Interesting Gk Questions- ଯେତେବେଳେ ଗୋଟିଏ ଝିଅ ନଇଁ କି ମୁଣ୍ଡିଆ ମାରେ ତେବେ ତାର କଣ ଦେଖାଯାଏ ?

ବନ୍ଧୁଗଣ ସମଗ୍ର ଭାରତ ବର୍ଷରେ ଆଇଏଏସର ପରୀକ୍ଷା ହେଉଛି ସବୁଠାରୁ କଠିନ । ଏହି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ଲୋକ କଷ୍ଟ କରିଥାନ୍ତି । ହେଲେ ବହୁତ କମ ଲୋକ ଏହି ପରୀକ୍ଷା ପାସ କରି ପାରନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆଇଏଏସ ଇଣ୍ଟରଭ୍ୟୁରେ ପଚରା ହେଉଥିବା କିଛି କଠିନ ପ୍ରଶ୍ନ ବିଷୟରେ କହିବୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆଇଏଏସର ଏହି କଠିନ ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ । ବନ୍ଧୁଗଣ ଏହି ପରୀକ୍ଷା କେବଳ ମଣିଷର ସହନ ଶୀଳତା ଏବଂ ସ୍ଵଭାବକୁ ପରୀକ୍ଷା କରାଯାଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ପ୍ରଶ୍ନ ପଚାରିବୁ ଯାହାକୁ ଇଣ୍ଟରଭ୍ୟୁରେ ପଚରାଯାଏ ।

ଏହି ପ୍ରଶ୍ନ ସେହି ଲୋକଙ୍କ ପାଇଁ ଚ୍ୟାଲେଞ୍ଜ ଭଳି ହୋଇଥାଏ ଯେଉଁମାନଙ୍କୁ ଲାଗିଥାଏ କି ତାଙ୍କ ମସ୍ତିସ୍କ ବହୁତ ଦୃତ ଗତିରେ ଚାଲିଥାଏ । ତେବେ ଏହି ଝିଅଟିକୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ତାହେଲେ ଆପଣ ବୁଝିଯିବେ କି ଆପଣ ସତରେ ବୁଦ୍ଧିମାନ ଅଟନ୍ତି ନା ତାହା ଆପଣଙ୍କର ଭ୍ରମ ଅଟେ ।

ପ୍ରଶ୍ନ – ୧

ବିଶ୍ଵର ସବୁଠୁ ବଡ ସିନେମା ଘର କେଉଁଠି ଅଛି ?

ଉତ୍ତର – ସ୍ପେନ

ପ୍ରଶ୍ନ – ୨

ହିନ୍ଦୁସ୍ଥାନ ର ପ୍ରଥମ ରାଜା କିଏ ଥିଲେ ?

ଉତ୍ତର – ଚନ୍ଦଗୁପ୍ତ ମୋର୍ଯ୍ଯ

ପ୍ରଶ୍ନ – ୩

ମହଲର ସହର କାହାକୁ କୁହାଯାଏ ?

ଉତ୍ତର – କୋଲକାତା

ପ୍ରଶ୍ନ – ୪

ଭାରତର ସବୁଠୁ ଶୁଖିଲା ଭାଗ କିଏ ଅଟେ ?

ଉତ୍ତର – ରାଜସ୍ଥାନ

ପ୍ରଶ୍ନ – ୫

ଉଦୟ ସୂର୍ଯ୍ୟ ର ଭୂମି କାହାକୁ କୁହାଯାଏ ?

ଉତ୍ତର – ଜାପାନ

ପ୍ରଶ୍ନ – ୬

କେଉଁ ଦେଶରେ ସବୁଠୁ ଅଧିକ ଫିଲ୍ମ ବନା ଯାଇଥାଏ ?

ଉତ୍ତର – ଭାରତ

ପ୍ରଶ୍ନ – ୭

ପଞ୍ଚତନ୍ତ୍ର ର ଲେଖକ କିଏ ଥିଲେ ?

ଉତ୍ତର – ବିଷ୍ଣୁ ଶର୍ମା

ପ୍ରଶ୍ନ – ୮

ଫତେପୁର ସିକରି ର ନିର୍ମାଣ କିଏ କରିଥିଲେ ?

ଉତ୍ତର – ଆକବର

ପ୍ରଶ୍ନ – ୯

ଭାରତର ସବୁଠୁ ଛୋଟ ରାଜ୍ୟ କଣ ଅଟେ ?

ଉତ୍ତର – ଗୋଆ

ପ୍ରଶ୍ନ – ୧୦

ଭାରତରେ ସୁନାର ଖଣି କେଉଁଠି ଅଛି ?

ଉତ୍ତର – କର୍ଣ୍ଣାଟକ

ପ୍ରଶ୍ନ – ୧୧

ଆରବ ସାଗରର ରାଣୀ କାହାକୁ କୁହାଯାଏ ?

ଉତ୍ତର – କୋଚ୍ଚୀ

ପ୍ରଶ୍ନ – ୧୨

ଘଡି ର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର – ଭାରତ

ପ୍ରଶ୍ନ – ୧୩

ଭାରତର ସବୁଠୁ ବଡ ହସ୍ପିଟଲ କେଉଁଠି ଅଛି ?

ଉତ୍ତର – ନୂଆ ଦିଲ୍ଲୀ

ପ୍ରଶ୍ନ – ୧୪

କଳା ବନ କେଉଁଠି ମିଳିଥାଏ ?

ଉତ୍ତର – ବ୍ରାଜିଲ

ପ୍ରଶ୍ନ – ୧୫

ଭାରତର ପ୍ରଥମ ନାଗରିକ କିଏ ଅଟନ୍ତି ?

ଉତ୍ତର – ରାଷ୍ଟ୍ରପତି

ପ୍ରଶ୍ନ – ୧୬

ଯେତେବେଳେ ଗୋଟିଏ ଝିଅ ନଇଁ କି ମୁଣ୍ଡିଆ ମାରେ ତେବେ ତାର କଣ ଦେଖାଯାଏ ?

ଉତ୍ତର – ସଂସ୍କାର

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *