ଯେଉଁ ମାନଙ୍କ ନିଦ ଭୋର 3 ରୁ 5 ମଧ୍ୟରେ ଭାଙ୍ଗିଯାଏ, ସେମାନେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ- Chanakya Niti

ବନ୍ଧୁଗଣ, ଚାଣକ୍ୟ ନୀତି ଚାଣକ୍ୟ ଦ୍ଵାରା ରଚିତ ଏକ ନୀତିଗ୍ରନ୍ଥ ଅଟେ । ଏହି ଗ୍ରନ୍ଥ ର ମୁଖ୍ୟ ବିଷୟ ମାନବ ସମାଜକୁ ନିଜ ଜୀବନର ସମସ୍ତ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା ଅଟେ । ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ଯିଏ କି ନିଜ ନୀତିଶିକ୍ଷା ମାଧ୍ୟମରେ ଚନ୍ଦ୍ରଗୁପ୍ତ ମୋରୟା ଙ୍କୁ ରାଜଗାଦୀ ରେ ବସାଇ ଦେଇଥିଲେ । ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କ କିଛି ନୀତିଶିକ୍ଷା ସମ୍ବନ୍ଧରେ ।

ଶାସ୍ତ୍ର ଅନୁସାରେ ଏହା କୁହାଯାଏ ଯେ, ଯଦି କୌଣସି ବ୍ୟକ୍ତି ର ନିଦ ୩ ରୁ ୫ ଘଟିକା ମଧ୍ୟରେ ଖୋଲିଥାଏ, ତେବେ ଏହା ପଛରେ କୌଣସି ନା କୌଣସି ଦିବ୍ୟ ଶକ୍ତି ର ଇଶାରା ଲୁଚି ରହିଥାଏ । ମୁଖ୍ୟତ ଅଧିକାଂଶ ସମୟରେ ଏହା ହୋଇଥାଏ ଯେ, ରାତିରେ ଗଭୀର ନିଦରେ ଶୋଇଥିଲେ ମଧ୍ୟ ବ୍ୟକ୍ତି ଙ୍କର ନିଦ ଅଚାନକ ଭାବରେ ଖୋଲିଯାଇଥାଏ । ମାତ୍ର କିଛି ଲୋକ ଏହାକୁ ନର୍ମାଲ କଥା ଭାବି ନଜର ଅନ୍ଦାଜ କରିଦେଇଥାନ୍ତି । ଏବଂ ପୁନ୍ନର୍ବାର ଶୋଇଯାଇଥାନ୍ତି ।

ମାତ୍ର ଯଦି ଆପଣଙ୍କ ନିଦ ଏହିଭଳି ଅଚାନକ ଭାବରେ ଖୋଲିଯାଇଥାଏ, ତେବେ ଏହା ବାସ୍ତବ ରେ ଆଦୌ ନର୍ମାଲ କଥା ନୁହେଁ । ଏଥିପାଇଁ ଆପଣ ଏହି ବିଷୟ କୁ ଆଦୌ ନଜର ଅନ୍ଦାଜ କରନ୍ତୁ ନାହିଁ । ଏହା ପଛରେ ଅନେକ ସଂକେତ ଲୁଚି ରହିଥାଏ । ଏଥିରେ ଆଦୌ ସନ୍ଦେହ ନାହିଁ ଯେ ଏହି ଦୁନିଆରେ କୌଣସି ଜିନିଷ ଅକାରଣ ନଥାଏ ।

ବ୍ୟକ୍ତି ଯେତେବେଳେ ନିଦରେ ସ୍ଵପ୍ନ ମଧ୍ୟ ଦେଖିଥାଏ, ତେବେ ସେହି ସ୍ଵପ୍ନର ମଧ୍ୟ କୌଣସି ନା କୌଣସି ଅର୍ଥ ରହିଥାଏ । ଏଣୁ ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଯେ ୩ ରୁ ୫ ମଧ୍ୟରେ ନିଦ ଭାଙ୍ଗୁଥିଲେ, ତାହାର ଅର୍ଥ କଣ ହୋଇଥାଏ ? ଶାସ୍ତ୍ର ଅନୁଯାୟୀ ସକାଳ ୩ ରୁ ୫ ମଧ୍ୟ ର ସମୟ କୁ ଅମୃତ ମେଳା କୁହାଯାଏ । ଏହି କାରଣରୁ ଏହି ସମୟରେ ଅନେକ ଅଲୌକିକ ଶକ୍ତି ଙ୍କର ପ୍ରବାହ ମଧ୍ୟ ହୋଇଥାଏ । ଏହି ଶକ୍ତି ଆପଣଙ୍କୁ ଅନେକ ପ୍ରକାରର ସଙ୍କେତ ଦେଇଥାଏ । ଏବଂ ଆପଣଙ୍କୁ କେବଳ ଏହି ସଙ୍କେତ ମାନଙ୍କୁ କେବଳ ବୁଝିବା ଆବଶ୍ୟକ ଅଟେ ।

ଏହା ସହିତ ଆପଣ ଜାଣି ରଖନ୍ତୁ ଯେ ଏହି ଅଲୌକିକ ଶକ୍ତି କେବଳ ସେହି ମାନଙ୍କୁ ୩ ରୁ ୫ ମଧ୍ୟରେ ଉଠାଇଥାଏ, ଯାହାଙ୍କୁ ସେ ଖୁସି ଦେଖିବାକୁ ଚାହିଁଥାଏ । ଏହାର ଅର୍ଥ ଯଦି ଆପଣଙ୍କ ନିଦ ୩ ରୁ ୫ ମଧ୍ୟରେ ଭାଙ୍ଗୁଅଛି ତେବେ ଏହି ଶକ୍ତି ଆପଣଙ୍କୁ ଖୁସି ଦେବାକୁ ଚାହୁଁଅଛି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *