ଝିଅ ସ୍କୁଲ ଯାଉଛି କହି କରୁଛି ଏମିତି ଖେଳ, ଶେଷ ଯାଏ ଦେଖନ୍ତୁ ସବୁ ବୁଝିଯିବେ, ଦେଖନ୍ତୁ Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ଏହା ସହିତ ଲୋକମାନେ ନିଜ ମନୋରଞ୍ଜନ ପାଇଁ ମଧ୍ୟ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି ।

ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ଭାଇରାଲ ହେଉଛି ଯାହା ଆପଣଙ୍କ ମନୋରଞ୍ଜନ କରିଦେବ । ଅନେକ ଲୋକ ନିଜ ଟ୍ୟାଲେନ୍ଟ ସୋସିଆଲ ମିଡିଆରେ ପଦର୍ଶନ କରି ଅତି ସହଜରେ ଫେମସ ହୋଇ ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓଟି ଦେଖିଲେ ବହୁତ ଖୁସି ହୋଇଯିବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ତେବେ ବନ୍ଧୁଗଣ ବର୍ତ୍ତମାନର ସମୟରେ ଛୋଟ ଛୋଟ ଝିଅ ଆଉ ପୁଅ ମାନେ ମୋବାଇଲର ଭରପୁର ବ୍ୟବହାର କରୁଛନ୍ତି ।

ପାଠ ପଢାରେ ମନ କଣ ଆଉ ରିଲ୍ସ ବନେଇବାରେ ଲାଗିଛନ୍ତି । ଭାଇରାଲ ହେଉଥିବା ଭିଡିଓରେ ତିନୋଟି ସ୍କୁଲ ଝିଅ ଏକ ଲଭ ସଙ୍ଗରେ ରିଲ୍ସ ବନେଇ ଛନ୍ତି । ତିନି ଜଣ ସ୍କୁଲ ଛାତ୍ରୀଙ୍କ ଅଭିନୟ ଦେଖିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ । ଏତେ କମ ବର୍ଷ ବୟସରେ ଏମାନେ ପ୍ରେମ କଣ ଜାଣି ଥିବେ ସେଥିପାଇଁ ଏତେ ସୁନ୍ଦର ଭାବରେ ଏକ ପ୍ରେମ ଗୀତରେ ଏମାନେ ଅଭିନୟ କରିଛନ୍ତି ।

ବାପା ମା ସ୍କୁଲ ପଠାଉ ଛନ୍ତି ଆଉ ଟଙ୍କା ଖର୍ଚ୍ଚ କରୁଛନ୍ତି ପିଲା ମାନଙ୍କ ଭବିଷ୍ୟତ ପାଇଁ ହେଲେ ପିଲା ମାନେ ଏହି ସବୁ ଯାତ୍ରା ଚଳେଇ ଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଏବେ ଭାଇଆରାଲ ହେବାରେ ଲାଗିଛି । ଆଉ ଅନେକ ଲୋକ ଏହି ଭିଡିଓକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *