ଝିଅ ଜ୍ୱାଇଁଙ୍କ ହନିମୁନରେ ମା’ ହୋଇଗଲେ ଗର୍ଭବତୀ, ଆଉ ତା’ ପରେ ଯାହା ହେଲା…

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ମାମଲା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ବନ୍ଧୁଗଣ ଏହି ମାମଲା ଗୁଡିକ ସାଧାରଣତଃ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଆପଣ ମାନେ ଏହି ସମସ୍ତ ମାମଲା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହିପରି ଏକ ମାମଲା ବିଷୟରେ କହିବାକୁ ଯାଉଛୁ, ଯାହା ବର୍ତ୍ତମାନ ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି । ତେଣୁ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଇଂଲଣ୍ଡର ଜଣେ ଯୁବତୀ ଯାହାଙ୍କ ନାମ ହେଉଛି ଲରେନ ୱାଲ । ଲରେନ ସୋସିଆଲ ମିଡିଆରେ ନିଜର ହୃଦୟର ଯନ୍ତ୍ରଣା ବିଷୟରେ ସେୟାର କରିଛନ୍ତି । ଏହି ମହିଳାଙ୍କ କାହାଣୀ ଶୁଣିବାକୁ ଯେତେ ଦୁଃଖ ଦାୟକ ସେତିକି ଅଜବ ମଧ୍ୟ । ଲରେନ କହିଛନ୍ତି, ସେ କିପରି ନିଜ ହନିମୁନରେ ନିଜ ମାଙ୍କୁ ନେଇ ଯାଇଥିଲେ, ହେଲେ ତାହା ପରେ ଯାହା ଘଟିଥିଲା ତାହା ଦ୍ୱାରା ଲରେନଙ୍କ ଜୀବନ ଛାରଖାର ହୋଇଗଲା । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସଂପୂର୍ଣ୍ଣ ଘଟଣା ବିଷୟରେ ।

ବନ୍ଧୁଗଣ ଲରେନଙ୍କୁ ଯେତେବେଳେ ୧୯ ବର୍ଷ ହୋଇଥିଲା ସେତେବେଳେ ସେ ପୌଲ ହ୍ଵାଇଟ ନାମକ ଏକ ପୁରୁଷଙ୍କ ସହ ବିବାହ କରିଥିଲେ । ପୌଲ ଓ ଲରେନ ପରସ୍ପର ସହ ପ୍ରେମ କରି ବିବାହ କରିଥିଲେ । ଏହି ଦୁଇଜଣ ପରସ୍ପର ସହ ପ୍ରେମ କରିବା ସମୟରେ ଲରେନଙ୍କ ମା ଏମାନଙ୍କୁ ସମର୍ଥନ ଦେଇ ଏମାନଙ୍କ ବିବାହ କରି ୧୫ ଲକ୍ଷ ଟଙ୍କା ଖର୍ଚ କରିଥିଲେ । ବିବାହ ପରେ ଲରେନ ଓ ହ୍ଵାଇଟ ହନିମୁନକୁ ଯାଇଥିଲେ । ଲରେନ ନିଜ ମାଙ୍କ ପାଇଁ ବହୁତ ଖୁସି ଥିଲେ ଯାହାଫଳରେ ସେ ନିଜ ହନିମୁନରେ ନିଜ ମାଙ୍କୁ ନେଇ ଯାଇଥିଲେ ।


ହନିମୁନ ଭଲ ଭାବରେ ଶେଷ ହୋଇ ଯାଇଥିଲା । ହନିମୁନ ସାରିବା ପରେ ପୌଲ ଲରେନଙ୍କ ଘରେ କିଛି ଦିନ ରହିଥିଲେ । ଏହାପରେ ୮ ସପ୍ତାହ ପରେ ଲରେନଙ୍କ ମା ଜୁଲି ଗର୍ଭବତୀ ଅଛନ୍ତି ବୋଲି ପଡୋଶୀଙ୍କ ମଧ୍ୟରେ ଚର୍ଚା ହେଉଥିଲା । ଲରେନଙ୍କ ଭଉଣୀଙ୍କୁ ମଧ୍ୟ ତାଙ୍କ ମାଙ୍କର ଗତିବିଧି ଉପରେ ସନ୍ଦେହ ହୋଇଥିଲା । ସେହି ସମୟରେ ଲରେନ ଓ ତାଙ୍କ ଭଉଣୀ ସନ୍ଦେହ କରି ନିଜ ମାଙ୍କର ଏହି ଅବସ୍ଥା ବିଷୟରେ ପଚାରିଥିଲେ । ସେହି ସମୟରେ ତାଙ୍କ ମା କହିଥିଲେ ଯେ, ତାଙ୍କ ପେଟରେ ସିଷ୍ଟ ହୋଇଯାଇଛି ।


ହେଲେ ବନ୍ଧୁଗଣ କଥା କେବେ ଲୁଚି ରହିନଥାଏ । କିଛି ଦିନ ପରେ ପୌଲ ତାଙ୍କ ଘରୁ ବାହାରି ଯିବା ପାଇଁ ନିଷ୍ପତ୍ତି ନେଇଥିଲେ । ହେଲେ ଯେତେବେଳେ ସେ ନିଜ ଶାଶୁ ମା ଜୁଲିଙ୍କୁ ନେବା ପାଇଁ ବାହାରିଲେ ସେତେବେଳେ ଲରେନଙ୍କ ମୁଣ୍ଡ ଉପରେ ଚଡକ ପଡିଯାଇଥିଲା । ଏହା ସହିତ ପୌଲ ଏହା ମଧ୍ୟ କହିଥିଲେ ଯେ, ସେ ନିଜ ଶାଶୁ ଜୁଲିଙ୍କ ସହ ଶାରୀରିକ ସମ୍ପର୍କ ରଖିଛନ୍ତି, ଯାହା ଫଳରେ ଜୁଲି ଗର୍ଭବତୀ ହୋଇଯାଇଛନ୍ତି ।

ଏହା ପରେ ଶାଶୁ ଓ ଜ୍ଵାଇଁ ପରସ୍ପର ସହ ୫ ବର୍ଷ ରହି ୨୦୦୯ ରେ ବିବାହ କରିଥିଲେ । ଜୁଲି ନିଜ ବିବାହରେ ନିଜ ଝିଅ ଲରେନଙ୍କୁ ମଧ୍ୟ ନିମନ୍ତ୍ରଣ ଦେଇଥିଲେ । ଲରେନ ଏହି ବିବାହ ମଧ୍ୟ ଯୋଗ ଦେଇଥିଲେ । ଏହା ପର ଠାରୁ ଲରେନଙ୍କୁ ନିଜ ମାଙ୍କ ପ୍ରତି ଥିବା ବିଶ୍ଵାସ ଭାଙ୍ଗି ଯାଇଥିଲା । ଏହି ମାମଲା ପରଠାରୁ ଲରେନ ଭାଙ୍ଗି ଯାଇଥିଲେ ।

ଦେଶ ବିଦେଶରେ ଘଟୁଥିବା ବିଭିନ୍ନ ଖବର ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *