Jyotish Shastra- ଏହି ୫ ଟି ନାମର ପୁରୁଷ ଜନ୍ମ ରୁ ହିଁ ମାଲିକ ବନିବାର ଭାଗ୍ୟ ନେଇ ଆସିଥାନ୍ତି, ଦେଖନ୍ତୁ କଣ ଆପଣଙ୍କ ନାମ ଅଛି ଏଥିରେ

ବନ୍ଧୁଗଣ ଯେତେବେଳେ ଗୋଟିଏ ବ୍ୟକ୍ତି ର ଜନ୍ମ ହୋଇଥାଏ ତେବେ ତାର ଜନ୍ମ ରୁ ହିଁ ତାହାର ନାମକରଣ କରି ଦିଆଯାଏ । ଯେଉଁ ନାମ ଜନ୍ମ ସମୟରେ ରଖାଯାଏ ସେହି ନାମରେ ସାରା ଦୁନିଆ ସେହି ବ୍ୟକ୍ତି କୁ ଜାଣିଥାଏ । ଗୋଟିଏ ବ୍ୟକ୍ତି ନାମରେ ବହୁତ କିଛି ଲୁଚି ରହିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ନାମର ପ୍ରଥମ ଅକ୍ଷର ଆପଣଙ୍କ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ । ନାମର ପ୍ରଥମ ଅକ୍ଷରରୁ ହିଁ ଆମକୁ ବହୁତ କିଛି ଜଣା ପଡିଥାଏ । ଯେତେବେଳେ ପ୍ରଥମେ ବ୍ୟକ୍ତି ପାଠ ପଢିବାକୁ ଯାଏ ତେବେ ସବୁଠୁ ପ୍ରଥମେ ତାକୁ ତାର ନାମ ହିଁ ପଚାରାଯାଏ ।

କିନ୍ତୁ କିଛି ଲୋକ ଏମିତି ହୋଇଥାନ୍ତି ଯେଉଁମାନେ ମାଲିକ ବନିବା ପାଇଁ ହିଁ ଜନ୍ମ ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ୫ ଟି ନାମର ବ୍ୟକ୍ତି ଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ସବୁବେଳେ ମାଲିକ ବନିବାର ସ୍ଵପ୍ନ ଦେଖିଥାନ୍ତି ଓ ତାହାକୁ ପୁରା ମଧ୍ୟ କରିଥାନ୍ତି ଓ ମାତା ଲକ୍ଷ୍ମୀ ଙ୍କ କୃପାର ପାତ୍ର ହୋଇଥାନ୍ତି । ତେବେ ଚାଲନ୍ତୁ ଜାଣିବା ସେହି ନାମର ଲୋକଙ୍କ ବିଷୟରେ ।

C ନାମର ଲୋକ

ଯେଉଁ ଲୋକଙ୍କର ନାମ C ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ବ୍ୟକ୍ତିମାନେ ଅଧିକାଂଶ ବ୍ୟବସାୟ ବିଷୟରେ ଅଧିକ ଭାବିଥାନ୍ତି । ଏହି ନାମର ବ୍ୟକ୍ତି ଅନ୍ୟମାନଙ୍କ ର କାମ କରିବା କୁ ପସନ୍ଦ କରନ୍ତି ନାହିଁ । ସେ ନିଜର ବ୍ୟବସାୟ ଆରମ୍ଭ କରିବା ବିଷୟରେ ବିଚାର କରିଥାନ୍ତି । ଏମାନଙ୍କର ଏହି ଭାବନା କାରଣରୁ ଏମାନେ ଚାକିରି କରନ୍ତି ନାହିଁ ବରଂ ମାଲିକ ବନିବା ପାଇଁ ଏମାନଙ୍କ ଜନ୍ମ ହୋଇଥାଏ ।

H ନାମର ଲୋକ

ଯେଉଁ ଲୋକମାନଙ୍କର ନାମ H ଅକ୍ଷରରୁ ଆରମ୍ଭ ହୋଇଥାଏ ଏମାନେ ସବୁବେଳେ କୌଣସି ନା କୌଣସି ବ୍ୟବସାୟ କୁ ଚାଲୁ କରିବା ଓ ଧନ ନିବେଶ କରିବା ବିଷୟରେ ଭାବିଥାନ୍ତି । ଏମାନେ କାରୋବାର କ୍ଷେତ୍ରରେ ବହୁତ ପ୍ରସିଦ୍ଧି ହାସଲ କରନ୍ତି ଓ ଏମାନେ ନିଜ ପାଇଁ କାମ କରିବା ଅଧିକ ପସନ୍ଦ କରିଥାନ୍ତି ।

M ନାମର ଲୋକ

ଯେଉଁ ମାନଙ୍କ ନାମର ପ୍ରଥମ ଅକ୍ଷର M ହୋଇଥାଏ ସେମାନେ ବହୁତ ହିଁ ଚତୁର ଓ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ପ୍ରତ୍ଯେକ କାର୍ଯ୍ୟ ଭାବି ଚିନ୍ତି କରିଥାନ୍ତି ଓ ଏମାନେ ସାହାସୀ ବି ହୋଇଥାନ୍ତି । ଏମାନେ ନିଜକୁ କୌଣସି ମାଲିକ ଠାରୁ କମ ଭାବନ୍ତି ନାହିଁ । ଏହି ନାମର ଲୋକ ନିଜର କାରୋବାର ବହୁତ ଶୀଘ୍ର ହିଁ ଆରମ୍ଭ କରି ନିଅନ୍ତି ।

S ନାମର ଲୋକ

ଯେଉଁ ଲୋକଙ୍କ ନାମର ପ୍ରଥମ ଅକ୍ଷର S ହୋଇଥାଏ ଏମାନେ ମାଲିକ ବନିବା ପାଇଁ ହିଁ ଜନ୍ମ ହୋଇଥାନ୍ତି । ଏହି କଥା ବିଷୟରେ ଜ୍ଯୋତିଷ ଶାସ୍ତ୍ରରେ ମଧ୍ୟ ବର୍ଣ୍ଣନା କରା ଯାଇଛି କି ଏହି ନାମର ଲୋକ ମାଲିକ ବନିବା ପାଇଁ ଜନ୍ମ ହୋଇଥାନ୍ତି ଓ ଆଗକୁ ଯାଇ ନିଜର ବିଜିନେସ ଆରମ୍ଭ କରନ୍ତି ଓ ଏମାନେ ଅନ୍ୟ କାହା ର ଚାକିରି କରିବାକୁ ପସନ୍ଦ କରନ୍ତି ନାହିଁ । ଏମାନେ ନିଜର ପୁରା ଜୀବନ ନିଜର ବ୍ୟବସାୟ କୁ ଆଗକୁ ବଢାଇବାରେ ଲଗାଇ ଦିଅନ୍ତି ।

V ନାମର ଲୋକ

ଯେଉଁ ଲୋକଙ୍କ ନାମର ପ୍ରଥମ ଅକ୍ଷର V ରୁ ଆରମ୍ଭ ହୋଇଥାଏ ଏମାନେ ବହୁତ ହିଁ ପରିଶ୍ରମୀ ହୋଇଥାନ୍ତି ଓ ଏମାନଙ୍କ ମସ୍ତିସ୍କ ବି ବହୁତ ତେଜ ହୋଇଥାଏ । ଏହି ନାମର ଲୋକ ନିଜର ସଫଳତାକୁ ବହୁତ ଜଲ୍ଦି ପ୍ରାପ୍ତ କରି ନିଅନ୍ତି । ଏହି ନାମର ଲୋକ ଅଧିକାଂଶ ବ୍ୟବସାୟ ସହିତ ଯୋଡି ହୁଅନ୍ତି । ଏମାନେ ନିଜ ଜୀବନରେ ମାଲିକ ହେବା ପାଇଁ ହିଁ ଜନ୍ମ ହୋଇଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *