Jyotish Shastra- ଝିଅମାନଙ୍କୁ ବହୁତ ପସନ୍ଦ ହୋଇଥାନ୍ତି ଏହି 2 ଟି ନାମର ପୁରୁଷ, ଏହା ଆପଣଙ୍କ ନାମ ନୁହେଁ ତ ?

ଆଜିକାଲି ର ଦୁନିଆ ରେ କାହାକୁ ଚିହ୍ନିବା ବହୁତ କଷ୍ଟକର। ଖାସ କରି ନାରୀ ମାନଙ୍କୁ ଚିହ୍ନିବା ବହୁତ କଷ୍ଟକର ହୋଇଥାଏ । ସେମାନଙ୍କ ମନରେ କେତେବେଳେ କଣ ଚାଲିଥାଏ ଜାଣିବା କଷ୍ଟକର। ପୁରାତନ କାଳରୁ କଥା ଅଛି କି ନାରୀମାନଙ୍କୁ ବୁଝିବା ବହୁତ୍ କଷ୍ଟକର । ସେମାନେ କେତେବେଳେ କଣ ଭାବିବେ ତାର ଅନ୍ଦାଜ ଲଗାଇବା କଷ୍ଟ । ମାନବ ଜୀବନ ରେ ନାମ ର ମହତ୍ତ୍ଵ ଖୁବ୍ ରହିଛି । ଏହି ନାମ କୁ ଶୁଣିବା ମାତ୍ରେ ଝିଅ ଟି ତା ଆଡ଼କୁ ଆକର୍ଷିତ ହୋଇଥାଏ । ଝିଅ ଟି ମଧ୍ୟ ପସନ୍ଦ କରିବାକୁ ଲାଗେ ।

ଆମ ଚତୁପାର୍ଶ୍ଵରେ ଏହିପରି କିଛି ନାମ ଶୁଣିବା ମାତ୍ରେ ଆମ ମାନଙ୍କ ମନ ପ୍ରଫୁଲିତ ହୋଇଉଠେ। ଆମ ସମସ୍ତଙ୍କର ମନ ବୋଲି କିଛି ରହିଛି ଏହାର ଯତ୍ନ ନେବା ପାଇଁ ମଧ୍ୟ ଭଗବାନ କାହାକୁ ନା କାହାକୁ ଗଢିଥାଏ । ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତି ର ନାମ ଦ୍ଵାରା ଆମେ ସେହି ବ୍ୟକ୍ତି ବିଷୟ ରେ ମଧ୍ୟ ଜାଣିପାରିବା । ଆଜି ଆମେ କହିବୁ ଏମିତି 2 ଟି ନାମର ପୁରୁଷଙ୍କ ବିଷୟରେ ଯେଉଁ ମାନଙ୍କୁ ଝିଅମାନେ ବହୁତ ପସନ୍ଦ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ।

A ଅକ୍ଷର ନାମର ପୁରୁଷ-

ଏହି ନାମର ପୁରୁଷ ମାନଙ୍କ ମନ ଭିତରୁ ବହୁତ୍ ସ୍ୱଚ୍ଛ ଓ କୋମଳ ହୋଇଥାଏ । ସେମାନେ ଅବଶ୍ୟ ଦେଖିବାକୁ ଏତେ ସୁନ୍ଦର ହୋଇନଥାନ୍ତି ହେଲେ ମନରୁ ଅତ୍ୟନ୍ତ ସ୍ୱଚ୍ଛ ହୋଇଥାନ୍ତି । କଥାରେ ଅଛି ମଣିଷ ଟି ଯେତେ ସୁନ୍ଦର ହଉନା କାହିଁକି ଯଦି ସେ ମନ ରୁ ସଫା ହୋଇନଥିବ ସେହି ମଣିଷ ର ମୂଲ୍ୟ କିଛି ନାହିଁ । ସର୍ବଦା ମଣିଷ ଟି ମନ ରୁ ସୁନ୍ଦର ହୋଇଥିବା ଦରକାର ।

ଏମାନେ ଖୁବ୍ କମ୍ ରାଗିଥାନ୍ତି ଓ ଯେତେବେଳେ ରାଗନ୍ତି ସେ ଆଗ ପଛ କିଛି ଭାବନ୍ତି ନାହିଁ । ଏମାନେ ସମସ୍ତଙ୍କ ମନର ଭାବନା କୁ ବୁଝି ପାରନ୍ତି । ସେ ତାଙ୍କ ପ୍ରେମୀକାଙ୍କୁ ସର୍ବଦା ଖୁସି ରେ ରଖିବାକୁ ଚେଷ୍ଟା କରନ୍ତି । ସେ ତାଙ୍କ ପ୍ରେମୀକାଙ୍କୁ ଖୁସି କରିବା ପାଇଁ କିଛି ବି କରିପାରନ୍ତି । ଏଥିପାଇଁ ଏମାନଙ୍କୁ ଝିଅ ମାନେ ବହୁତ୍ ପସନ୍ଦ କରନ୍ତି।

K ନାମର ପୁରୁଷ –

ଏହି ନାମର ପୁରୁଷ ମାନେ ବହୁତ୍ ସୁନ୍ଦର ହୋଇଥାନ୍ତି । ଏମାନେ ଝିଅ ମାନଙ୍କର ମନର ଭାବନାକୁ ବହୁତ୍ ଭଲ ଭାବରେ ବୁଝିପାରନ୍ତି । ଏମାନେ ଶାନ୍ତି କୁ ପସନ୍ଦ କରନ୍ତି ଓ ସେ ନିଜ ପାଟନର୍ ଙ୍କ ସହ ଶାନ୍ତି ପୂର୍ଣ୍ଣ ଭାବେ କଥାବାର୍ତ୍ତା କରନ୍ତି । ଏମାନେ ସେମାନଙ୍କ ପାର୍ଟନରଙ୍କର ବହୁତ୍ ଭଲ ଭାବେ ଧ୍ୟାନ ରଖନ୍ତି ।

ଏମାନେ ମନରୁ ବହୁତ୍ ଭଲ ହୋଇଥାନ୍ତି । ଏମାନେ କିଛି ପରିସ୍ଥିତି ଆସୁ ନା କାହିଁକି ନିଜ ଜୀବନ ସାଥିଙ୍କ ହାତ ଛାଡନ୍ତି ନାହିଁ । ଏମାନଙ୍କ ବ୍ୟବାହାର ଏତେ ସୁନ୍ଦର ହୋଇଥାଏ କି ଏମାନଙ୍କ ପ୍ରତି ଝିଅମାନେ ଆପେ ଆପେ ଆଟ୍ରାକ୍ଟ ହୋଇଯାନ୍ତି । ଏମାନେ ଯାହାକୁ ବି ଭଲ ପାଆନ୍ତି ସାରା ଜୀବନ ତା ସହିତ ରୁହନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *