Interesting Gk Questions- ଝିଅମାନଙ୍କର କେଉଁ ଜିନିଷ ଗାଧୋଇଲା ପରେ ମଧ୍ୟ ଓଦା ହୁଏ ନାହିଁ ? ସର୍ବଦା ଶୁଖିଲା ରୁହେ ….

କେତେ ଥର କିଛି ଲୋକଙ୍କ ସହିତ ଏମିତି ହୋଇଥାଏ କି ସେମାନେ ଇଣ୍ଟରଭ୍ୟୁ ନାମ ଶୁଣି ଡରି ଯାଇଥାନ୍ତି କାରଣ ଇଣ୍ଟରଭ୍ୟୁ ଏକ ଏମିତି ପ୍ରକ୍ରିୟା ହୋଇଥାଏ ଯାହା ଦ୍ଵାରା ବ୍ୟକ୍ତିର ମାନସିକ ସ୍ଥିତି ଜଣା ପଡିଥାଏ କିନ୍ତୁ ଏହି ପ୍ରକ୍ରିୟା ବହୁତ କଷ୍ଟ ହୋଇଥିବାରୁ ବ୍ୟକ୍ତି ଏଥିପାଇଁ ଡରି ଯାଇଥାନ୍ତି । ଆପଣ କେଉଁଠିକୁ ପରୀକ୍ଷା ଦେବାକୁ ଯାଇଛନ୍ତି ତା ହେଲେ ପରୀକ୍ଷାରେ ପାସ କରିବା ପାଇଁ ସମସ୍ୟା ଆସି ନଥାଏ କିନ୍ତୁ ଇଣ୍ଟରଭ୍ୟୁରେ ଆପଣଙ୍କୁ ବହୁତ କିଛି ସହିବାକୁ ପଡିଥାଏ କାରଣ ଲେଖିବା ବହୁତ ସହଜ ହୋଇଥାଏ କିନ୍ତୁ ଯେତେବେଳେ କାହା ସାମ୍ନାରେ ବସି କଥା ହେଉଥାନ୍ତି ତା ହେଲେ ଅଧିକ ଲୋକ ଡରି ଯାଇଥାନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ପ୍ରଶ୍ନ ପଚାରିବୁ ଯାହାକୁ ଇଣ୍ଟରଭ୍ୟୁରେ ପଚରାଯାଏ । ଏହି ପ୍ରଶ୍ନ ସେହି ଲୋକଙ୍କ ପାଇଁ ଚ୍ୟାଲେଞ୍ଜ ଭଳି ହୋଇଥାଏ ଯେଉଁମାନଙ୍କୁ ଲାଗିଥାଏ କି ତାଙ୍କ ମସ୍ତିସ୍କ ବହୁତ ଦୃତ ଗତିରେ ଚାଲିଥାଏ । ତେବେ ଏହି ଝିଅଟିକୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ତା ହେଲେ ଆପଣ ବୁଝିଯିବେ କି ଆପଣ ସତରେ ବୁଦ୍ଧିମାନ ଅଟନ୍ତି ନା ତାହା ଆପଣଙ୍କର ଭ୍ରମ ଅଟେ ।

୧.ଟଙ୍କା କୁ ଦୁଇ ଗୁଣ କରିବା ର ସବୁଠାରୁ ସହଜ ଉପାୟ ଟି କଣ ଅଟେ?
ଉତ୍ତର-ଆଇନା ସାମ୍ନା ରେ ରଖିଦେଲେ।

୨.ଜାପାନ ର ଲୋକ ମାନେ କଦଳୀ ଖାଇବା ପରେ ତା ଚୋପା କୁ କଣ କରିଥାନ୍ତି?
ଉତ୍ତର-ଫୋପାଡ଼ି ଦେଇଥାନ୍ତି।

୩.କେଉଁ ଦେଶ ରେ ଇଣ୍ଟରନେଟର ସୁବିଧା ମାଗଣା ରେ ମିଳିଥାଏ?
ଉତ୍ତର-ଡେନମାର୍କ ଦେଶରେ।

୪.ତାହା କଣ ଅଟେ ଯାହା ଚାରିଟି ଆଙ୍ଗୁଠି ଓ ଗୋଟିଏ ଟିପ ରେ ବଞ୍ଚିଥାଏ?
ଉତ୍ତର-ଦସ୍ତାନା।

୫.ଏମିତି କେଉଁ ଜିନିଷ ଅଛି ଯାହା ସବୁବେଳେ ଉପରକୁ ଯାଇଥାଏ କିନ୍ତୁ କେବେ ମଧ୍ୟ ତଳକୁ ଖସି ନ ଥାଏ?
ଉତ୍ତର-ବୟସ।

୬.ତାହା କଣ ଅଟେ ଯାହା ସବୁବେଳେ ଦୌଡ଼ି ଥାଏ କେବେ ମଧ୍ୟ ଚାଲି ନ ଥାଏ?
ଉତ୍ତର-ଇଞ୍ଜିନ।

୭.ତାହା କଣ ଅଟେ ଯାହାକୁ ଆମର କେବଳ ଅନ୍ଧାର ରେ ହିଁ ଦେଖି ପାରିବା?
ଉତ୍ତର-ଅନ୍ଧାର।

୮.ତାହା କେଉଁ କଲି ଅଟେ ଯାହା ପତ୍ର ରେ ଏପରି ଭାବରେ ଲାଗି ଯାଇଥାଏ ଯେ ଦେଖା ଯାଇ ନ ଥାଏ?
ଉତ୍ତର-ଛିପକଲି।

୯.ତାହା କଣ ଅଟେ ଯେଉଁଥିରେ କେବଳ ବହୁତ ଗୁଡିଏ ହୃଦୟ ହିଁ ଥାଏ ଅନ୍ୟ କୌଣସି ଅଙ୍ଗ ନ ଥାଏ?
ଉତ୍ତର -ତାସ ର କାର୍ଡ ରେ।

୧୦.ଛେଳି ର ଛୁଆ କୁ କଣ କୁହାଯାଏ?
ଉତ୍ତର-ମେମନା।

୧୧.ଏମିତି କେଉଁ ଜିନିଷ ଅଛି ଯାହା କେବେ ମଧ୍ୟ ଥକି ନ ଥାଏ?
ଉତ୍ତର-ଜିଭ।

୧୨.ପାକିସ୍ତାନ ର ନାମ କିଏ ପାକିସ୍ତାନ ରଖିଥିଲେ?
ଉତ୍ତର-ରେହମତ ଅଲ୍ଲୀ।

୧୩.କେଉଁ ଫଳ କୁ ଖାଇବା ଦ୍ୱାରା ଉଚ୍ଚତା ବଢିଥାଏ?
ଉତ୍ତର-ଷ୍ଟ୍ରୀଟ୍ସ ଫୁଡ଼।

୧୪.ଏମିତି କେଉଁ ଦେଶ ଅଛି ଯେଉଁଠି ଜଣେ ହେଲେ ମଧ୍ୟ କୃଷକ ନାହାନ୍ତି?
ଉତ୍ତର-ଭାଟିକାନ ସିଟି।

୧୫.ନିଲ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ରମା ରେ ପ୍ରଥମେ କେଉଁ ପାଦ ରଖିଥିଲେ?
ଉତ୍ତର-ଡାହାଣ ପାଦ।

୧୬.କେଉଁ ପନିପରିବା କୁ ପ୍ରସ୍ତୁତ କରିବା ପାଇଁ ଦୁଇ ବର୍ଷ ସମୟ ଲାଗିଥିଲା?
ଉତ୍ତର-କଟହଲ ର।

୧୭.କଣ ଆପଣଂକୁ ଜଣା ଅଛି ମନୁଷ୍ୟ ମସ୍ତିଷ୍କ ରେ କେତୋଟି ହାଡ଼ ଅଛି?
ଉତ୍ତର-୮ଟି।

୧୮.ଭାରତ ରେ କେଉଁ ଜୀଵ କୁ କିଣିବା ଏକ ଅପରାଧ ହୋଇଥାଏ?
ଉତ୍ତର-ସିଂହ କୁ।

୧୯.କେଉଁ ଜୀଵ ର ୩୨ ଟି ମସ୍ତିଷ୍କ ଅଛି?
ଉତ୍ତର-ଲିଚ।

୨୦.ସଂସାର ରେ ସବୁଠାରୁ ଓଜନିଆ ସାପ ର ନାମ କଣ?
ଉତ୍ତର-ଆନାକୋଣ୍ଡା।

୨୧.ଭାରତ ରେ କେଉଁ ରାଜ୍ୟ ରେ ସବୁଠାରୁ କମ ମୁସଲିମ ବାସ କରିଥାନ୍ତି?
ଉତ୍ତର-ସିକିମ ରାଜ୍ୟ ରେ।

୨୨.କେଉଁ ପକ୍ଷୀ ର ସବୁଠାରୁ ମଧୁର ସ୍ୱର ହୋଇଥାଏ?
ଉତ୍ତର-ବୁଲବୁଲ।

୨୩.କଣ ଆପଣଂକୁ ଜଣା ଅଛି ସବୁଠାରୁ ପୁରାତନ ବିଶ୍ୱ ବିଦ୍ୟାଳୟ କେଉଁଟି ଅଟେ?
ଉତ୍ତର-ନାଳନ୍ଦା।

୨୪.ସବୁଠାରୁ ଅଧିକ ସୁନା ର ଖଣି କେଉଁଠାରେ ଅଛି?
ଉତ୍ତର-ଭାରତରେ।

୨୫.ଭାରତ ର କେଉଁ ରାଜ୍ୟ ରେ ଲୋକ ମାନେ ସବୁଠାରୁ ଅଧିକ ଇଣ୍ଟରନେଟର ବ୍ୟବହାର କରିଥାନ୍ତି?
ଉତ୍ତର-ମହାରାଷ୍ଟ୍ର।

୨୬.କେଉଁ ସାଗର ରେ ଗୋଟିଏ ହେଲେ ମଧ୍ୟ ମାଛ ନାହାନ୍ତି?
ଉତ୍ତର-ମୃତ ସାଗର।

୨୭.ଆମେରିକା ରେ ଆଧାର କାର୍ଡ କୁ କଣ କୁହାଯାଏ?
ଉତ୍ତର-ଗ୍ରୀନ କାର୍ଡ।

୨୮.କ୍ଷେତ ରେ ସବୁଜ , ବଜାର ରେ କଳା ଓ ଘର କୁ ଆସିବା ପରେ ଲାଲ ହୋଇଯାଇଥାଏ?
ଉତ୍ତର-ଚାହାପତି।

୨୯. ଏହି ପ୍ରଶ୍ନ ଝିଅମାନଙ୍କ ବିଷୟରେ, କେଉଁ ଜିନିଷ ଗାଧୋଇବା ପରେ ମଧ୍ୟ ଓଦା ହୁଏ ନାହିଁ, ସର୍ବଦା ଶୁଖିଲା ରହେ?

ଉତ୍ତର: ଝିଅଟିର ନାମ କେବଳ ତୁମକୁ ଦ୍ୱନ୍ଦରେ ପକାଇବା ପାଇଁ ନିଆଯାଇଥିଲା, ବାସ୍ତବରେ ସେ ପୁଅ ହେଉ କି ଝିଅ, ତା’ର ଛାଇ କେବେ ଓଦା ହୋଇପାରିବ ନାହିଁ କାରଣ ଛାଇ ସବୁବେଳେ ଶୁଖିଲା ରହିବ ।

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *