ଯେଉଁ ଦିନ ଆପଣ ଏହି ଗଛ ନିଜ ଘରେ ଲଗେଇବେ ସେହି ଦିନ ଠାରୁ ଆପଣଙ୍କ ଘରେ କେବେବି ଟଙ୍କାର କମ୍ ହେବ ନାହିଁ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଘରେ ଲଗା ଯାଉଥିବା ଗଛ ବାତାବରଣ କୁ ସୁଧ କରିବାରେ ଆହାୟକ ହୋଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି ସବୁ ଗଛ ଆପଣଙ୍କ ଭାଗ୍ୟ ମଧ୍ୟ ଖୋଲିପାରେ । ବାସ୍ତୁ ଅନୁଯାୟୀ ଏମିତି ଅନେକ ଗଛ ଅଛି ଯାହା ଲଗାଇବା ଦ୍ଵାରା ବାସ୍ତୁ ଦୋଷ ଦୂର ହୋଇଥାଏ । ଘରେ କେବେ ବି ଗରିବି ଆସେ ନାହିଁ । ଆଜି ଆମେ ଜାଣିବା ଏମିତି କିଛି ଗଛ ବିଷୟରେ ଯାହା ଗୃହକୁ ଶୁଭ ଶକ୍ତିର ଆଗମନ କରାଇଥାଏ ।

1- ତୁଳସୀ ଗଛ : ହିନ୍ଦୁ ଘର ମାନଙ୍କରେ ତୁଳସୀ ଗଛ ନିଶ୍ଚୟ ରହିଥାଏ । ଏହା ପରିବେଶକୁ ଶୁଦ୍ଧ କରିଥାଏ । ଏହି ଗଛ ଘରେ ଲଗାଇଲେ କେବେ ବି ତାଙ୍କର କମି ହୁଏ ନାହିଁ । ତୁଳସୀ ଗଛକୁ ଘରର ଉତ୍ତର ପୂର୍ବ ଦିଗରେ ଲଗାଇବା ଉଚିତ । ତୁଳସୀ ଗଛରେ ପାଣି ଅର୍ପଣ କରିବା ସହ ସନ୍ଧ୍ୟା ରେ ଦୀପ ଜାଳିଲେ ମା ଲକ୍ଷ୍ମୀ ଙ୍କ କୃପା ମିଳିଥାଏ ।

2- ଅଁଳା ଗଛ : ବାସ୍ତୁ ଅନୁଯାୟୀ ଅଁଳା ଗଛ ଘରେ ଲଗାଇବା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏହି ଗଛ ଘରେ ରହିବା ଶୁଭ ମାନାଯାଏ । ଏହି ଗଛ ଗୃହରେ ରହିବା ଦ୍ଵାରା ବାତାବରଣ ଶୁଦ୍ଧ ହୋଇଥାଏ । ଗୃହକୁ କେବେ ବି ଗରିବୀ ଆସି ନ ଥାଏ ।

3- ଗଙ୍ଗଶିଉଳି ଗଛ : ଏହି ଗଛ ଗୃହରେ ଲଗାଇଲେ ଗୃହରେ କେବେ ବି ଦରିଦ୍ରତା ପ୍ରବେଶ କରିପାରେ ନାହିଁ । ଏହା ଛଡା ଏହି ଗଛର ଫୁଲ ଘରର ବାତାବରଣ କୁ ସୁଗନ୍ଧିତ କରିବା ସହ ଘର କୁ ଧନ ଆଣିବାର କାରଣ ହୋଇଥାଏ ।

4- ସମି ଗଛ : ଏହି ଗହ କେବଳ ଗୃହକୁ ଖୁସି ଆଣିଥାଏ ତାହା ନୁହେଁ ବରଂ ଗୃହରେ କେବେ ବି ଧନର ଅଭାବ ଦେଖାଯାଏ ନାହିଁ । ସମି ଗଛ ଭଗବାନ ଶନିଙ୍କର ପ୍ରିୟ ହୋଇଥାଏ । ଏହି ଗଛକୁ ଘରେ ଲଗାଇବା ଦ୍ଵାରା ଭଗବାନ ଶନି ଙ୍କ କୃପା ମିଳିଥାଏ ।

5- ଅପରାଜିତା ଗଛ : ଏହି ଗଛର ଘରର ସୋଭା ବଢାଇବା ସହ ଘରର ଆର୍ଥିକ ସଙ୍କଟ କୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ । ଏହି ଗଛ ମା ଲକ୍ଷ୍ମୀ ଙ୍କ ଅତ୍ୟନ୍ତ ପ୍ରିୟ ଗଛ ଅଟେ । ଏହି ଗଛ ଗୃହରେ ରହିଲେ ଘରର ସୁଖ ଶାନ୍ତି ବଢିଥାଏ । ଏହି ଗଛ ଗୃହରେ ରହିବା ଦ୍ଵାରା ଧନ ସମ୍ପତି ର ବୃଦ୍ଧି ହୋଇଥାଏ । ତେବେ ଏହି ସବୁ ଗଛ ଗୁଡିକ ଗୃହରେ ଲଗାଇବା ଦ୍ଵାରା ଗରିବୀ କେବେ ବି ଆସି ନ ଥାଏ । ଓ ଘରେ କେବେ ବି ଟଙ୍କା ପଇସାର ଅଭାବ ଦେଖାଯାଏ ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *