କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ କେତେ ପାଠୁଆ ? ଜାଣନ୍ତୁ କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଛି ସବୁଠୁ ଅଧିକ ଶିକ୍ଷାଗତ ଯୋଗ୍ୟତା…

ବନ୍ଧୁଗଣ ନମସ୍କାର, ତେବେ ଦେଶରେ ବଡ଼ବଡ଼ ଡିଗ୍ରୀ ଧରି ମଧ୍ୟ ବେକାର ହୋଇ ବୁଲୁଛନ୍ତି ସାଧାରଣ ଜନତା । କିନ୍ତୁ କମ ପାଠ ପଢ଼ି ମଧ୍ୟ ଶାସନ କରୁଛନ୍ତି ନେତା । ଜଣେ ଜନ ପ୍ରତିନିଧି ର ଶିକ୍ଷାଗତ ଯୋଗ୍ୟତା ଦେଖାଯାଏ ନାହିଁ । ଦେଶରେ ଅନେକ ପାଠୁଆ ନେତା ମଧ୍ୟ ଅଛନ୍ତି । ଆପଣ ଜାଣିଛନ୍ତି କି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ କେତେ ପାଠୁଆ ବା ତାଙ୍କର ଶିକ୍ଷାଗତ ଯୋଗ୍ୟତା କଣ? ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ବିଷୟରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ଆନ୍ଧ୍ରପ୍ରଦେଶ ର ମୁଖ୍ୟମନ୍ତ୍ରୀ ଜଗ ମୋହନ ରେଡି- କମର୍ସ ଗ୍ରାଜୁଏଟ ।

୨. ଅରୁଣାଚଳ ପ୍ରଦେଶ ର ମୁଖ୍ୟମନ୍ତ୍ରୀ ପେମା ଖାଂଡୁ- ବିଏ ଗ୍ରାଜୁଏଟ ।

୩. ଆସାମ ର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵକର୍ମା- ପିଏଚ୍ଡି ।

୪. ବିହାର ର ମୁଖ୍ୟମନ୍ତ୍ରୀ ନୀତିଶ କୁମାର-ବିଏସସି ଗ୍ରାଜୁଏଟ ।

୫. ଛତିଶଗଡ଼ ର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ- ସ୍ନାତକୋତ୍ତର ।

୬. ଦିଲ୍ଲୀ ର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ- ଆଇ ଆଇ ଟି, ଖଡ୍ଗପୁର ରୁ ବିଟେକ ।

୭. ଗୋଆ ର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ-ବି ଏ ଏମ୍ ଏସ୍ ।

୮. ଗୁଜୁରାଟ ର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ଭାଇ ପଟେଲ- ଏମ୍ଏସ୍ସି, ପିଏଚ୍ଡି ।

୯. ହରିୟାଣା ର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟର- ଗ୍ରାଜୁଏଟ ।

୧୦. ହିମାଚଳ ପ୍ରଦେଶ ର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର- ଗ୍ରାଜୁଏଟ ।

୧୧. ଝାଡ଼ଖଣ୍ଡ ର ମୁଖ୍ୟମନ୍ତ୍ରୀ ହେମନ୍ଦ ସୋରେନ- ଦ୍ଵାଦଶ ପାସ ।


୧୨. କର୍ଣ୍ଣାଟକ ର ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ- ଗ୍ରାଜୁଏଟ ।

୧୩. କେରଳ ର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ- ଦ୍ଵାଦଶ ପାସ ।

୧୪. ମଧ୍ୟପ୍ରଦେଶ ର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ- ଏମ୍ ଏ ।

୧୫. ମହାରାଷ୍ଟ୍ର ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ- ଦ୍ଵାଦଶ ପାସ ।

୧୬. ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ- ଗ୍ରାଜୁଏଟ ।

୧୭. ମେଘାଳୟ ର ମୁଖ୍ୟମନ୍ତ୍ରୀ ସି. ସାଙ୍ଗମା- ଏମ୍ ବି ଏ ।

୧୮. ମିଜୋରାମ ର ମୁଖ୍ୟମନ୍ତ୍ରୀ ଜୋରାମଥଙ୍ଗା- ବିଏ ଗ୍ରାଜୁଏଟ ।

୧୯. ନାଗାଲାଣ୍ଡ ର ମୁଖ୍ୟମନ୍ତ୍ରୀ ନିଫ୍ୟୁ ରିଓ- ଗ୍ରାଜୁଏଟ ।

୨୦. ପଞ୍ଜାବ ର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ- ଦ୍ଵାଦଶ ପାସ ।

୨୧. ରାଜସ୍ଥାନ ର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ- ଏମ୍. ଏ ।

୨୨. ସିକିମ ର ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ- ବିଏ ।

୨୩. ତାମିଲନାଡୁ ର ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ- ବିଏ ।

୨୪. ତେଲେଙ୍ଗାନା ର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ- ବିଏ ।

୨୫. ତ୍ରିପୁରା ର ମୁଖ୍ୟମନ୍ତ୍ରୀ ମାନିକ ଶାହା- ଡାକ୍ତରୀ ।

୨୬. ୟୁପି ର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ- ବିଏସସି ଗ୍ରାଜୁଏଟ ।


୨୭. ଉତ୍ତରାଖଣ୍ଡ ର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ- ପୋଷ୍ଟ ଗ୍ରାଜୁଏଟ ।

୨୮. ପଶ୍ଚିମବଙ୍ଗ ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ- ଏମ୍ ଏ ।

୨୮. ଆମ ରାଜ୍ୟ ଅର୍ଥାତ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ- ଦିଲ୍ଲୀ ୟୁନିଭର୍ସିଟି ରୁ ବିଏ ଗ୍ରାଜୁଏଟ ।

Leave a Reply

Your email address will not be published. Required fields are marked *