ଯେତେବେଳେ Mahesh Bhatt ଙ୍କ କଳା କାରନାମା କ୍ୟାମେରାରେ ହେଲା କଏଦ…

ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ର ଭଟ୍ଟ ପରିବାର ଏଭଳି ଏକ ପରିବାର ଯିଏ ସବୁବେଳେ ଚର୍ଚ୍ଚା ରେ ଆସିଥାନ୍ତି । ଏଭଳି ଅନେକ କାରଣ ରହିଛି ଯେଉଁ କାରଣରୁ ଏହି ପରିବାର ସର୍ବଦା ଚର୍ଚ୍ଚା ର ବିଷୟ ସାଜନ୍ତି ତାହା କୌଣସି ବିବାଦୀୟ ମାମଲା କୁ ନେଇ ହେଉ ଅଥବା ଅଫେୟାର କୁ ନେଇ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ପରିବାର ର ଏଭଳି କିଛି କାରନାମା ବିଷୟ ରେ କହିବୁ ଯାହା ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ତେବେ ଆପଣ ମାନେ ତ ଜାଣିଥିବେ ଯେ,ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ପରେ ରେହା ଚକ୍ରବର୍ତ୍ତୀ ଙ୍କ ସହିତ ମହେଶ ଭଟ୍ଟ ଙ୍କ ଅଫେୟାର ର ଖବର ଚାରିଆଡ଼େ ବ୍ୟାପି ଯାଇଥିଲା । ସେହି ସମୟ ରେ ଜିଆ ଖାଁ ଙ୍କ ସହିତ ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡିଆ ରେ ଭାଇରାଲ ହୋଇଥିଲା । ସେହି ଭିଡିଓ ରୁ ଏହା ଜଣା ପଡୁଥିଲା ଯେ, ଜିଆ ଖାଁ ଙ୍କ ସହିତ ମଧ୍ୟ ମହେଶ ଭଟ୍ଟ ଙ୍କ ଅଫେୟାର ଚାଲିଥିଲା । ସୁଶାନ୍ତ ଙ୍କ ମୃତ୍ୟୁ ପରେ ରେହା ଓ ମହେଶ ଭଟ୍ଟ ଙ୍କ ମଧ୍ୟରେ ଆହୁରି ମଜବୁତ ସମ୍ପୂର୍ଣ୍ଣ ଗଢ଼ି ଉଠିଥିଲା ।

ଜିଆ ଖାଁ ଙ୍କ ଆତ୍ମହତ୍ୟା ମଧ୍ୟ ଏକ ରହସ୍ୟ ହୋଇ ରହିଗଲା । ଯଦିଓ ଏହା ପଛରେ ତାଙ୍କ ବଏଫ୍ରେଣ୍ଡ ସୁରଜ ପାଂଚୋଲି ଙ୍କୁ ଦୋଷୀ ବୋଲି କୁହାଗଲା ଏବଂ ତାଙ୍କ କ୍ୟାରିଅର ସମ୍ପୂର୍ଣ୍ଣ ରୂପରେ ବର୍ବାଦ ହୋଇଗଲା । କିନ୍ତୁ ମହେଶ ଭଟ୍ଟ ଙ୍କ ସହିତ ଜିଆ ଖାଁ ଙ୍କ ଏଭଳି ଭିଡିଓ ଅନେକ ପ୍ରଶ୍ନ ସୃଷ୍ଟି କରୁଛି ।

ତେବେ ମହେଶ ଭଟ୍ଟ ଙ୍କ ସହିତ ଜଡ଼ିତ ଅନ୍ୟ ଏକ ଚର୍ଚ୍ଚା ର ବିଷୟ ଥିଲା ତାଙ୍କ ଝିଅ ପୂଜା ଭଟ୍ଟ ଙ୍କ ସହିତ ତାଙ୍କର ସମ୍ପର୍କ କୁ ନେଇ । ତେବେ ଗୋଟିଏ ମ୍ୟାଗାଜିନର କଭର ପେଜରେ ଦୁଇ ଜଣଙ୍କ ବୋଲ୍ଡ ଫଟୋ ଛପି ଥିଲା । ଏହି ଫଟୋରେ ପୂଜା ଭଟ୍ଟ ନିଜର ପିତାଙ୍କୁ ଓଠରେ କିସ କରୁଥିବାର ନଜର ଆସୁଥିଲେ । ଏହି ଫଟୋ ସାମ୍ନାକୁ ଆସିବା ପରେ ବହୁତ ହଙ୍ଗାମା ହୋଇଥିଲା ।

କେବଳ ଏତିକି ନୁହେଁ ଗୋଟିଏ ଇଣ୍ଟରଭିୟୁରେ ମେହଶ ଭଟ୍ଟ କହିଥିଲେ କି ଯଦି ପୂଜା ତାଙ୍କର ଝିଅ ହୋଇ ନଥାନ୍ତେ ତେବେ ସେ ପୂଜା ଭଟ୍ଟଙ୍କୁ ବିବାହ କରିଥାନ୍ତେ । ଏହିଭଳି ଘଟଣା ପରେ ମହେଶ ଭଟ୍ଟଙ୍କ ଘରୁ ବାହାରିବା ବହୁତ କଷ୍ଟକର ହୋଇ ଯାଇ ଥିଲା । ଶେଷରେ ସେ ସମସ୍ତଙ୍କୁ କ୍ଷମା ମାଗିଲେ । ଏହାପରେ ମାମଲା ଶାନ୍ତ ହୋଇଥିଲା । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *