ଏହା ଅଟେ TV ସିରିଏଲ ମଧୁବାଲାରୁ ଫେମସ ହୋଇଥିବା ଅଭିନେତ୍ରୀ Dristi Dhami ଙ୍କର ରିଅଲ ଲାଇଫ ଫାମିଲି, ଆଗରୁ କେବେ ବି ଦେଖି ନଥିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲ ଓ ସେହି ସିରିଏଲରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଆଜି ଆମେ ଆପଣ ମାନଙ୍କୁ ଏହିପରି ଏକ ଫେମସ ସିରିଏଲର ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ‘ମଧୁବାଲା’ ସିରିଏଲର ଦ୍ରୁଷ୍ଟି ଧାମି । ଦ୍ରୁଷ୍ଟି ନିଜର ସୁନ୍ଦର ଅଭିନୟ ମାଧ୍ୟମରେ ଏହି ସିରିଏଲର ଲୋକପ୍ରିୟତାକୁ ବଢାଇ ଦେଇଛନ୍ତି ।

ଏହି ଗୋଟିଏ ସିରିଏଲ କରି ଦ୍ରୁଷ୍ଟି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଦୃଷ୍ଟିଙ୍କର ରିଅଲ ଲାଇଫ ଫାମିଲି ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ବହୁତ କମ ଲୋକ ହିଁ ଜାଣିଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଅଭିନେତ୍ରୀ ଦ୍ରୁଷ୍ଟି ଧାମି ଏକ ମଧ୍ୟମ ବର୍ଗ ପରିବାରରୁ ଆସିଛନ୍ତି । ଦୃଷ୍ଟିଙ୍କ ପିତା ବିଜନେସ କରୁଥିବା ବେଳେ ତାଙ୍କ ମା ଘର କାମ କରୁଛନ୍ତି । ଦୃଷ୍ଟିଙ୍କ ମାତା ପିତା ଲାଇମ ଲାଇଟ ଠାରୁ ଦୂରରେ ରହିବା ପାଇଁ ପସନ୍ଦ କରନ୍ତି । ଏହା ସହିତ ଦ୍ରୁଷ୍ଟି ଧାମିଙ୍କର ଏକ ବଡ ଭାଇ ମଧ୍ୟ ଅଛନ୍ତି । ଯାହାଙ୍କର ନାମ ହେଉଛି ଜୟସିଦ ଧାମି ।

ଜୟସିଦ ମଧ୍ୟ ତାଙ୍କ ପିତାଙ୍କର ବିଜନେସକୁ ସମ୍ଭାଳୁ ଛନ୍ତି । ଏହା ସହିତ ଜୟସିଦ ଟିଭିର ସୁନ୍ଦର ଅଭିନେତ୍ରୀ ସୁହାସୀ ଧାମିଙ୍କ ସହ ବିବାହ କରିଛନ୍ତି । ଏହି ଦୁଇ ଜଣଙ୍କର ଏକ ପୁଅ ମଧ୍ୟ ଅଛି ଯାହାର ନାମ ହେଉଛି କବୀର ଧାମି । ଦୃଷ୍ଟି ନିଜ କାରିୟରର ଆରମ୍ଭ ୨୦୦୯ରେ ଆସିଥିବା ସିରିଏଲ ‘ଦିଲ ମିଲ ଗୟେ’ ରୁ ଆରମ୍ଭ କରିଥିଲେ । ଏହି ସିରିଏଲରେ ସେ ମୁସକାନ ର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ ।

ଏହା ପରେ ସେ ‘ମଧୁବାଲା, ‘ପରଦେଶ ମେ ହେ ମେରା ଦିଲ’ ଓ ଅନ୍ଯାନ୍ଯ କେତେକ ସିରିଏଲ କରି ଲୋକମାନଙ୍କ ମନରେ ନିଜର ନିର୍ଦ୍ଧିଷ୍ଟ ସ୍ଥାନ କରି ପାରିଥିଲେ । ଟେଲିଭିଜନ ଦୁନିଆରେ ସଫଳତା ପାଇବା ପରେ ସେ ଏନଆରଆଇ ନିରାଣ ଖେମକାଙ୍କ ସହ ୨୦୧୫ରେ ବିବାହ କରିଥିଲେ । ଏହି ଦୁଇଜଣ ପ୍ରେମ ବିବାହ କରି ବର୍ତ୍ତମାନ ନିଜର ସୁଖମୟ ଜୀବନ ଅତିବାହିତ କରୁଛନ୍ତି ।


ଦ୍ରୁଷ୍ଟିଙ୍କର ଶଶୁର ହେଉଛନ୍ତି ପ୍ରକାଶ ଖେମକା । ପ୍ରକାଶ ମଧ୍ୟ ଜଣେ ବିଜନେସମ୍ୟାନ ଅଟନ୍ତି । ହେଲେ ପ୍ରକାଶଙ୍କୁ ଲାଇମ ଲାଇଟରେ ରହିବା ପାଇଁ ପସନ୍ଦ ଆସେ ନାହିଁ । ହେଲେ ଦୃଷ୍ଟି ନିଜ ପରିବାର ଲୋକଙ୍କ ସହ ସବୁ କଥା ସେୟାର କରନ୍ତି । ଏହାର ଝଲକ ସୋସିଆଲ ମିଡିଆରେ ମଧ୍ୟ ଦେଖିବାକୁ ମିଳିଛି । ଦ୍ରୁଷ୍ଟିଙ୍କର ଲୋକପ୍ରିୟତା ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ବହୁତ ଅଧିକ ରହିଛି । ଦ୍ରୁଷ୍ଟି ନିଜ ପରିବାର ଲୋକଙ୍କୁ ବହୁତ ସମ୍ମାନ ଓ ଭଲ ପାଇବା ଦିଅନ୍ତି ।

ତେବେ ବନ୍ଧୁଗଣ ଦ୍ରୁଷ୍ଟି ଧାମି ଙ୍କ ଅଭିନୟ ଆପଣଙ୍କୁ କିପରି ଲାଗେ ଆମକୁ କମେନ୍ଟ କରି ଜଣାଇବେ ଓ ଆଗକୁ ଟିଭି ଦୁନିଆର ସବୁ ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *