ସ୍ତ୍ରୀ ଓ ଶାଳୀ ହତ୍ୟା ମାମଲାରେ ନୂଆମୋଡ, ବଡ ଖୁଲାସା କଲା ବିଜୟ, ଆଉ ଯାହା କହିଲା ଶୁଣିଲେ ଆପଣ କାବା ହେବେ…

ବନ୍ଧୁଗଣ ମାହାଙ୍ଗା ହତୟଆକାଣ୍ଡ ପରେ ଏବେ ଭୁବନେଶ୍ବରରେ ସ୍ତ୍ରୀ ଓ ଶାଳି ହତୟଆ ମାମଲାଟି ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏବେ ଏହି ମାମଲାଟି ଆଉ ଏକ ନୂଆ ମୋଡ ନେଇଛି । ଏହି ମାମଲାଟି ସ୍ଵାମୀ ନିଜ ମୁହଁ ଖୋଲି ଛନ୍ତି । ଭୁବନେଶ୍ବର ଚନ୍ଦ୍ର ଶେଖର ପୁର ହାଉସିଙ୍ଗ କଲୋନୀରେ ଘଟିଥିବା ଛାତି ଥରା ଡବଲ ମର୍ଡର ମାମଲାରେ ଅଭିଯୁକ୍ତ ବିଜୟ କୁମାର ଶେଠୀକୁ ଗତ କାଲି ଚନ୍ଦ୍ର ଶେଖର ପୁର ପୋଲିସ କୋର୍ଟ ଚାଲାଣ କରିଛି ।


ଜାମିନ ନା ମଞ୍ଜୁର ହେବାରୁ ତାକୁ ଝାରପଡା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ନିଜେ ହିଁ କଟୁରି ଓ ଟାଙ୍ଗିଆରେ ହାଣି ସ୍ତ୍ରୀ ଗାୟତ୍ରୀ ଏବଂ ଶାଳି ସରସ୍ଵତୀକୁ ହତୟଆ କରିଥିବା ନେଇ ବିଜୟ ସ୍ଵୀକାର କରିଥିଲା । ବିଜୟ ଏହି ହତୟଆକାଣ୍ଡ ବାବଦରେ ଅନେକ କିଛି ସୂଚନା ଦେଇଛି । ହତୟଆକାଣ୍ଡ ପଛରେ ବହୁତ କିଛି କାରଣ ରହିଥିଲା । ଆଉ ତା ଭିତରେ ଆଉ ଏକ କାରଣ ରହିଛି ପୁରୁଷ ପଣିଆକୁ ଧିକାର ।

ବିବାହର ବହୁତ ବର୍ଷ ପରେ ବି ବିଜୟ ଓ ଗାୟତ୍ରୀ ନିଶାନ୍ତ ଥିଲେ । ଆଉ ଏଥିପାଇଁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡା ହେଉଥିଲା । ବିଜୟ ଏନେଇ ବୟାନ ଦେଇଛନ୍ତି । ବିଜୟଙ୍କ କହିବା ଅନୁଯାଇ, ଏହି ସମସ୍ୟାକୁ ନେଇ ଶଶୁର ଘର ପକ୍ଷରୁ ତାଙ୍କୁ ହିଁ ଦାୟୀ କରାଯାଉଥିଲା । ତାଙ୍କ ସ୍ତ୍ରୀ, ଶାଳି ଓ ଶଶୁର ଘର ତାଙ୍କ ପୁରୁଷ ପଣିଆକୁ ଧିକାର କରିଥିଲେ । ବହୁତ ସମୟରେ ବିଜୟଙ୍କୁ ତାଙ୍କର ଲାଞ୍ଛନାର ଶିକାର ହେବାକୁ ପଡୁ ଥିଲା ।

ବନ୍ଧୁଗଣ ଗୋଟେ ସନ୍ତାନ ପାଇବା ପାଇଁ ବିଜୟ ଅନେକ ଥର ମନ୍ଦିର ଓ ଡାକ୍ତର ଖାନା ଯାଉଥିଲା । ଅନେକ ପ୍ରକାରର ଉପଚାର କରି ମଧ୍ୟ ସନ୍ତାନ ପାଇ ନଥିଲା । ସନ୍ତାନ ନ ହେବାରୁ ଦୀର୍ଘ ବହୁତ ଦିନ ହେବ ବିଜୟ ମାନସିକ ଦୁଶ୍ଚିନ୍ତାରେ ରହୁଥିଲା । ଶଶୁର ଘର ଲୋକେ ବିଜୟକୁ ଏକ ନାପୁଂସକ ବୋକି ମଧ୍ୟ କହୁଥିଲେ । ଏସବୁ କୁ ବିଜୟ ସହ୍ୟ କରିପାରୁ ନଥିଲା ।

ଅନେକ ଦିନ ଧରି ଚିନ୍ତାରେ ରହିବା ପରେ ବିଜୟ ନିଜ ସ୍ତ୍ରୀ ଓ ଶାଳିର ହତୟଆ କରିଲା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *