି ଦିଏ ? କୁହନ୍ତୁ ତାହା କଣ ?

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ସାଧାରଣ ଜ୍ଞାନର କିଛି ବିଶେଷ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଏହି ସବୁ ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର ଆପଣଙ୍କୁ ଉଭୟ ସରକାରୀ ଓ ବେସରକାରୀ ଚାକିରି କ୍ଷେତ୍ରରେ ସହାୟକ ହେବ । ମଣିଷ ନିଜ ଜ୍ଞାନର ବୃଦ୍ଧି କରିବା ପାଇଁ ଆଜୀବନ ପାଠ ପଢିଥାଏ ଦୁନିଆରେ ଏମିତି ବହୁତ କିଛି କଥା ରହିଛି ଯାହା ବିଷୟରେ ମଣିଷ ଜାଣି ନଥାଏ । ହେଲେ ସାଧାରଣ ଜ୍ଞାନ ଆହରଣ କଲେ ଆପଣ ଦୁନିଆ ସହ ଜଡିତ ଅନେକ କଥା ଜାଣି ପାରିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ଗୁଡିକ ବିଷୟରେ ।

୧. ଏମିତି କେଉଁ ଜିନିଷ ରହିଛି ଯାହାକୁ ନିଆଁ ଜଳାଇ ପାରିବ ନାହିଁ, ଶସ୍ତ୍ର କାଟି ପାରିବ ନାହିଁ, ପାଣି ଓଦା କରିପାରିବ ନାହିଁ ଓ ମୃତ୍ୟୁ ମାରି ପାରିବ ନାହିଁ ?

ଉତ୍ତର- ଛାଇ

୨. ତାହା କଣ ଅଟେ ଯିଏ ଭିକାରି ନୁହେଁ ହେଲେ ଟଙ୍କା ମାଗିଥାଏ, ଝିଅ ନୁହେଁ ହେଲେ ପର୍ସ ରଖିଥାଏ, ପୂଜାରୀ ନୁହେଁ ହେଲେ ଘଣ୍ଟି ବଜାଇ ଥାଏ ?

ଉତ୍ତର- ବସ କଣ୍ଡକ୍ଟର

୩. ତାହା କଣ ଅଟେ ଯାହାର ୪ଟି ଗୋଡ ଥାଇ ମଧ୍ୟ ଚାଲି ପାରେ ନାହିଁ ?

ଉତ୍ତର- ଟେବୁଲ

୪. ଏମିତି କେଉଁ ଜିନିଷ ଅଛି ଯାହା ଆଲୁଅରେ ଆପଣଙ୍କ ସହ ରହିଥାଏ ହେଲେ ଅନ୍ଧାରରେ ରୁହେ ନାହିଁ ?

ଉତ୍ତର- ଛାଇ

୫. ତାହା କଣ ଅଟେ ଯାହା ଉପରୁ ତଳକୁ ଆସିଥାଏ ହେଲେ ହଲି ନଥାଏ ?

ଉତ୍ତର- ତାପମାନ

୬. ତାହା କଣ ଅଟେ ଯାହା ନାକ ଧରିକି ଚଢିଥାଏ ଓ ନାକ ଧରି ପଢାଇ ଥାଏ ?

ଉତ୍ତର- ଚଷମା

୭. ପୃଥିବୀରେ ମୋଟ କେତୋଟି ମହାସାଗର ଅଛି ?

ଉତ୍ତର- ପାଞ୍ଚଟି

୮. ମହାକାଶରେ ପହଞ୍ଚି ଥିବା ବିଶ୍ଵର ପ୍ରଥମ ବ୍ୟକ୍ତିର ନାମ କଣ ?

ଉତ୍ତର- ମେଜର ୟୁରୀ ଗାଗାରିନ

୯. କେଉଁ ଜୀବର ୩୨ଟି ମସ୍ତିସ୍କ ରହିଥାଏ ?

ଉତ୍ତର- ଜୋକର

୧୦. କେଉଁ ଦେଶରେ ଗୋଟେ ବି ଟ୍ରାଫିକ ସିଗନାଲ ନାହିଁ ?

ଉତ୍ତର- ଭୁଟାନରେ

୧୧. କେଉଁ ଜୀବର ଜିଭ କଳା ହୋଇଥାଏ ?

ଉତ୍ତର- ଜିରାଫର ଜିଭ କଳା ଥାଏ ।


୧୨. ଭାରତ ଛଡା ଅନ୍ୟ କେଉଁ ଦେଶରେ ୧୫ ଅଗଷ୍ଟକୁ ସ୍ଵତନ୍ତ୍ରତା ଦିବସ ରୂପେ ପାଳନ କରାଯାଇଥାଏ ?

ଉତ୍ତର- ଦକ୍ଷିଣ କୋରିଆରେ

୧୩. କେଉଁ ଦେଶରେ ଗୋଟେ ଭି ନଦୀ ନାହିଁ ?

ଉତ୍ତର- ସାଉଦି ଆରବରେ ଗୋଟେ ବି ନଦୀ ନାହିଁ ।

୧୪. କେଉଁ ଜାଗାରେରେ ସୂର୍ଯ୍ୟ ସବୁଜ ରଙ୍ଗର ଦେଖା ଯାଏ ?

ଉତ୍ତର- ଆଟାର୍ଟିକା ମହାସାଗରରେ ସୂର୍ଯ୍ୟ ସବୁଜ ରଙ୍ଗର ଦେଖାଯାଏ ।

15. ଝିଅ ବର୍ଷକୁ ଗୋଟିଏ ଥର କିଣି ଥାଏ ଓ ପୁରା ବର୍ଷ ବ୍ୟବହାର କରିଥାଏ ଓ ପରେ ଫିଙ୍ଗି ଦେଇଥାଏ ତାହା କଣ ଅଟେ ?

ଉତ୍ତର- କ୍ୟାଲେଣ୍ଡର

Leave a Reply

Your email address will not be published. Required fields are marked *