ଲାଇଭ ଟିଭିରେ ରେକର୍ଡ ହୋଇଗଲା ଲଜ୍ୟା ଜନକ ଦୃଶ୍ୟ, ସମସ୍ତଙ୍କ ସାମ୍ନାରେ ଉଡିଗଲା Actress ଙ୍କ ଡ୍ରେସ, ଆଉ ତା’ପରେ…ଦେଖନ୍ତୁ ଏହି Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଲାଇଭ ଟିଭି ପ୍ରୋଗ୍ରାମ ଗୁଡିକ ନିଶ୍ଚୟ ଦେଖିଥିବେ । ଲାଇଭ ଟିଭି ପ୍ରୋଗ୍ରାମରେ ରିଟେକ ନଥାଏ କି ଡିଲେଟ ନଥାଏ । ଲାଇଭ ପ୍ରୋଗ୍ରାମ ସମୟରେ ଗୋଟେ ଛୋଟ ଭୁଲ ଲଜ୍ୟା ନହଲେ ପ୍ରଶ୍ଚାତପର ପରିଣାମ ହୋଇପାରେ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଲାଇଭ ପ୍ରୋଗ୍ରାମର ଏପରି କିଛି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

୧. ନ୍ୟୁଜ ୮୦ର ରିପୋର୍ଟର ଉତ୍ତର ପ୍ରଦେଶର ସାମ୍ଳୀକୁ ଯାଇ ଏକ ବୃଦ୍ଧ ବ୍ୟକ୍ତିଙ୍କ ଇଣ୍ଟର୍ବ୍ୟୁ ନେଇଥିଲେ । ଏହି ବୃଦ୍ଧ ବ୍ୟକ୍ତିଙ୍କ ନାମ ହେଲା ଉଦୟବିର । ରିପୋର୍ଟର ଉଦୟବିରଙ୍କୁ କିଛି ପ୍ରଶ୍ନ ପଚାରିଲେ ହେଲେ ବୃଦ୍ଧ ଉଦୟବିର ଯେଉଁ ଭାଷାରେ ଉତ୍ତର ଦେଲେ ତାହା ଶୁଣି ସମସ୍ତଙ୍କ ମୁଣ୍ଡ ଚକ୍କର ଖାଇଲା । ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଲୋକମାନେ ଏହି ଭିଡିଓରେ ଦେଖି ବହୁତ ଏଞ୍ଜୋଏ କରିଛନ୍ତି ।

୨. ୨୦୧୯ରେ କୁମ୍ଭ ମେଳାରେ ଜଣେ ମହିଳା ରିପୋର୍ଟର ନାଗାସାଧୁଙ୍କର ଇଣ୍ଟର୍ବ୍ୟୁ ନେଇଥିଲେ । ଏହି ଇଣ୍ଟର୍ବ୍ୟୁ ଭିଡିଓଟି ଆଜି ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମହିଳା ରିପୋର୍ଟର ନାଗାସାଧୁଙ୍କୁ କହିଥିଲେ, ଯଦି ୧୨ ବର୍ଷର ସଂକଲ୍ପ ଅଛି ଆପଣ ତା ହେଲେ ପୋଷାକ କାହିଁକି ପିନ୍ଧି ଛନ୍ତି । ଏହାର ଉତ୍ତରରେ ନଗସାଧୁ ଯାହା କରିଲେ ଆପଣ ନିଜେ ଦେଖନ୍ତୁ ।

https://www.youtube.com/watch?v=BOKMbLNPXyc

୩. ବନ୍ଧୁଗଣ ମାସ୍କ ଆମ ଜୀବନରେ ଏକ ଅଂଶ ହୋଇସାରିଛି । ୨୪ ଫେବୃୟାରି ୨୦୨୨ରେ ଉତ୍ତର ପ୍ରଦେଶର ଶିବସେନା ସାଂସଦ ଧର୍ଯ୍ୟଶୀଳ ମାନେ  ଭାଷଣ ଦେଉଥିଲେ । ସେହି ସମୟରେ ତାଙ୍କ ପାଖରେ ଛିଡା ହୋଇଥିବା ଜଣେ କର୍ମୀ ମାସ୍କ ପିନ୍ଧିବା ପାଇଁ ଅନେକ ଚେଷ୍ଟା କରିଲେ ହେଲେ ବିଫଳ ହେଲେ । ଏହା ପରେ ସେ ଅନ୍ୟ ସହଯୋଗୀଙ୍କ ସହାୟତା ନେଇ ମାସ୍କ ପିନ୍ଧିଲେ ।

୪. ବନ୍ଧୁଗଣ କିଏ କହୁଛି ନେତା ମାନେ ସବୁବେଳେ ମିଛ କୁହନ୍ତି । ୧୯ ଜୁନ ୨୦୧୯ରେ ରାହୁଲ ଗାନ୍ଧୀଙ୍କ ଜନ୍ମଦିନରେ ଲୋକସଭାରେ ସାଂସଦ ରାମଦାସ ଆଥାୱାଲେ ଏତେ ସତ୍ୟ ଭାଷଣ ଦେଲେ ଯାହା ଶୁଣି ସମସ୍ତ ନେତା ଏମିତି କି ନରେନ୍ଦ୍ର ମୋଦୀ ବି ହସିବାକୁ ଲାଗିଲେ । ସେ ଲୋକସଭାରେ ଏତେ ସୁନ୍ଦର କମେଡି କରିଲେ ଯାହା ଦେଖିଲେ ଆପଣ ନିଜ ହସ ରୋକିପାରିବେ ନାହିଁ ।

୫. ବନ୍ଧୁଗଣ ଟିଭି ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତ୍ରୀ ଦୀପିକା ସିଂହ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି । ସେ ଅନେକ ଥର ଲାଇଭ ମଧ୍ୟ ଆସନ୍ତି । ଥରେ ଦୀପିକା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଲାଇଭ ଆସି ଡ୍ୟାନ୍ସ କରୁଥିଲେ । ସେ ଏକ ହଳଦିଆ ଫ୍ରକ ପିନ୍ଧିଥିଲେ ହେଲେ ଡ୍ୟାନ୍ସ କରିବା ସମୟରେ ପବନ ହେବା ହେତୁ ତାଙ୍କ ଫ୍ରକ ଟେକି ହେଇଗଲା ଯାହାଫଳରେ ଦୀପିକା ଟ୍ରୋଲ ହେଲେ ।

Leave a Reply

Your email address will not be published. Required fields are marked *