କି ଯୁଗ ହେଲା ଇଏ ? ଝିଅ ସହ ବାପା ଯାହା କଲା ଶୁଣିଲେ ଆପଣଙ୍କର ହୋସ ଉଡିଯିବ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋ ପେଟରେ ଅଛି  ମୋ ବାପାର ଛୁଆ । ହଁ ବନ୍ଧୁଗଣ ଏପରି କିଛି ଖବର ବର୍ତ୍ତମାନ ସମୟରେ ଶୁଣିବାକୁ ମିଳିଛି । ତେବେ ଏପରି ଏକ ଘଟଣା ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଅଞ୍ଚଳରେ ଦେଖିବାକୁ ମିଳିଛି । ତେବେ ଏକ ବିଧବା ମହିଳାଙ୍କ ସହିତ ସନ୍ତୋଷ ନାମକ ୪୫ ବର୍ଷର ପୁରୁଷ ୩ ବର୍ଷ ଧରି ସମ୍ପର୍କ ରଖିଥିଲେ । ତେବେ ସନ୍ତୋଷ ବିବାହିତ ଥିବା ବେଳେ ବହୁ ବର୍ଷ ତଳେ ତା’ ର ସ୍ତ୍ରୀ ଓ ପିଲା ତାକୁ ଛାଡି ପଳାଇଯାଇଛନ୍ତି ।

ତେବେ ବିଧବା ମହିଳାଙ୍କର ୩ ଟି ଝିଅ ଓ ଗୋଟିଏ ପୁଅଟି ଅଛି । ତାଙ୍କର ସ୍ଵାମୀ ନଥିବାରୁ ପୁରୁଷ ଜଣଙ୍କ ତାଙ୍କୁ ସ୍ଵାମୀର ପରିଚୟ ଦେଇଥିଲେ ଓ ତାଙ୍କ ପୁଅ ଓ ଝିଅଙ୍କୁ ବାପାର ସ୍ନେହ ଦେଇଥିଲେ । ତେବେ ବିଧବା ମହିଳାଙ୍କ ସହିତ ପୁରୁଷ ଜଣଙ୍କ କିଛି ଦିନ ସମ୍ପର୍କ ରଖିବା ପରେ ସେହି ବିଧବା ମହିଳାର ଝିଅ ଉପରେ ପୁରୁଷର ଖରାପ ନଜର ପଡିଲା । ତେବେ ବାପାର ପରିଚୟ ଦେଇଥିବା ଝିଅ ସହିତ ଶା-ରଇରିକ ସ-ଅମ୍ପର୍କ ରଖିବାକୁ ମନ ବଳାଇଲା ।

ତେବେ ୧୪ ବର୍ଷର ଝିଅକୁ ମିଛ ମିଛ ପ୍ରଲୋଭନ ଦେଖାଇ ତାର ଶରୀରକୁ ଛୁଇଁବାକୁ ଚେଷ୍ଟା କରିଲା । ତାପରେ ଧୀରେ ଧୀରେ ଶା-ରଇରିକ ସ-ଅମ୍ପର୍କ ବଢାଇବାରୁ ଝିଅ ବାରଣ କରିଥିଲା । ହେଲେ ବାପା ଝିଅକୁ ମ-ଆରିଦେବାର ଭୟ ଦେଖାଇ ଝିଅ ସହିତ ଜବରଦସ୍ତ ଶା-ରଇରିକ ସ-ଅମ୍ପର୍କ ରଖୀ ତା’ କୁ ଗର୍ଭବତୀ ବନାଇ ଦେଲା । ତେବେ ଝିଅର ଗତ ୨ ମାସ ଧରି ପିରିଅଡ୍ ନହେବା ଯୋଗୁ ମା’ ଡାକ୍ତରୀ ଚେକଅପ କରାଇଦେଇଥିଲେ ।

ତାପରେ ଝିଅଟି ୨ ମାସର ଗର୍ଭବତୀ ଜଣାପଡିଥିଲା । ତେବେ ଏହି କଥା ଜାଣିବା ପରେ ବିଧବା ମହିଳା ଜଣଙ୍କ ଅଡବା ଥାନାରେ ସନ୍ତୋଷ ନାମରେ ଏକ ଲିଖିତ ଅଭିଯୋଗ କରିଥିଲେ । ତାପରେ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ବିଧବା ମହିଳା ଜଣଙ୍କ ଥାନାର ଦ୍ଵାରସ୍ଥ ହୋଇ ଥାନାରେ ଅଭିଯୁକ୍ତ ସନ୍ତୋଷ ଉପରେ କାର୍ଜ୍ଯାନୁଷ୍ଠାନ ହେଉ ବୋଲି ଦାବୀ କରିଥିଲେ ।

ତାପରେ ସେହି ଅଭିଯୋଗ ଆଧାରରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସନ୍ତୋଷକୁ ଥାନାକୁ ନେଇ କୋର୍ଟ ଚାଲାଣ କରିଛି । ଯଦି ଏହି ପୋଷ୍ଟଟି ଭଲ ଆପଣ ମାନଙ୍କୁ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କରିବା ସହିତ ଆପଣଙ୍କର ମତାମତ କମେଣ୍ଟ ଦ୍ଵାରା ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *