ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ସାଧାରଣ ଜ୍ଞାନର କିଛି ବିଶେଷ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଏହି ସବୁ ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର ଆପଣଙ୍କୁ ଉଭୟ ସରକାରୀ ଓ ବେସରକାରୀ ଚାକିରି କ୍ଷେତ୍ରରେ ସହାୟକ ହେବ । ମଣିଷ ନିଜ ଜ୍ଞାନର ବୃଦ୍ଧି କରିବା ପାଇଁ ଆଜୀବନ ପାଠ ପଢିଥାଏ ଦୁନିଆରେ ଏମିତି ବହୁତ କିଛି କଥା ରହିଛି ଯାହା ବିଷୟରେ ମଣିଷ ଜାଣି ନଥାଏ । ହେଲେ ସାଧାରଣ ଜ୍ଞାନ ଆହରଣ କଲେ ଆପଣ ଦୁନିଆ ସହ ଜଡିତ ଅନେକ କଥା ଜାଣି ପାରିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ଗୁଡିକ ବିଷୟରେ ।
୧. ଏମିତି କେଉଁ ଜିନିଷ ରହିଛି ଯାହାକୁ ନିଆଁ ଜଳାଇ ପାରିବ ନାହିଁ, ଶସ୍ତ୍ର କାଟି ପାରିବ ନାହିଁ, ପାଣି ଓଦା କରିପାରିବ ନାହିଁ ଓ ମୃତ୍ୟୁ ମାରି ପାରିବ ନାହିଁ ?
ଉତ୍ତର- ଛାଇ
୨. ତାହା କଣ ଅଟେ ଯିଏ ଭିକାରି ନୁହେଁ ହେଲେ ଟଙ୍କା ମାଗିଥାଏ, ଝିଅ ନୁହେଁ ହେଲେ ପର୍ସ ରଖିଥାଏ, ପୂଜାରୀ ନୁହେଁ ହେଲେ ଘଣ୍ଟି ବଜାଇ ଥାଏ ?
ଉତ୍ତର- ବସ କଣ୍ଡକ୍ଟର
୩. ତାହା କଣ ଅଟେ ଯାହାର ୪ଟି ଗୋଡ ଥାଇ ମଧ୍ୟ ଚାଲି ପାରେ ନାହିଁ ?
ଉତ୍ତର- ଟେବୁଲ
୪. ଏମିତି କେଉଁ ଜିନିଷ ଅଛି ଯାହା ଆଲୁଅରେ ଆପଣଙ୍କ ସହ ରହିଥାଏ ହେଲେ ଅନ୍ଧାରରେ ରୁହେ ନାହିଁ ?
ଉତ୍ତର- ଛାଇ
୫. ତାହା କଣ ଅଟେ ଯାହା ଉପରୁ ତଳକୁ ଆସିଥାଏ ହେଲେ ହଲି ନଥାଏ ?
ଉତ୍ତର- ତାପମାନ
୬. ତାହା କଣ ଅଟେ ଯାହା ନାକ ଧରିକି ଚଢିଥାଏ ଓ ନାକ ଧରି ପଢାଇ ଥାଏ ?
ଉତ୍ତର- ଚଷମା
୭. ପୃଥିବୀରେ ମୋଟ କେତୋଟି ମହାସାଗର ଅଛି ?
ଉତ୍ତର- ପାଞ୍ଚଟି
୮. ମହାକାଶରେ ପହଞ୍ଚି ଥିବା ବିଶ୍ଵର ପ୍ରଥମ ବ୍ୟକ୍ତିର ନାମ କଣ ?
ଉତ୍ତର- ମେଜର ୟୁରୀ ଗାଗାରିନ
୯. କେଉଁ ଜୀବର ୩୨ଟି ମସ୍ତିସ୍କ ରହିଥାଏ ?
ଉତ୍ତର- ଜୋକର
୧୦. କେଉଁ ଦେଶରେ ଗୋଟେ ବି ଟ୍ରାଫିକ ସିଗନାଲ ନାହିଁ ?
ଉତ୍ତର- ଭୁଟାନରେ
୧୧. କେଉଁ ଜୀବର ଜିଭ କଳା ହୋଇଥାଏ ?
ଉତ୍ତର- ଜିରାଫର ଜିଭ କଳା ଥାଏ ।
୧୨. ଭାରତ ଛଡା ଅନ୍ୟ କେଉଁ ଦେଶରେ ୧୫ ଅଗଷ୍ଟକୁ ସ୍ଵତନ୍ତ୍ରତା ଦିବସ ରୂପେ ପାଳନ କରାଯାଇଥାଏ ?
ଉତ୍ତର- ଦକ୍ଷିଣ କୋରିଆରେ
୧୩. କେଉଁ ଦେଶରେ ଗୋଟେ ଭି ନଦୀ ନାହିଁ ?
ଉତ୍ତର- ସାଉଦି ଆରବରେ ଗୋଟେ ବି ନଦୀ ନାହିଁ ।
୧୪. କେଉଁ ଜାଗାରେରେ ସୂର୍ଯ୍ୟ ସବୁଜ ରଙ୍ଗର ଦେଖା ଯାଏ ?
ଉତ୍ତର- ଆଟାର୍ଟିକା ମହାସାଗରରେ ସୂର୍ଯ୍ୟ ସବୁଜ ରଙ୍ଗର ଦେଖାଯାଏ ।
15. ଝିଅ ବର୍ଷକୁ ଗୋଟିଏ ଥର କିଣି ଥାଏ ଓ ପୁରା ବର୍ଷ ବ୍ୟବହାର କରିଥାଏ ଓ ପରେ ଫିଙ୍ଗି ଦେଇଥାଏ ତାହା କଣ ଅଟେ ?
ଉତ୍ତର- କ୍ୟାଲେଣ୍ଡର