ଝିଅ ମାନଙ୍କ ଶୋଇବା ଶୈଳି ରୁ ଜାଣନ୍ତୁ ସେମାନଙ୍କୁ କିପରି ପୁଅ ପସନ୍ଦ ଓ ସେମାନଙ୍କ ସ୍ଵଭାବ କିପରି – Personality Test

ପ୍ରତ୍ୟେକ ବ୍ୟକ୍ତି ଅଲଗା ଅଲଗା ହୋଇଥାନ୍ତି । ସେମାନଙ୍କ କାମ କରିବାର ଶୈଳୀ ମଧ୍ୟ ଅଲଗା ହୋଇଥାଏ । ସବୁ କାମରେ ଜଣେ ଅନ୍ୟ ଜଣଙ୍କ ଠାରୁ ଭିନ୍ନ ହୋଇଥାଏ । ସେମାନଙ୍କ ନୀତି ଦିନଚର୍ଯା ମଧ୍ୟ ଅଲଗା ହୋଇଥାଏ । ମଣିଷ ସବୁ ବେଳେ ନିଜ ମନ ପସନ୍ଦ ର ଜୀବନ ସାଥୀଟିଏ ଖୋଜୁଥାଏ । ଝିଆ ମାନେ ମଧ୍ୟ ନିଜ ମନ ପସନ୍ଦର ପୁଅଟିକୁ ଖୋଜୁଥାନ୍ତି । ଝିଅ ମାନଙ୍କ ଚାଲି,ଚଳନ, ସ୍ଵଭାବ ଆଦି ରୁ ଜାଣିପାରିବା କି ସେମାନେ କିଭଳି ପୁଅ ପସନ୍ଦ କରନ୍ତି । କିନ୍ତୁ ଆମେ ମାନେ ଏକ ସହଜ ଉପାୟ ରେ ମଧ୍ୟ ସେମାନଙ୍କୁ କିଭଳି ପୁଅ ପସନ୍ଦ ଜାଣିପାରିବା ।

ଝିଅ ମାନଙ୍କ ଶୋଇବା ଶୈଳୀ ରୁ ଜାଣିପାରିବ କି ସେମାନଙ୍କୁ କିଭିଳି ପୁଅ ପସନ୍ଦ । ସେହିପରି ଝିଅ ମାନଙ୍କର ଶୋଇବା ଶୈଳୀ ଭିନ୍ନ ଭିନ୍ନ ହୋଇଥାଏ । ସେମାନଙ୍କ ଶୋଇବା ପୋଜିସନ୍ ରୁ ତାଙ୍କ ମନ କଥା ଜାଣିପାରିବା । ଏଥିରୁ ମଧ୍ୟ ଜାଣିପାରିବେ କି ଆପଣଙ୍କ ଗାର୍ଲଫ୍ରେଣ୍ଡ ର ସ୍ଵଭାବ କିପରି । ଯଦି ଆପଣ ସେମାନଙ୍କ ସ୍ଵଭାବ ଜାଣିପାରନ୍ତି ତ ଆପଣଙ୍କ ଚିନ୍ତା ଅଧା ହୋଇଯିବ ଓ ଆପଣଙ୍କୁ କୌଣସି ଅସୁବିଧା ହେବନାହିଁ। ତେବେ ଆସନ୍ତୁ ଜାଣିବା ଝିଅ ମାନଙ୍କ ଶୋଇବା ପୋଜିସନ ଓ ସେମାନଙ୍କ ପସନ୍ଦ ର ପୁଅ ଙ୍କ ସମ୍ପର୍କ ରେ।

୧. ସିଧା ହୋଇ ଶୋଇବା – ସାଧାରଣତଃ ଖୁବ କମ ଝିଅ ଏହିପରି ଭାବେ ଶୁଅନ୍ତି । ଏହିପରି ଝିଅ ମାନେ ସ୍ଵାଭିମାନୀ ପୁଅ ମାନଙ୍କୁ ପସନ୍ଦ କରନ୍ତି । ସେ ପୁଅ ଟି ଯେପରି ନିଜ ସ୍ୱାଭିମାନ ରକ୍ଷା କରିବା କୁ କିଛି ବି କରିପାରୁଥିବ । ସେ ନିଜ ସ୍ଵପ୍ନ କୁ ସର୍ବଦା ପୂରଣ କରିବାକୁ ଚେଷ୍ଟା କରୁଥିବ । ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ସେ ନିଜ ସ୍ଵପ୍ନ କୁ ପୂରଣ କରୁଥିବ ।

୨. ବାମ ପାର୍ଶ୍ୱ କୁ ମୁହଁ କରି ଶୋଇବା – ବୈଜ୍ଞାନିକ ମାନେ ପ୍ରକାଶ କରିଛନ୍ତି ଯେ ବାମ ପାର୍ଶ୍ୱ କୁ ମୁହଁ କରି ଶୋଉଥିବା ବ୍ୟକ୍ତି ର ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଯାଏ ନାହିଁ । ସେମାନେ ସର୍ବଦା ସୁସ୍ଥ ରୁହନ୍ତି। ଏମାନେ ନେତୃତ୍ୱ କରିପାରୁଥିବା ପୁଅ ମାନଙ୍କୁ ପସନ୍ଦ କରନ୍ତି । ଯେଉଁମାନେ ସବୁ ସମୟ ରେ ଏମାନଙ୍କ ସାଥ ଦେଇ ପାରୁଥିବେ ଓ ସମସ୍ତ ସମସ୍ୟା ରେ ପାଦ ମିଶାଇ ଚାଲି ପାରୁଥିବେ ।

୩. ଓଲଟା ହୋଇ ମୁହଁ ତଳକୁ କରି ଶୋଇବା_ ଏହି ପରି ଯେଉଁ ଝିଅ ମାନେ ଶୁଅନ୍ତି ସେମାନେ ଟିକେ ଲୋଭୀକିସମ ର ହୋଇଥାନ୍ତି। ଏମାନେ ସବୁବେଳେ ନିଜ ପାର୍ଟନର ଠୁ କିଛି ନା କିଛି ଜିନିଷ ମଗିଥାନ୍ତି। ଏମାନଙ୍କୁ ସର୍ବଦା ଖୁସି କରିପାରୁଥିବା ପୁଅ ପସନ୍ଦ। ବୋରୀଙ୍ଗ ପୁଅ ମାନଙ୍କୁ ଏମାନେ ପସନ୍ଦ କରନ୍ତି ନାହିଁ।

୪. ତକିଆ କୁ ହାତରେ ଧରି ଶୋଇବା- ଏହିପରି ଶୋଉଥିବା ଝିଅ ମାନେ ବହୁତ୍ ଭାବୁକ ସ୍ଵଭାବ ର ହୋଇଥାନ୍ତି । ଏମାନଙ୍କୁ ପୁଅ ଙ୍କ ଲୁକ୍ସ ବହୁତ୍ ପ୍ରଭାବିତ କରିଥାଏ । ଏହିପରି ଝିଅ ଙ୍କୁ କେହି ବି ସହଜରେ ଫସେଇ ପାରନ୍ତି । ଏମାନେ ବହୁତ୍ ଚଞ୍ଚଳ ସ୍ଵଭାବ ର ହୋଇଥାନ୍ତି । ଏମାନଙ୍କୁ ସ୍ଵପ୍ନ ଦେଖିବା ବହୁତ୍ ପସନ୍ଦ।

୫. ଗୋଡ଼ ମେଲା କରି ଶୋଇବା –  ଏହି ଝିଅ ମାନେ ବହୁତ୍ କେୟାରଲେସ୍ ହୋଇଥାନ୍ତି । ଏମାନେ କୌଣସି କଥାରେ ଚିନ୍ତା କରନ୍ତି ନାହିଁ । ଏଥିପାଇଁ ଏମାନଙ୍କ ର ସମସ୍ତ କାର୍ଯ୍ୟ ଖରାପ ହୋଇଥାଏ । ଏମାନଙ୍କୁ ଲାଇଫ ରେ ରୋକ ଟୋକ କରୁନଥିବା ପୁଅ ପସନ୍ଦ ହୋଇଥାଏ । ଏମାନେ ନିଜ ସ୍ଵାଧୀନତା କୁ ଭଲ ପାଆନ୍ତି ।

୬. ସିଧା ହୋଇ ଚାଦର ଘୋଡେଇ ହୋଇ ଶୋଇବା – ଏହି ଝିଅ ମାନେ ଘର ପ୍ରେମୀ ହୋଇଥାନ୍ତି । ଏମାନେ ବାହାର ଦୁନିଆ ବିଷୟରେ କିଛି ବି ଜାଣନ୍ତି ନାହିଁ । ଏମାନଙ୍କୁ ସାଧା ସିଧା ପୁଅ ପସନ୍ଦ ହୋଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *