Odia Puzzle: କଣ ଆପଣ କହି ପାରିବେ କି ଝିଅଟିର ନାମ କଣ ? 100 ରୁ 99 ଫେଲ…

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କିଛି ସନ୍ଦେହ ଓ ଢଗ ଥିବା ଫନି ବିଷୟବସ୍ତୁ ବିଷୟରେ କହିବାକୁ ଯାଉଛୁ । ୧- ପ୍ରଥମ ଚିତ୍ର ରେ ଦେଖାଯାଇଛି r ଲେଟର ଓ ଆମ୍ବ ର ଚିତ୍ର । ଏହି ୨ଟି ଚିତ୍ରକୁ ଦେଖିଲେ ଜଣେ ପୁଅର ନାମ ହେବ । ତେବେ କୁହନ୍ତୁ ପୁଅର ନାମ କଣ ? ଉତ୍ତର- ରାମ

୨- ଦ୍ଵିତୀୟରେ ମହିଳା ଖରାବେଳେ ସୋଇଲେ ଆଉ ସନ୍ଧ୍ୟାରେ ଉଠିଲେ । ଆଉ ଉଠିକି ଦେଖିଲେ ତାଙ୍କ ହଲ ରେ ଫୁଲଦାନି ଭାଙ୍ଗି ଯାଇଛି । ସେ ତାଙ୍କର ୨ ପୁଅଙ୍କ ଉପରେ ସନ୍ଦେହ କରିଲେ । ଗୋଟେ ପୁଅ ୧୨ ବର୍ଷର ଓ ଅନ୍ୟଟି ୧୪ ବର୍ଷର ଓ ଝିଅ ୧୬ ବର୍ଷର । ମହିଳାଙ୍କ ୧୨ ବର୍ଷର ପୁଅ କହିଲା ମୁଁ ସାଙ୍ଗଙ୍କ ସହ ଖେଳିବାକୁ ଯାଇଥିଲି, ୧୪ ବର୍ଷର ପୁଅ ବନ୍ଧୁଙ୍କ ସହ କ୍ଲବରେ ମସ୍ତି କରୁଥିଲା, ୧୬ ବର୍ଷର ଝିଅ ମୁଁ ମୋ ସାଙ୍ଗ ଘରେ ପଢିବାକୁ ଯାଇଥିଲି ।

ତେବେ ଏହି ୩ ପୁଅ ଝିଅଙ୍କ ମଧ୍ୟରୁ କିଏ ଫୁଲଦାନି ଭାଙ୍ଗିଥିଲା ? ଉତ୍ତର- ୧୬ ବର୍ଷର ପୁଅ କାରଣ ୧୮ ବର୍ଷରୁ କମ ପିଲାଙ୍କୁ କ୍ଲବ ଭିତରକୁ ଯିବା ପାଇଁ ଅନୁମତି ନାହି । ତେଣୁ ୧୬ ବର୍ଷର ପୁଅ ହିଁ ଫୁଲଦାନି ଭାଙ୍ଗିଥିଲା ।

୩- ଜଣେ ବାପା ତାଙ୍କ ଝିଅକୁ ଗିଫ୍ଟ ଦେଲେ । ଆଉ କହିଲେ ଯଦି ଭୋକ ଲାଗିବ ତେବେ ଖାଇ ଦେବ, ଶୋଷ କରିଲେ ପିଇ ଦେବୁ, ଶୀତ ଲାଗିଲେ ଏହାକୁ ଜଳାଇ ଦେବୁ । ତେବେ ଏମିତି କେଉଁ ଜିନିଷ ଅଛନ୍ତି ଯାହାକୁ ଭୋକ ଲାଗିଲେ ଖାଇବ, ଶୋଷ ଲାଗିବ ପିଇ ଦେବ ଶୀତ ଲାଗିଲେ ଜଳାଇ ଦେବ ?

ଉତ୍ତର- ନଡିଆ । 

୪- ସହର ରେ ଜୋର ରେ ଭୂମିକମ୍ପ ଆସିଲା ଆଉ ସହର ର ଲାଇଟ ଚାଲିଗଲା । ସେହି ସମୟରେ ଜଣେ କିଡନାପର ସଂକେତ କୁ ରୁମରେ ବନ୍ଦ କରି ଦେଲା । ସଂକେତ ସେହି ରୁମରେ ବହୁତ ବୁଲିଲା ଆଉ ପରେ ଜାଣିଲା କି ସେହି ରୁମରେ ୩ଟି ରାସ୍ତା ଅଛି ଯାହା ବାଟ ଦେଇ ବାହାରକୁ ଯାଇ ହେବ । ପ୍ରଥମ କବାଟ ପଛରେ ନିଆଁ ରହିଛି ଯେଉଁଠିକି ଗଲେ କେହି ବି ଜଳିଯିବ ।

ଦ୍ଵିତୀୟ କବାଟ ପଛରେ ମେସିନ ଅଛି ଯାହା ମଣିଷକୁ ସହଜରେ କାଟି ପାରିବ । ତୃତୀୟ କବାଟ ପଛରେ ଭୟାନକ ଏସିଡ ରହିଛି ଯେଉଁଠି ମଣିଷ ପୁରା ଜଳିଯିବ । ତେବେ କୁହନ୍ତୁ ସଂକେତ ବାହାରକୁ ଯିବା ପାଇଁ ୩ଟି କବାଟ ମଧ୍ୟରୁ କେଉଁ ବାଟ ଦେଇ ବାହାରି ପାରିବ ?

ଉତ୍ତର- ସଂକେତ ଦ୍ଵିତୀୟ କବାଟ ଦେଇ ଯାଇ ପାରିବ କାରଣ ସହରର ଲାଇଟ ଚାଲି ଯାଇଛି । ସେଥିପାଇଁ ମେସିନ ଚାଲିବ ନାହି । ତେଣୁ ସେ ସହଜରେ ବାହାରକୁ ଯାଇ ପାରିବ ଦ୍ଵିତୀୟ କବାଟ ଦେଇ ।

୫- ପଞ୍ଚମ ଢଗ ରେ ରହିଛି ଦୀପ ଓ ଚାହା ର ଚିତ୍ର । ତେବେ କୁହନ୍ତୁ ଝିଅର ନାମ କଣ ?

ଉତ୍ତର- ଦୀପ୍ତି । 

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ  ।   

Leave a Reply

Your email address will not be published. Required fields are marked *