ଝିଅଙ୍କୁ ବାଧ୍ୟ କରି ଶୋଉଛନ୍ତି ନକ୍ସଲ…ମାଓ କ୍ୟାମ୍ପରୁ ମିଳିଲା ଆପତ୍ତି ଜନକ ସାମଗ୍ରୀ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନକ୍ସଲ ମାନେ ଝିଅ ମାନଙ୍କ ସହ ଜବରଦସ୍ତି ରଖୁଛନ୍ତି ଶାରୀରିକ ସମ୍ପର୍କ ! ମାଓବାଦୀଙ୍କ କାମ୍ପରୁ ମିଳିଛି ଏପରି ବହୁତ କିଛି ଆପତ୍ତିଜନକ ସାମଗ୍ରୀ ! ଯାହାକୁ ଦେଖି ଏପରି କିଛି ଖୁଲାସା କରିଛନ୍ତି ନବରଙ୍ଗପୁର SP ଏସ ଶୁଶ୍ରୀ ! ତେବେ ସୂଚନା ମୁତାବିକ ଦିନକୁ ଦିନ ମାଓବାଦୀ ମାନଙ୍କ ପାଦୁର୍ଭାବ ରାଜ୍ୟବ୍ୟାପୀ ବଢିବାରେ ଲାଗିଛି । ଯାହା ଯୋଗୁ ପୋଲିସ ତଥା ସାଧାରଣ ଜନତା ମଧ୍ୟ ଏଥିଯୋଗୁ ହନ୍ତସନ୍ତ ହେବାରେ ଲାଗିପଡିଛନ୍ତି ।

ତେବେ ନିକଟରେ SP ଏକ ପ୍ରେସମିଟରେ ମାଓବାଦୀ ମାନଙ୍କୁ ନେଇ ଏପରି କିଛି ଖୁଲାସା କରି କହିଛନ୍ତି । ଯେ ନକ୍ସଲ ମାନେ ନିଜର ଶାରୀରିକ ତୃପ୍ତି ପାଇଁ ଝିଅ ମାନଙ୍କ ସହ ଜୋରଜବରଦସ୍ତି ଭାବେ ଶାରୀରିକ ସମ୍ପର୍କ ରଖୁଛନ୍ତି । ଝିଅ ମାନଙ୍କୁ ବହୁତ ଯୌନ ନିର୍ଯାତନା ମଧ୍ୟ ଦେଉଛନ୍ତି । କାରଣ ଯେଉଁ ସବୁ ସାମଗ୍ରୀ ମାଓ କାମ୍ପରୁ ପୋଲିସଙ୍କୁ ମିଳିଛି । ସେଥିରୁ ସ୍ପଷ୍ଠ ଭାବରେ ସବୁ କିଛି ବାରି ହୋଇଯାଉଛି । ଯେ ନକ୍ସଲ ମାନେ ଝିଅ ମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି ।

ତେବେ ନିକଟରେ ନବରଙ୍ଗପୁରର ଶେଷ ସୀମାରେ ପୋଲିସ ଓ ମାଓବାଦୀ ମାନଙ୍କ ମଧ୍ୟରେ ଗୁଳି ବିନିମୟ କରଯାଇଥିଲା । ତେବେ ଏହି ଅପରେସନ ବହୁ ସମୟ ପର୍ଯ୍ୟନ୍ତ ଜାରୀ ରହିଥିଲା । ତେବେ ଏହାରି ମଧ୍ୟରେ ସୁଯୋଗ ଦେଖି କିଛି ମାଓବାଦୀ ମଧ୍ୟ ସେହି ସ୍ଥାନରୁ ଫେରାର ହୋଇଯାଇଥିଲେ । ସେହି ସମୟରେ ମାଓବାଦୀ କାମ୍ପରୁ ବହୁ କିଛି ତଥ୍ୟ ସଂଗ୍ରହ କରିବା ପାଇଁ ପୋଲିସ ମାନେ କାମ୍ପ ଉପରେ ଚଢାଉ କରିଦେଇଥିଲେ ।

ତାପରେ ସେଠାରୁ ବହୁ କିଛି ଜିନିଷ ମଧ୍ୟ ପୋଲିସଙ୍କ ହାତକୁ ଆସିଥିଲା । ତେବେ ସେଥିମଧ୍ୟରେ ବହୁ ଗୁଡିଏ ଆପତ୍ତି ଜନକ ସାମଗ୍ରୀ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଯାହାକୁ ଦେଖି SPପ୍ରେସମିଟରେ ବୟାନ ଦେଇଥିଲେ । ମାଓବାଦୀ ମାନେ ନିରୀହ ଝିଅ ମାନଙ୍କ ସହିତ ଜୋରଜବରଦସ୍ତି ଶାରୀରିକ ସମ୍ପର୍କ ରଖୁଛନ୍ତି ।

ତେବେ ଏହିପରି ଭାବରେ ମାଓବାଦୀ ମାନଙ୍କ ଉପରେ ସବୁବେଳେ ପୋଲିସଙ୍କ କଡାକଡି ଭାବେ ନଜର ରହୁଛି । ଯାହା ଦ୍ଵାରା ମାଓବାଦୀ ମାନେ ଯୋଜନାବଦ୍ଧ ଭାବରେ କରୁଥିବା ସବୁ କାର୍ଯ୍ୟର ଟିକିଣିକି ପତ୍ତା ପୋଲିସ ନିକଟରେ ଯେପରି ପହଞ୍ଚିପାରିବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *