ଝିଅମାନଙ୍କୁ ଦେଖାଉଥିଲା ନିଜର ପ୍ରାଇଭେଟ ପାର୍ଟ, ଯାହାକୁ ଧରିବାରେ 4 ଟି ଥାନାର ପୋଲିସ ବି ହେଇଗଲେ ଫେଲ ଓ ତା’ ପରେ ଛାତ୍ରୀ ଜଣକ କଲା ଏମିତି କି…

ନମସ୍କାର ବନ୍ଧୁଗଣ ତେବେ ସାଇକୋ ମାନଂକୁ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ତେବେ ସେମାନେ ମାନସିକ ବିକୃତି କିମ୍ବା ମାନସିକ ସ୍ତର ରେ ବହୁତ ଦୁର୍ବଳ ଥାଆନ୍ତି ସେମାନେ କଣ କରନ୍ତି କେମିତି କରନ୍ତି ତାହା ସେମାନେ ଠିକ ରେ ଜାଣି ପାରନ୍ତି ନାହିଁ । ତେବେ ସେହି ପରି ଆଜି ଆମେ ଆପଣଂକୁ ଜଣେ ଯୁବକ ବିଷୟରେ କହିବୁ ଯିଏକି ଜଣେ ସାଇକୋ ଏବଂ ସେ ରାସ୍ତା ମଝିରେ ଛିଡା ହୋଇ ଯିବା ଆସିବା କରୁଥିବା ଝିଅ ମାନଂକୁ ନିଜର ପ୍ରାଇବେଟ ପାର୍ଟ ଦେଖାଉ ଥାଏ ଏବଂ ବହୁତ ଖରାପ ଖରାପ ଇଙ୍ଗିତ ମଧ୍ୟ କରୁଥାଏ ।


ତେବେ ସେହି ବିଷୟରେ ଝିଅ ମାନେ ଏହି ପୁଅ ନାମ ରେ ଅଭିଯୋଗ ମଧ୍ୟ କରିଥିଲେ କିନ୍ତୁ ପୋଲିସ ସେହି ପୁଅ କୁ ଧରିବାରେ ସକ୍ଷମ ହୋଇ ପାରୁ ନଥିଲେ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ ଆଲୋଚନା କରି ନେବା । ତେବେ ଘଟଣା ଟି ହେଉଛି ମଧ୍ୟପ୍ରଦେଶ ର ଇଣ୍ଡୋର ର ଜଣେ ମାନସିକ ବିକୃତି ମଣିଷ । ତେବେ ସେ କଲେଜ ଯାଉଥିବା ଝିଅ ମାନଂକୁ ଦେଖି ନିଜର ପ୍ରାଇବେଟ ପାର୍ଟ ଦେଖାଉଥାଏ ।

ଏହାର ଅଭିଯୋଗ କରିବା ସତ୍ୱେ ମଧ୍ୟ ୪ଟି ଥାନା ର ପୋଲିସ ମାନେ ମଧ୍ୟ ଖୋଜି ପାରୁ ନଥିଲେ କିମ୍ବା ଧରି ମଧ୍ୟ ପାରୁ ନଥିଲେ । ତେବେ ପୋଲିସ ର ସୂଚନା ଅନୁଯାୟୀ ଜଣେ ଯୁବତୀ ଏହି ଯୁବକ ର ଭିଡିଓ ବନେଇ ପୋଲିସ କୁ ଦେଇଥିଲା କିନ୍ତୁ ପୋଲିସ ସେହି ଭିଡିଓ ଦେଖିବା ପରେ ମଧ୍ୟ ସେହି ଯୁବକ କୁ ଧରିବାରେ ସକ୍ଷମ ହୋଇ ପାରିଲା ନାହିଁ ।


ତେବେ ଏହା ପରେ ସେହି ଯୁବତୀ ଜଣଙ୍କ ସେହି ସାଇକୋ ଅଭିଯୁକ୍ତ ର ଗାଡି ର ନମ୍ବର ଦେଇଥିଲା । ତେବେ ନମ୍ବର ପାଇବା ପରେ ପୋଲିସ କୁ ଅଭିଯୁକ୍ତ କୁ ଧରିବାରେ ଟିକେ ସହଜ ହୋଇ ପାରିଲା ଏବଂ ପରେ ସେହି ନମ୍ବର କୁ ପୋଲିସ ଟ୍ରାକ କରି ଅଭିଯୁକ୍ତ କୁ ଗିରଫ କରିଥିଲା । ତେବେ ଡିସିପି ରାଜେଶ ସିଂହ ଙ୍କ କହିବା ଅନୁସାରେ ଏହି ସାଇକୋ ଅଭିଯୁକ୍ତ ର ନାମ ହେଉଛି ମହେଶ ଶର୍ମା ।

ସେ ପଦ୍ମଳୟ କଲୋନୀ ର ଶିକ୍ଷକ ନଗରରେ ରୁହେ । ତେବେ ସେ ରାଜବାଡ଼ା ର କେଉଁ ଦୋକାନ ରେ ସେ କାମ କରୁଛି । ସେ କିଛି ଦିନ ହେବ ଜୁନି ଇଣ୍ଡୋର ଏବଂ ଏମଓଜି ଲାଇନ ରେ ଝିଅ ମାନଂକୁ ନିଜର ପ୍ରାଇବେଟ ପାର୍ଟ ଦେଖାଇବା ସହ ସେମାନଙ୍କୁ ଖରାପ ଖରାପ ଇଶାରା ମଧ୍ୟ କରୁଥାଏ । ତେବେ ପୋଲିସ ତାକୁ ଜିଡିସି କଲେଜ ପାଖରେ ଗିରଫ କରିଥିଲା ।


ତେବେ ଜଣେ ମହିଳା କନେଷ୍ଟବଳ ଅଭିଯୁକ୍ତ ର ଫୋନ ଚେକ କରିବା ପରେ ଜଣା ପଡିଥିଲା କି ଅଭିଯୁକ୍ତ ର ମୋବାଇଲ ଫୋନ ରେ ଅନେକ ଖରାପ ଭିଡିଓ, ପର୍ଣ୍ଣ ଭିଡିଓ ସହ କଲେଜ ର କିଛି ଛାତ୍ରୀ ମାନଙ୍କ ର ମଧ୍ୟ ଭିଡିଓ ରହିଛି । ତେବେ ଏହି ପରି ସାଇକୋ ବ୍ୟକ୍ତି ଯୋଗୁଁ ଆମ ସମାଜ ମଧ୍ୟ କଳଙ୍କିତ ହୋଇ ଯାଉଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *