ଏମାନେ ହେଉଛନ୍ତି ଭରତର ସବୁଠୁ ସୁନ୍ଦର IAS ଓ IPS ଅଫିସର, ନମ୍ବର 4 ଙ୍କ ଆଗରେ ତ ବଲିଉଡ ହିରୋଇନ ବି ଫେଲ

ଭାରତର ଝିଅମାନେ ଆଜି ପୁରା ବିଶ୍ଵରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରୁଛନ୍ତି । ଭାରତର ଝିଅମାନେ ଆଜିକାଲି ବଡ ବଡ କାମ କରି ଦେଖାଉଛନ୍ତି । କୁହାଯାଏ କି ଯେଉଁ ଝିଅମାନେ ସୁନ୍ଦର ଦେଖା ଯାଆନ୍ତି ତାଙ୍କ ଭିତରେ ବୁଦ୍ଧି କମ ଥାଏ । କିନ୍ତୁ ଆମେ ଆପଣଙ୍କୁ ଆଜି ପ୍ରମାଣିତ କରିଦେବୁ କି ଏହି କଥା ମିଛ ଅଟେ । କାରଣ ଦେଶର ସବୁଠୁ ଉଚ୍ଚ ସରକାରୀ ପଦରେ ଆଜି ଦେଶର ସବୁଠୁ ସୁନ୍ଦର ଝିଅମାନେ ବସିଛନ୍ତି ।

ସବୁଠୁ କଠିନ ପରୀକ୍ଷା ପାସ କରି ଏହି ସୁନ୍ଦର ଝିଅମାନେ IAS ଓ IPS ହୋଇଛନ୍ତି । ଦେଶର ସବୁଠୁ ବଡ ଦାୟିତ୍ଵ ନିଜ ଉପରେ ନେଇଛନ୍ତି । ଆଜି ଆମେ ଆପଣଙ୍କୁ ଦେଶର ସୁନ୍ଦର ଓ ସାହାସୀ IAS ଓ IPS ଅଫିସରଙ୍କ ବିଷୟରେ କହିବୁ ।

ମେରିନ ଜୋସେଫ

୨୦୧୨ରେ ପ୍ରଥମ ପ୍ରୟାସରେ ହିଁ UPSC ଦ୍ଵାରା ଆୟୋଜିତ ସିବିଲ ପରୀକ୍ଷା ମାତ୍ର ୨୫ ବର୍ଷରେ ପାସ କରିବା ପରେ ମେରିନ ଜୋସେଫ ପୋଲିସ ସର୍ଭିସରେ ଯୋଗଦାନ କରିଲେ । କହିଦେଉଛୁ କି ମେରିନ ଜୋସେଫ କୌଣସି ସୁନ୍ଦର ଅଭିନେତ୍ରୀଙ୍କ ଠାରୁ କମ ନୁହନ୍ତି । କୁହାଯାଏ କି ସେ ବହୁତ ସ୍ଟ୍ରୀଟ ଅଫିସର ଅଟନ୍ତି ।

ରିଜୁ ବାଫନା

ଛତିଶଗଢରେ ଜନ୍ମ ଗ୍ରହଣ କରିଥିବା ରିଜୁ ବାଫନା ୨୦୧୩ରେ ସିବିଲ ସେବା ପରୀକ୍ଷା ପାସ କରିଥିଲେ । ତାଙ୍କର ସ୍ଵାମୀ ବି ଜଣେ ଆଇଏଏସ ଅଫିସର ଅଟନ୍ତି । ରିଜୁ ବାଫନା ହୁମ୍ୟାନ ରାଇଡ ଅଫିସର ବିରୁଦ୍ଧରେ ଯୌନ ଉତ୍ପୀଡନା କେସ ଦାୟର କରିବା ପରେ ସେ ଚର୍ଚାରେ ଆସିଥିଲେ । ରିଜୁ ବାଫନାଙ୍କ ବିଷୟରେ କୁହାଯାଏ କି ସେ ବହୁତ ସ୍ଟ୍ରୀଟ ଅଫିସର ଅଟନ୍ତି । ଏହା ସହିତ ଆପଣ ଦେଖି ପାରିବେ କି ସେ କେତେ ସୁନ୍ଦର ଅଟନ୍ତି ।

ସ୍ମିତା ସଭାରୱାଲ

ସ୍ମିତା ସଭାରୱାଲ ଜଣେ ଆଇଏଏସ ଅଫିସର ଅଟନ୍ତି । ତାଙ୍କର ଜନ୍ମ ୧୯୭୭ରେ ପଶ୍ଚିମ ବଙ୍ଗାଲର ଡାର୍ଜିଲିଙ୍ଗରେ ହୋଇଥିଲା । ସ୍ମିତା ସଭାରୱାଲ ୨୦୦୧ରେ ଆଇଏଏସ ଅଫିସର ହୋଇଥିଲେ । ସ୍ମିତା ସଭାରୱାଲ ପ୍ରଥମ ମହିଳା ଅଧିକାରୀ ଥିଲେ ଯାହାଙ୍କୁ ସିଏମ ଅଫିସରେ ନିଯୁକ୍ତି ମିଳିଥିଲା ।

ଟିନା ଦାବି

ଟିନା ଦାବି ୨୨ ବର୍ଷ ବୟସରେ ୨୦୧୬ରେ ପ୍ରଥମ ପ୍ରୟାସରେ ହିଁ ୟୁପିଏସସି ପରୀକ୍ଷା ପାସ କରିଛନ୍ତି । ଟିନା ଦାବି ବହୁତ ସୁନ୍ଦର ଅଟନ୍ତି ଓ ସେ ଯେତିକି ହିଁ ସୁନ୍ଦର ନିଜ କାମ ପ୍ରତି ସେତିକି ନିଷ୍ଠାବାନ ।

ବି ଚନ୍ଦ୍ରକଳା

ୟୁପି ର ବୁଲନ୍ଦ ସହର ବି ଚନ୍ଦ୍ରକଳାଙ୍କ ଜନ୍ମ ଆନ୍ଧ୍ରପ୍ରଦେଶରେ ହୋଇଥିଲା । ୨୦୦୮ର ଆଇଏଏସ ଅଫିସର ବି ଚନ୍ଦ୍ରକଳା ସିବିଲି ପରୀକ୍ଷା ୪୯୦ ସ୍ଥାନ ମିଳିଥିଲା । ବି ଚନ୍ଦ୍ରକଳା ସୋସିଆଲ ମିଡିଆରେ ବି ବହୁତ ପପୁଲାର ଅଟନ୍ତି । କେତେ ଥର ତ ସେ ଅପରାଧୀମାନଙ୍କୁ ଅପରାଧ କରୁଥିବା ସମୟରେ ଧରିଛନ୍ତି ।

ସଂଯୁକ୍ତା ପରାଶର

ସଂଯୁକ୍ତା ପରାସର- ଆସାମର ପ୍ରଥମ ଆଇପିଏସ ଅଫିସର ସଞ୍ଜୁକ୍ତା ୨୦୦୬ ବ୍ୟାଚର ଆଇପିଏସ ଅଫିସର ଅଟନ୍ତି । ସେ ଦିଲ୍ଲୀର ଇନ୍ଦ୍ରପ୍ରସ୍ତ କଲେଜରେ ରାଜନୀତି ବିଜ୍ଞାନରେ ଗ୍ରାଜୁଏସନ କରିଥିଲେ । ସଞ୍ଜୁକ୍ତାଙ୍କର ପ୍ରଥମ ପୋଷ୍ଟିଙ୍ଗ ୨୦୦୮ରେ ହୋଇଥିଲା ।

Leave a Reply

Your email address will not be published. Required fields are marked *