ସୁଟିଂ ସେଟରୁ ହିଁ ଭଲ ପାଇ ବିବାହ କରିଥିବା ଓଡିଆ ସେଲିବ୍ରିଟି ଯୋଡି, ନମ୍ବର 5 ସବୁଠୁ ଅଧିକ ପପୁଲାର ଯୋଡି

ବନ୍ଧୁଗଣ ଆପଣ ମାନେ ପ୍ରତ୍ଯେକ ଦିନ ଓଡିଆ ଫିଲ୍ମ ବା ସିରିଏଲ ତ ନିଶ୍ଚିତ ଦେଖୁଥିବେ ଏଥିରେ ଅଭିନୟ କରୁଥିବା ଷ୍ଟାର ମାନଙ୍କୁ ତ ଆପଣ ମାନେ ପସନ୍ଦ କରୁଥିବେ । ଏହି ଇଣ୍ଡଷ୍ଟ୍ରି ରେ ଏମିତି ମଧ୍ୟ କିଛି କଳାକାର ଅଛନ୍ତି ଯେଉଁମାନେ ଶୁଟିଙ୍ଗ ସେଟ ରେ ଅଭିନୟ କରୁ କରୁ ପରସ୍ପରକୁ ପ୍ରେମ କରିଥିଲେ ଓ ଶେଷରେ ଏହି ପ୍ରେମକୁ ବିବାହରେ ବଦଳାଇ ଦେଇଥିଲେ । ଆଜି ଆମେ ଏହି ଲେଖା ମାଧ୍ୟମରେ ଆପଣଙ୍କୁ ସେହି କଳାକାର ମାନଙ୍କ ବିଷୟରେ କହିବୁ ଯେଉଁମାନେ ଶୁଟିଙ୍ଗ ସେଟ ରୁ ପ୍ରେମ କରି ବିବାହ କରିଛନ୍ତି । ତେବେ ଚାଲନ୍ତୁ ଜାଣିବା ସେହି କଳାକାର ମାନନକ ବିଷୟରେ ।

୧. ଅନୁଭବ ଓ ବର୍ଷା – ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଓଲିଉଡ ର ବହୁତ ଚର୍ଚ୍ଚିତ ଯୋଡି ହେଉଛନ୍ତି ଅନୁଭବ ଓ ବର୍ଷା । ଏମାନଙ୍କ ଯୋଡିକୁ ଦେଖିବାକୁ ଲୋକମାନେ ପାଗଳ । ଏମାନେ ଅନେକ ଫିଲ୍ମରେ ଏକା ସହିତ ନଜର ଆସିଛନ୍ତି ।

ଏହି ଦୁଇ ଜଣ ଏକା ସହିତ କାମ କରୁ କରୁ ଦୁହେଁ ଦୁହିଙ୍କୁ ଭଲ ପାଇଥିଲେ ଓ ଶେଷରେ ବିବାହ କରି ନେଇଥିଲେ । କିନ୍ତୁ ଦୁଃଖର କଥା ଏହି ଯୋଡି ବର୍ତ୍ତମାନ ଅଲଗା ହେବାକୁ ଯାଉଛନ୍ତି ।

୨. ତୁଷାର ଓ ମାହି

ଆପଣ ମାନେ ତୁଷାର ଓ ମାହିଙ୍କୁ ତ ଭଲ ଭାବେ ଜାଣିଥିବେ । ଏହି ଦୁଇ ଜଣ ଏକା ସହିତ ସିରିଏଲ କରୁ କରୁ ଦୁହେଁ ଦୁହିଙ୍କୁ ଭଲ ପାଇ ପ୍ରେମ ବିବାହ କରିଥିଲେ ଓ ଏବେ ମଧ୍ୟ ଏମାନେ ପରସ୍ପର ସହିତ ବହୁତ ଖୁସିରେ ଅଛନ୍ତି । ଏମାନେ ପରସ୍ପରକୁ ବହୁତ ଭଲ ପାଆନ୍ତି ।

୩. ସୁବାଶିଷ ଓ ଅନିଶା

ଆପଣ ମାନେ ତ ସିରିଏଲ ଓ ଫିଲ୍ମ ରେ ତୁଷାର ଓ ଅନିଶା ଙ୍କ ଯୋଡିକୁ ନିଶ୍ଚୟ ଦେଖିଥିବେ । ଏମାନେ ମଧ୍ୟ ଏକା ସହିତ କାମ କରୁ କରୁ କେତେବେଳେ ଏମାନଙ୍କୁ ପ୍ରେମ ହୋଇଥିଲା ଏମାନେ ଜାଣି ପାରିଲେ ନାହିଁ ଓ ଏହା ପରେ ଦୁହେଁ ଦୁହିଙ୍କୁ ବିବାହ କରିନେଲେ ଓ ବର୍ତ୍ତମାନ ଏମାନେ ଏକ ସୁଖମୟ ବୈବାହିକ ଜୀବନ ବିତାଉଛନ୍ତି ।

୪. ରାଜୁ ଓ ଭୈରବୀ

ଆପଣ ମାନେ ଜୀବନ ସାଥି ସିରିଏଲ ରେ ରାଜୁ ଓ ଭୈରବୀ ଖୁଡିଙ୍କୁ ନିଶ୍ଚିତ ଦେଖିଥିବେ । ଏମାନେ ଏହି ସିରିଏଲ ରେ କାମ କରିବା ସମୟରେ ଦୁହେଁ ଦୁହିଙ୍କୁ ଭଲ ପାଇଥିଲେ ଓ ଏହା ପରେ ଏମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବର୍ତ୍ତମାନ ଏମାନେ ଦୁହେଁ ଦୁହିଙ୍କ ସହିତ ବହୁତ ଖୁସିରେ ଅଛନ୍ତି ।

୫. ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତି

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତି ଙ୍କ ଯୋଡି ଖୁବ ଫେମସ । ଦର୍ଶକମାନେ ମଧ୍ୟ ଏହି ଯୋଡିକୁ ଦେଖିବା ପାଇଁ ବହୁତ ପସନ୍ଦ କରନ୍ତି । ଏମାନେ ଏକା ସହିତ ବହୁତ ଗୁଡିଏ ଫିଲ୍ମ ରେ ଏକା ସହିତ କାମ କରିଥିଲେ ଯାହା ପରେ ଏମାନଙ୍କୁ ପ୍ରେମ ହୋଇଥିଲା ଓ ଏମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

୬. ଅମର ଓ ଜେସୀ

ଆପଣ ମାନେ ଜୀବନସାଥି ସିରିଏଲ ରେ ଅମର ଓ ଜେସୀ ଙ୍କୁ ତ ନିଶ୍ଚିତ ଭାବରେ ଦେଖିଥିବେ । ଏହି ଦୁଇ ଜଣ ବହୁତ ଭଲ କଳାକାର ଅଟନ୍ତି । ଏମାନଙ୍କ ଅଭିନୟ କୁ ଦେଖିବାକୁ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି । ସିରିଏଲ କରିବା ସମୟରେ ଏମାନେ ଶୁଟିଙ୍ଗ ସେଟ ରେ ଦୁହେଁ ଦୁହିଙ୍କୁ ଭଲ ପାଇଥିଲେ ଓ ପରେ ଏହି ଦୁଇ ଜଣ ବିବାହ କରି ନେଇଥିଲେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *