ଦେଖନ୍ତୁ Video: ଯୁଦ୍ଧ ସମୟରେ ଝିଅର କାନ୍ଦ ଦେଖି, ଏମିତି ନାଚି ହସେଇବାକୁ ଚେଷ୍ଟା କଲେ ୟୁକ୍ରେନ ସୈନ୍ୟ, ଭିଡିଓ ଦେଖିଲେ ଆପଣଙ୍କ ହୃଦୟ ବି କାନ୍ଦିବ !

ବନ୍ଧୁଗଣ ବର୍ତ୍ତମାନ ସାରା ଦୁନିଆରେ କେବଳ ଗୋଟିଏ ଖବର ଚର୍ଚ୍ଚାରେ ରହିଛି । ବନ୍ଧୁଗଣ ବର୍ତ୍ତମାନ ସମସ୍ତ ନ୍ୟୁଜ ଚ୍ୟାନେଲ ଓ ସୋସିଆଲ ମିଡିଆରେ କେବଳ ଗୋଟିଏ ଖବର ଭାଇରାଲ ହେଉଛି ତାହା ହେଉଛି ରୁଷିଆ ଓ ୟୁକ୍ରେନ ଯୁଦ୍ଧ । ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଦୁଇଟି ବଡ ଦେଶ ମଧ୍ୟରେ ଏପରି ଯୁଦ୍ଧ ସମସ୍ତ ସ୍ଥାନରେ ଭୟବାହ ପରିସ୍ଥିତି ସୃଷ୍ଟି କରିଛି ।

ଅନେକ ଗଣମାଧ୍ୟମ ଏହାକୁ ଚତୁର୍ଥ ବିଶ୍ଵ ଯୁଦ୍ଧ ବୋଲି କହୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ଚାଲିଛି । ତେବେ ବନ୍ଧୁଗଣ ବାର୍ତ୍ତାମ ଆତଙ୍କିତ ଅବସ୍ଥାରେ ୟୁକ୍ରେନର ସାଧରଣିକ ନାଗରିକ । କାହା ଉପରେ କେତେବେଳେ ମୃତ୍ୟୁର ମିଜାଇଲ ଖସି ପଡିବ କିଛି ଜଣା ନାହିଁ । ବନ୍ଧୁଗଣ ବର୍ତ୍ତମାନ ୟୁକ୍ରେନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ବନ୍ଧୁଗଣ ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଏହି ଭିଡିଓରେ ଜଣେ ୟୁକ୍ରେନ ସୈନ୍ୟ ମାଇକେଲ ଜାକ୍ସନଙ୍କ ଭଳି ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ।

ଆପଣ ମାନଙ୍କୁ ଏହି ଭିଡିଓଟି ଦେଖିବା ପରେ ଅବଶ୍ୟ ହସ ଲାଗିପାରେ ହେଲେ ବନ୍ଧୁଗଣ ଏହି ଭିଡିଓ ପଛର କାହାଣୀ ବିଷୟରେ ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ସୂଚନା ମୁତାବକ, ଜଣେ ୟୁକ୍ରେନ ସୈନିକ ନିଜ ଭିତରେ ବାପାର ହୃଦୟକୁ ଜାଗୃତ କରିଛି । ନିଜ ଝିଅର ଦୁଃଖ ଦେଖିପାରି ନାହିଁ । ନିଜ ଝିଅର କାନ୍ଦ ଦେଖି ତା ମୁହଁରେ ଟିକେ ହସ ଫୁଟାଇବା ପାଇଁ ଗୋଟେ ସୈନିକ ବାପା ଏଭଳି ଡ୍ୟାନ୍ସ କରୁଛନ୍ତି ।

କେଉଁ ମୂହୁର୍ତ୍ତରେ ଗୁଳିଟି ଆସି ଛାତିରେ ବାଜିଯିବ କେହି ବି ଜାଣି ନାହାନ୍ତି ହେଲେ ବନ୍ଧୁଗଣ ଏହି ସୈନିକ ନିଜ ଝିଅ ପାଇଁ ବର୍ଡର ଉପରେ ରହି ଡ୍ୟାନ୍ସ କରିବାର ଏକ ଭିଡିଓ କରିଛନ୍ତି । ବର୍ଡରରେ ରହିବା ସମୟରେ ଯେତେବେଳେ ସେ ତାଙ୍କ ଘରକୁ ଭିଡିଓ କଲ୍ କରିଥିଲେ ସେତେବେଳେ ସ୍ତ୍ରୀ କାନ୍ଦିବା ସହ ତାଙ୍କ ଝିଅ ବି କାନ୍ଦି ଥିଲା । ଝିଅର କାନ୍ଦକୁ ଦେଖି ନପାରି ଏଭଳି ଏକ ଡ୍ୟାନ୍ସ ଭିଡିଓ କରିଛନ୍ତି ୟୁକ୍ରେନ ସୈନିକ ଜଣକ । ଏବେ ଏହି ଭିଡିଓକୁ ନେଇ ସାରା ବିଶ୍ଵରେ ଚର୍ଚ୍ଚା ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *