ଝିଅ ଶୋଇଥିବା ସମୟରେ ମୁଣ୍ଡ ଉପରେ ଫଣା ଟେକି ଗର୍ଜ୍ଜନ କଲା ଏକ ଭୟଙ୍କର ନାଗ (Cobra) ଦେଖନ୍ତୁ କେମିତି ଘର ଚଟାଣକୁ ଭାଙ୍ଗି କରାଗଲା Rescue, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ନାଗ ସାପକୁ ନିଶ୍ଚୟ ଦେଖିଥିବେ । ଆମ ପୃଥିବୀରେ ସାପର ଅନେକ ପ୍ରଜାତି ଅଛି ହେଲେ ଆମ ହିନ୍ଦୁ ଧର୍ମ ଅନୁସାରେ ନାଗ ସାପର ବହୁତ ପୌରାଣିକ ଓ ଧାର୍ମିକ ମାନ୍ୟତା ରହିଛି । ପୌରାଣିକ ମାନ୍ୟତା ଅନୁସାରେ ନାଗ ସାପକୁ ସବୁବେଳେ ଭଗବାନ ଶିବ ନିଜ ବେକରେ ଧାରଣ କରିଥାନ୍ତି । ବନ୍ଧୁଗଣ ଏହି ସାପଟି ବହୁତ କମ ସ୍ଥାନରେ ଦେଖା ଦେଇଥାଏ । ବନ୍ଧୁଗଣ ନାଗ ସାପ ମାନଙ୍କ ସହ ଜଡିତ ଅନେକ ଭିଡିଓ ଆପଣ ମାନେ ଦେଖିଥିବେ ।

ନାଗ ସାପ ଯେତିକି ପୂଜନୀୟ ସେତିକି ମାରାତ୍ମକ ମଧ୍ୟ ଯଦି ନାଗ ସାପ କୌଣସି ବ୍ୟକ୍ତିକୁ ଚୋଟ ମାରିବ ତା ହେଲେ ମାତ୍ର କିଛି ସମୟ ମଧ୍ୟରେ ସେହି ବ୍ୟକ୍ତିର ମୃତ୍ୟୁ ହେବ । ତେବେ ବନ୍ଧୁଗଣ ନାଗ ସାପର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ । ବନ୍ଧୁଗଣ ଏକ ନାଗ ସାପ ଏକ ଘର ତଳେ ଲୁଚି ରହିଥିଲା । ଅନେକ ଦିନ ଧରି ନାଗଟି ଘର ଭିତରେ ଲୁଚି ରହିଥିଲା ଓ ଗତ କଲି ଘରର ଝିଅ ଶୋଇଥିବା ବେଳେ ନାଗଟି ଝିଅର ମୁଣ୍ଡ ଉପରେ ଫଣା ବାହାର କରି ବାହାରି ଥିଲା । ଏହି ଦୃଶ୍ୟ ଦେଖିବା ପରେ ପରିବାର ଲୋକ କାଲି ଠାରୁ ଘରେ ଶୋଇ ନଥିଲେ ।

ଆଜି ପରିବାର ଲୋକ ଜଣେ ସାପ ଧରାଳିଙ୍କୁ ଡକାଇ ଥିଲେ । ଏହା ପରେ ସାପ ଧରାଳି ଜଣକ ଆସି ଘର ତଳ ପକ୍କାକୁ ଭାଙ୍ଗି ଥିଲେ ଓ ସାପଟିକୁ ବାହାର କରିଥିଲେ । ବନ୍ଧୁଗଣ ସାପଟି ଉଧାର ସମୟରେ ଅନେକ ଥର ଚୋଟ ମାରିବା ପାଇଁ ଚେଷ୍ଟା କରିଥିଲେ ହେଲେ ଅତି ସାବଧାନତାର ସହ ସାପ ଧରାଳି ଜଣକ ନାଗ ସାପଟିକୁ ଉଧାର କରିଥିଲେ ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ନାଗ ସାପର ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ସାପ ଉଧାର ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *