ମୋର କଣ ଆଉ ବୟସ ଅଛି ଡାରେ ନାରେ ହେବା ପାଇଁ, ମୁଁ କଣ 25 ବର୍ଷର ଯୁବକ ହେଇଛି ଯେ ମୁଁ ପରିବାର ଅଛାଡି ଆଉ କାହାକୁ…’: Human Sagar

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋର କଣ ଆଉ ସେହି  ଡାରେନାରେ ହେବାପାଇଁ ବୟସ ଅଛି । ହଁ ବନ୍ଧୁଗଣ ଏପରି କିଛି ଜବାବ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୁହଁରୁ ଶୁଣିବାକୁ ମିଳିଛି । ତେବେ ଓଡିଶାର ଆଗ ଧାଡିର ଗାୟକ ହ୍ୟୁମାନ ସାଗର ଓ ତାଙ୍କର ଧର୍ମପତ୍ନୀ ଶ୍ରୀୟାଙ୍କର ମଧ୍ୟରେ ପାରିବାରିକ ସମସ୍ଯା ଉପୁଜିଛି । ଯେଉଁ ପ୍ରସଙ୍ଗ ବର୍ତ୍ତମାନ ସମୟରେ ବହୁ ଚର୍ଚାର ପରିସରକୁ ଆସିଯାଇଛି ।

ତେବେ ଏହି ପାରିବାରିକ ହିଂସା ଓ କଳହକୁ ନେଇ ସୃଷ୍ଟି ହୋଇଥିବା କାହାଣୀରେ ଉଭୟ ହ୍ୟୁମାନ ଓ ଶ୍ରୀୟାଙ୍କର ମୁହଁରୁ କିଛି ନୂଆ ନୂଆ ତଥ୍ୟ ବାହାରିବାରେ ଲାଗିଛି । ଯେଉଁ କାରଣରୁ ଏହି ପାରିବାରିକ ସମସ୍ଯା କେଉଁ ମୋଡ ନେବ ତାହା ତ ଆଗାମୀ ସମୟରେ ଜଣା ପଡିବ । ତେବେ ଯେଉଁ ସମୟରେ ପୁରୀରେ ହ୍ୟୁମାନ ସାଗରଙ୍କର ସ୍ତ୍ରୀ ଶ୍ରୀୟା ପ୍ରେସମିଟ କରିଥିଲେ । ସେତେବେଳେ ସେ ସବୁ ମିଡିଆଙ୍କ ଆଗରେ ହ୍ୟୁମାନ ସାଗରଙ୍କର ବିଷୟରେ ବହୁତ ବଡ ଖୁଲାସା କରିଥିଲେ ।

ତେବେ ଶ୍ରୀୟା କିଛି ଏପରି କଥା ତାଙ୍କ ସ୍ଵାମୀ ହ୍ୟୁମାନଙ୍କ ବିରୁଦ୍ଧରେ କହିଥିଲେ । ତେବେ ଶ୍ରୀୟାଙ୍କର କହିବା ଅନୁସାରେ ହ୍ୟୁମାନ ଓ ତାଙ୍କ ମଧ୍ୟରେ ଏପରି ଦାଂପତ୍ଯ ଜୀବନରେ ଫାଟ ଆସିବା ପଛରେ ଜଣେ ଥାର୍ଡ ପର୍ସନର ହାତ ରହୁଛି । ତେବେ ସେହି ଥାର୍ଡ ପର୍ସନଙ୍କ ବିଷୟରେ ଶ୍ରୀୟାଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା । ତେବେ ଶ୍ରୀୟା ସେହି ଥାର୍ଡ ପର୍ସନଙ୍କ ବିଷୟରେ ପ୍ରମାଣ ମଧ୍ୟ ରଖିଛନ୍ତି । ହେଲେ ତାହାକୁ ସେ ସମସ୍ତଙ୍କ ଆଗରେ ସ୍ପଷ୍ଠ କରିବାକୁ ଇଛା କରିନଥିଲେ ।

ତେବେ ଏହି ଥାର୍ଡ ପର୍ସନଙ୍କୁ ନେଇ ହ୍ୟୁମାନ ସାଗରଙ୍କ ଆଗରେ ଯେତେବେଳେ ଗଣମାଧ୍ୟମର ପ୍ରଶ୍ନ ରହିଥିଲା । ତେବେ ହ୍ୟୁମାନ ସାଗର ସିଧାସଳଖ ସେହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏପରି କିଛି କହିଥିଲେ । ତେବେ ତାଙ୍କର କହିବା ଅନୁଯାଇ ଡାରେନାରେ ହେବାକୁ ମୋର ଆଉ କଣ ବୟସ ଅଛି । ଯେ ମୁ ଏହି କାମ କରିବି । ମୁଁ କଣ ୨୫ ବର୍ଷର ପୁଅ ହୋଇଛି ଯେ ଏପରି କାମରେ ଲିପ୍ତ ରହିବି ।

ତେବେ ମୋର ସ୍ତ୍ରୀ, ଝିଅ ସବୁ ଅଛନ୍ତି । ତେବେ ମୁଁ ତାଙ୍କୁ ଛାଡି ଥାର୍ଡ ପର୍ସନଙ୍କ ବିଷୟରେ କାହିଁକି ଭାବିବି । ତେବେ ଏପରି କିଛି କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ଏହି ପ୍ରସଙ୍ଗକୁ ନେଇ ଘଟଣା କେଉଁ ମୋଡ ନେବ ତାହା ତ ଆଗାମୀ ସମୟରେ ଜଣା ପଡିବ । ତେବେ ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କରିବା ସହ ନିଜର ମତ କମେଣ୍ଟ ଦ୍ଵାରା ଜଣାନ୍ତୁ ।

Leave a Reply

Your email address will not be published. Required fields are marked *