ଯେ କୌଣସି ବୟସରେ ଖୁବ ଶୀଘ୍ର ନିଜର ହାଇଟ ବଢାଇବାର ରାମବାଣ ଘରୋଇ ଉପାୟ- Health Tips

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଅଧିକ ହାଇଟ ପାଇବା ପାଇଁ ଇଛା କରିଥାନ୍ତି । ଯେଉଁ ମାନଙ୍କର ହାଇଟ କମ ହୋଇ ରହିଯାଇଥାଏ ସେମାନଙ୍କୁ ତାଙ୍କ ସାଙ୍ଗ ମାନେ ଅପହାସ୍ୟ କରିଥାନ୍ତି ଓ ସେମାନଙ୍କର ମଜାକ ବନେଇଥାନ୍ତି । ଏହା ବ୍ଯତୀତ ବନ୍ଧୁଗଣ ଅଧିକ ହାଇଟ ଥିଲେ ମଣିଷ ସ୍ମାର୍ଟ ଓ ହ୍ୟାଣ୍ଡସମ ମଧ୍ୟ ଦେଖାଯାଇଥାଏ । ଏହି ହାଇଟ ସମସ୍ଯାର ସମ୍ମୁଖୀନ ପ୍ରାୟ ବହୁତ ଲୋକ ହେଉଛନ୍ତି ଓ ସେମାନେ ଏହି ସମସ୍ଯାକୁ ଦୂର କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ କରୁଛନ୍ତି । ହେଲେ ସେମାନଙ୍କୁ କୌଣୟ ପ୍ରକାରର ଲାଭ ମିଳୁନାହିଁ ।

ଯଦି ଆପଣ ମାନେ ମଧ୍ୟ ଏହି ସମସ୍ଯାର ସମ୍ମୁଖୀନ ହେଉଛନ୍ତି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ପ୍ରୟୋଗ କରି ଆପଣ ମାନେ ନିଜ ହାଇଟକୁ ବହୁତ ସହଜରେ ବଢାଇପାରିବେ ।

ବନ୍ଧୁଗଣ ଏହି ଉପଚାରକୁ ବନେଇବା ପାଇଁ ଆପଣଙ୍କୁ ସର୍ବ ପ୍ରଥମ ସାମଗ୍ରୀ ଦରକାର ଗାଈ କ୍ଷୀର । ବନ୍ଧୁଗଣ କ୍ଷୀରରେ ବହୁତ ମାତ୍ରାରେ କ୍ୟାଲସିୟମ ରହିଥାଏ ଯାହା ଆମ ହାଡକୁ ମଝବୁତ କରିବା ସହ ଆମ ହାଡ ନିର୍ମାଣରେ ଏହା ଅଧିକ ଲାଭଦାୟକ ହୋଇଥାଏ । ଏହାପରେ ଆମକୁ ଦୁତୀୟ ସାମଗ୍ରୀ ଦରକାର ଗୁଡ । ବନ୍ଧୁଗଣ ଆପଣ ଚାହିଁଲେ ଗୋଟା ଗୁଡ ନେଇ ତାକୁ କୁଟି ତାର ଗୁଣ୍ଡକୁ ବ୍ୟବହାର କରିପାରିବେ ।

ବନ୍ଧୁଗଣ ହାଇଟ ନବଢିବାରେ କିଛି ମୁଖ୍ୟ କାରଣ ରହିଛି । ସାଧାରଣତଃ ଯେଉଁ ମାନଙ୍କର ଜିନ୍ ରେ କମ ହାଇଟ ଥାଏ ସେମାନଙ୍କ ହାଇଟ କମ ହୋଇ ରହିଯାଇଥାଏ । ଏହା ବ୍ଯତୀତ ଯେଉଁ ମାନେ ଅଧିକ ତେଲ ମସଲା ଜାତୀୟ ଖାଦ୍ୟ ଖାଇଥାନ୍ତି ସେମାନଙ୍କର ହାଇଟ ମଧ୍ୟ କମ ହୋଇ ରହିଯାଏ । କାରଣ ସେହି ଖାଦ୍ୟରେ ନା ପ୍ରୋଟିନ ଥାଏ ନା କ୍ୟାଲସିୟମ ଯାହା ଆମ ହାଇଟକୁ ବଢାଇବାରେ ସହାୟକ ହୋଇନଥାଏ ।

ବନ୍ଧୁଗଣ ଏହି ଉପଚାର ପାଇଁ ଆପଣ ଏକ ଗ୍ଳାସ କ୍ଷୀରକୁ ଗରମ କରନ୍ତୁ ଓ ସେଥିରେ ଏକ ଚାମଚ ଗୁଣ୍ଡ ଗୁଡ ମିଶାଇ ଦିଅନ୍ତୁ । ଗୁଡରେ ବହୁତ ମାତ୍ରାରେ କପର ଓ ଆଇରନ ରହିଥାଏ ଯାହା ଆମ ହାଇଟକୁ ବଢାଇବାରେ ବହୁତ ସହାୟକ ହୋଇଥାଏ । ତେଣୁ ବନ୍ଧୁଗଣ ଆପଣ ଗୋଟେ ଗ୍ଳାସ ଗରମ କ୍ଷୀରରେ ଗୋଟେ ଚାମଚ ଗୁଡ ମିଶାଇ ତାର ସେବନ କରନ୍ତୁ  ହେଲେ ଆପଣଙ୍କୁ ଏହାର ସେବନ ସଖାଳ ସମୟରେ ଖାଲି ପେଟରେ କରିବାକୁ ହେବ ।

ଏହି ମିଶ୍ରଣର ସେବନ କରିବା ସହିତ ଆପଣ ଯୋଗ ଓ ବାୟମ ଆଦି ନିଶ୍ଚୟ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ହାଇଟ ବହୁତ ଶୀଘ୍ର ବଢିଯିବ । ଏହି ମିଶ୍ରଣର ସେବନ ସମସ୍ତ ବୟସର ମଣିଷ ମାନେ କରିପାରିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ଓ ଏହି ଉପଚାରକୁ ନିଶ୍ଚୟ ପ୍ରୟୋଗ କରନ୍ତୁ, ଧନ୍ୟବାଦ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *